ଅନୁଷ୍କା ଙ୍କ ପୂର୍ବରୁ ଏହି ସୁନ୍ଦରୀ ଯୁବତୀଙ୍କୁ ପ୍ରେମ କରୁଥିଲେ ବିରାଟ କୋହଲି, ୟାଙ୍କ ସୁନ୍ଦରତା ଆଗରେ ଅନୁଷ୍କା କିଛି ବି ନୁହଁନ୍ତି, ଦେଖିଲେ ଜାଣିପାରିବେ

ବିରାଟ କୋହଲି ଭାରତୀୟ ଟିମ ର ବର୍ତମାନ ର କ୍ୟାପଟେନ ଅଟନ୍ତି I ଏବଂ ବିରାଟ କୋହଲି ଜଣେ ସର୍ବଶ୍ରେଷ୍ଟ ବ୍ୟାଟ୍ସମ୍ୟାନ ମଧ୍ୟ ଅଟନ୍ତି I ବିଗତ ଦିନ ରେ ବିରାଟ କୋହଲି ଅଭିନେତ୍ରୀ ଅନୁଷ୍କା ଙ୍କୁ ବିବାହ ମଧ୍ୟ କରିଛନ୍ତି I

ବିବାହ ପୂର୍ବ ରୁ ବିରାଟ ଙ୍କ ର ନାମ ଅନେକ ଅଭିନେତ୍ରୀ ଙ୍କ ସହ ଯୋଡି ହେଇଚି I ତେବେ 99% ଲୋକେ ଏହା ଜାଣିନାହାନ୍ତି କି ଅନୁଷ୍କା ଙ୍କ ସହ ପ୍ରେମ ସମ୍ବନ୍ଧ ପୂର୍ବ ରୁ ବିରାଟ କୋହଲି ଏହି ଅଭିନେତ୍ରୀ ଙ୍କୁ ପ୍ରେମ କରୁଥିଲେ I

ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବା କୁ ଯାଉଛୁ ସେ ହେଉଛନ୍ତି ଇଜାବେଲ ଲିଟେ I ସେ ଜଣେ ବ୍ରାଜିଲିୟନ ମଡେଲ ଅଟନ୍ତି I ଏହି ଅଭିନେତ୍ରୀ ବଲିଉଡ ରେ ମଧ୍ୟ ଅନେକ ଫିଲ୍ମ ରେ କାମ କରିଛନ୍ତି I ଇଯବେଲ ଙ୍କ ର ଏହି ଫୋଟୋ ସୋସିଆଲ ମିଡ଼ିଆ ରେ ମଧ୍ୟ ବେଶ ଭାଇରଲ ହେଇଚି I

ଇଯବେଲ ଙ୍କ ସହ ବିରାଟ କିଛି ଦିନ ପ୍ରେମ ସମ୍ପର୍କ ରେ ରହିଥିଲେ I ଏବଂ ଅନେକ ସ୍ଥାନ ରେ ଦୁହିଁଙ୍କୁ ଅନେକ ସ୍ଥାନ ରେ ଦେଖିବା କୁ ମଧ୍ୟ ମିଳିଛି I କିନ୍ତୁ କିଛି ଦିନ ର ପ୍ରେମ ସମ୍ପର୍କ ପରେ ସମ୍ପର୍କ ରେ ପୂର୍ଣ୍ଣଛେଦ ପଡିଯାଇଥିଲା I ଏବଂ ବିରାଟ କୋହଲି 2017 ରେ ଅନୁଷ୍କା ଙ୍କୁ ବିବାହ କରିଥିଲେ I

ଅନ୍ୟପଟେ ଇଯବେଲ ବର୍ତମାନ ସୁଧା ମଧ୍ୟ କୁମାରୀ ରହିଛନ୍ତି I ବିଗତ ଦିନ ରେ ଇଯବେଲ ଙ୍କୁ ଅଭିନେତା ଅମୀର ଖାଁ ଙ୍କ ସହ ଦେଖିବା କୁ ମିଳିଛି I ଇଯବେଲ ଅନେକ ସାଉଥ ଫିଲ୍ମ ରେ ମଧ୍ୟ କାମ କରିଛନ୍ତି I ଏହା ଛଡା ସେ ଅନେକ ବିଜ୍ଞାପନ ରେ ମଧ୍ୟ କାମ କରିଛନ୍ତି I