ଲଣ୍ଡନରେ ସର୍ଜରୀ ପରେ ହାର୍ଦିକ ପାଣ୍ଡିଆଙ୍କୁ ଭେଟିଲେ ନିତା ଅମ୍ବାନୀ; ହାର୍ଦିକ ଦେଲେ ଧନ୍ୟବାଦ

ହାର୍ଦିକ ପାଣ୍ଡିଆ ଯିଏ କି ଜଣେ ଭାରତୀୟ କ୍ରିକେଟ ଟିମ ର ଜଣେ ଆକ୍ରମକ ଖେଳାଳି ଅଟନ୍ତି I ସେ ବିଗତ ଦିନ ରେ ନିଜ ର ଖେଳ ପ୍ରଦର୍ଶନ କୁ ନେଇ ବେଶ ଚର୍ଚା ରେ ରହିଛନ୍ତି I ଏହି ଭାରତୀୟ କ୍ରିକେଟ ଟିମ ବଡୋଦା କ୍ରିକେଟ ଟିମ ତଥା ମୁମ୍ବାଇ ଇଂଡିଆନ୍ସ ପାଁଇ ଖେଳିଥାଏ I ହାର୍ଦିକ ପାଣ୍ଡିଆ ନିଜ କ୍ରିକେଟ କ୍ୟାରିୟର ର ଆରମ୍ଭ 26 ଜାନୁୟାରୀ 2016 ରେ 20-20 କ୍ରିକେଟ ରୁ ଆରମ୍ଭ ହେଇଥିଲା I 2017 ର ଚମ୍ପିୟାନ ଟ୍ରଫି ରେ ମଧ୍ୟ ସେ ସଫଳତା ହାସିଲ କରିଥିଲେ I

ଅଲ୍ରାଉଣ୍ଡର ଖେଳାଳି ହାର୍ଦିକ ପାଣ୍ଡିଆ ଙ୍କ ର ଲଣ୍ଡନ ରେ ପିଠି ର ସର୍ଜରୀ ପାଁଇ ଯିବାକୁ ପଡିଥିଲା I ଏହି ଘଟଣା ବାବଦ ରେ ସୋସିଆଲ ମିଡ଼ିଆ ରେ ମଧ୍ୟ ଅନେକ ଚର୍ଚା ଲାଗି ରହିଥିଲା I ଇତି ମଧ୍ୟ ରେ ରିଲାଏନ୍ସ ଫାଉଣ୍ଡେସନ ର ଅଦକ୍ଷ ମୁକେଶ ଅମ୍ବାନୀ ଙ୍କ ର ପତ୍ନୀ ନିତା ଅମ୍ବାନୀ ହାର୍ଦିକ ଙ୍କୁ ସାକ୍ଷ୍ୟାତ କରିବାକୁ ଲଣ୍ଡନ ରେ ପହଂଚିଥିଲେ I

ଏହି ଘଟଣା ବିଷୟ ରେ ହାର୍ଦିକ ପାଣ୍ଡିଆ ଗୁରୁବାର ଦିନ ସୋସିଆଲ ମିଡ଼ିଆ ରେ ସେୟାର କରିଥିଲେ I

ହାର୍ଦିକ ପାଣ୍ଡିଆ ନିତା ଅମ୍ବାନୀ ଙ୍କ ପ୍ରତି ସଂମାନ ଜଣାଇ କହିଥିଲେ ଭାବି ଆପଣ ମୋତେ ସାକ୍ଷ୍ୟାତ କରିବାକୁ ଆସିଥିବା ରୁ ଅନେକ ଅନେକ ଧନ୍ୟବାଦ I

ଆପଣ ଙ୍କ ର ଶୁଭ କାମନା ଓ ଉତ୍ସାହ ବର୍ଧକ ଶବ୍ଦ ମୋ ପାଁଇ ବିଶେଷ ଗୁରୁତ୍ୱ ଅଟେ I ନିତା ଅମ୍ବାନୀ ବର୍ତମାନ IPL କାମ ରେ ଲଣ୍ଡନ ଯାଇଛନ୍ତି I

ସେଠାରେ ନିତା ଅମ୍ବାନୀ 10 ବର୍ଷ ର IPL ଇତିହାସ ରେ ତାଙ୍କର ପ୍ରତିଭାବାନ ଖେଳାଳି ଙ୍କ ର ବିଷୟ ରେ ମଧ୍ୟ ଆଲୋଚନା କରିଥିଲେ I ଏବଂ ଏହା ମଧ୍ୟ କହିଥିଲେ ଯଶପ୍ରୀତ ବୁମରାହ ଯୁବା ଖେଳାଳି ଙ୍କ ର ପାଁଇ ଏକ ପ୍ରେରଣା ଅଟନ୍ତି I