ଟିଭି ଅଭିନେତ୍ରୀ ହିନା ଖାଁ ସର୍ବଦା କୌଣସି ନା କୌଣସି କଥା କୁ ନେଇ ଚର୍ଚା ରେ ରହିଥାନ୍ତି I ଫିଲ୍ମ ରେ ଅଭିନୟ ହେଉ କି ନିଜ ର ଖରାପ ମନ୍ତବ୍ୟ ହେଉ ସର୍ବଦା ହିଁ ସେ ନିଜ ର ଏହି ହରକତ ପାଁଇ ଚର୍ଚା ରେ ରହିଥାନ୍ତି I ବର୍ତମାନ ସମୟ ରେ ହିନା ଟିଭି ସିରିଏଲ କସୋଟି ଜିନଦେଗି ର ଅଭିନୟ କୁ ନେଇ ଚର୍ଚା ରେ ଅଛନ୍ତି I ବିଗତ ଦିନ ରେ ଏକ ମ୍ୟାଗାଜିନ କୁ ଦେଇଥିବା ଇଣ୍ଟରଭିୟୁ ରେ ହିନା ଖାଁ ଆଡଲ୍ଟ ଫିଲ୍ମ ର ଅନୁଭୂତି କୁ ପରିପ୍ରକାଶ କରିଛନ୍ତି I
ହିନା ଙ୍କୁ ପଚରାଯାଇଥିଲା ମହିଳା ଙ୍କ ସହ ଜଡିତ ଏକ ଏପରି ସିକ୍ରେଟ ଯାହା ପୁରୁଷ ଙ୍କୁ ଜଣାଥିବା ଆବଶ୍ୟକ ? ଏହି କଥା କୁ ନେଇ ହିନା କହିଛନ୍ତି ମହିଳା ଙ୍କ ର ଅନେକ ରହସ୍ୟ ରହିଥାଏ ଏବଂ କୌଣସି ଡିକଲରସନ ଦେବା ର କୌଣସି ଆବଶ୍ୟକ ନାହିଁ I ଅଧିକାଂଶ ଲୋକେ ଏହା ଭାବିଥାନ୍ତି କି ସେମାନେ ରୁମ ରେ ଏକାକୀ ଥିବା ସମୟ ରେ ସେମାନେ ଯୁବତୀ ଙ୍କ ର ଫୋଟୋ ଓ ଭିଡିଓ ଦେଖିଥାନ୍ତି I
ଏପରି କିଛି ମନ୍ତବ୍ୟ ପରେ ହିନା ଖୁବ ଚର୍ଚା ରେ ରହିଛନ୍ତି I ଟିଭି ସିରିଏଲ ପରେ ସେ ଫିଲ୍ମ ରେ ବି ଏଣ୍ଟ୍ରି କରିବାକୁ ଯାଉଛନ୍ତି I ବିଗତ ଦିନ ରେ ହିନା ଜାଣୁ ରେ ନିଜ ଫିଲ୍ମ ସୁଟିଂ ରେ ବ୍ୟସ୍ତ ଅଛନ୍ତି I
ଏହି ଏହି ଫିଲ୍ମ ର କାହାଣୀ ମୋତେ ବି ଖୁବ ପସନ୍ଦ ଆସିଛି ଏବଂ ମୁ ଏହି ଫିଲ୍ମ ରେ ସମ୍ପୂର୍ଣ ନୂତନ ଭାବ ରେ କାମ କରିବାକୁ ଯାଉଛି I