27 ଜୁଲାଇ 2018 ରେ ଚନ୍ଦ୍ର ଗ୍ରହଣ, କାହାର ସ୍ବପ୍ନ ହେବ ପୁରାଣ, ଆଉ କାହାର ସ୍ବପ୍ନ ଭାଙ୍ଗି ହେବ ଚୁରମାର, ଜାଣନ୍ତୁ ରାଶି ଅନୁସାରେ

ଆଗାମୀ 27 ତାରିଖ ରେ ଆକାଶଗଙ୍ଗା ରେ ବହୁତ ବଡ଼ ଦୁଇଟି ଘଟଣା ଘଟିବାକୁ ଯାଉଛି I ଗୋଟେ ପଟେ ଦେଶ ରେ 27 ଜୁଲାଇ ରେ ଗୁରୁ ପୁର୍ଣିମା ଉତ୍ସହାବା ପାଳିତ ହେବାକୁ ଯାଉଛି ତ ଅନ୍ୟପଟେ ଚନ୍ଦ୍ର ଗ୍ରହଣ ହେବାକୁ ଯାଉଛି I ଜୋତିଷଶାସ୍ତ୍ର ଅନଶୁୟାରେ ରାତି 11.45 ରୁ 3.54 ମିନିଟ ପର୍ଯ୍ୟନ୍ତ ଗ୍ରହଣ ଲାଗିବ I ଏବଂ ଆଗାମୀ ଦିନ ଠାରୁ ଶ୍ରବଣ ମାସ ଆରମ୍ଭ ହେଉଛି ତେବେ ଏହି ପ୍ରାକୃତିକ ପରିବର୍ତନ ର ପ୍ରଭାବ କିଛି ରାଶି ର ଲୋକଙ୍କ ଉପରେ ଦେଖିବାକୁ ମିଳିବ I

ଆସନ୍ତୁ ଜାଣିବା କେଉଁ କେଉଁ ରାଶି ଉପରେ କିପ୍ରକାର ର ପ୍ରଭାବ ଦେଖିବାକୁ ମିଳିବ

ମେଷ ରାଶି ରେ 27 ଜୁଲାଇ ରେ ଚନ୍ଦ୍ର ଗ୍ରହଣ କାରଣ ରୁ ଦୀର୍ଘ ଦିନ ରୁ ଲାଗି ରହିଥିବା ସମସ୍ୟା ର ସମଧନ ହେବ I ସୁଖ ସମୃଦ୍ଧି ପ୍ରାପ୍ତି କରିବେ I କାର୍ଯ୍ୟ କ୍ଷେତ୍ର ରେ ପଦୋଉର୍ନତି ହେବ I

ବୃଷ ରାଶି ର ବ୍ୟକ୍ତି ଙ୍କ ର 27 ଜୁଲାଇ ରେ ଚନ୍ଦ୍ର ଗ୍ରହଣ କାରଣ ରୁ ଆପଣ ନିଜ ମନ ର ଭାବନା ପ୍ରତି ନିୟନ୍ତ୍ରଣ ରଖିବାକୁ ହେବ I କାହାରି କାର୍ଯ୍ୟ ରେ ହସ୍ତକ୍ଷପ କରିବା ଉଚିତ ନୁହେ I ସଂମାନ ପ୍ରତି ଆଞ୍ଚ ଆସିବା ର ବି ସମ୍ଭାବନା ରହିଛି I

ମିଥୁନ ରାଶି ର ବ୍ୟକ୍ତି 27 ଜୁଲାଇ ରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ କାରଣ ରୁ ଏହି ରାଶି ର ବ୍ୟକ୍ତି ଙ୍କ ର ଅଧିନସ୍ଥ ଥିବା କର୍ମଚାରୀ ଙ୍କୁ ସମସ୍ୟା ହେଇପାରେ I ଆପଣ ଙ୍କ ର କେହି ପଡୋଶୀ ମିତ୍ର କିମ୍ବା ଦୂର ସମ୍ପର୍କୀୟ ଙ୍କ କାରଣ ରୁ ଆପଣ ସମସ୍ୟା ରେ ପଡିପାରନ୍ତି I

କର୍କଟ ରାଶି ର ବ୍ୟକ୍ତି ଙ୍କ ପାଁଇ 27 ଜୁଲାଇ ରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ କାରଣ ରୁ ଜୀବନସାଥୀ ଙ୍କ ଭୁଲ ବୁଝାମଣା ଦେଖାଯାଇପାରେ I କୌଣସି ବି କଥା କୁ ନେଇ ବିବାଦ ଉପୁଜିପାରେ I ତେଣୁ ଭାବନାତ୍ମକ ରୂପେ କୌଣସି ବି ନିଷ୍ପତି ନିଅନ୍ତୁ ନାହିଁ I

ସିଂହ ରାଶି ର ବ୍ୟକ୍ତି ଙ୍କ ର ଏହି 27 ଜୁଲାଇ ରେ ଚନ୍ଦ୍ର ଗ୍ରହଣ କାରଣ ରୁ କାର୍ଯ୍ୟ କ୍ଷେତ୍ର ରେ ଅନ୍ୟ ର ସହାୟତା ନେଇପାରିବେ I ସମାଜ ରେ ମାନ ସଂମାନ ବୃଦ୍ଧି ପାଇବ I କାର୍ଯ୍ୟ କ୍ଷେତ୍ର ରେ ଆଶା ଅନୁସାରେ ଫଳ ପ୍ରାପ୍ତି କରିବେ I

କନ୍ୟା ରାଶି ର ବ୍ୟକ୍ତି ଙ୍କ ପାଁଇ 27 ଜୁଲାଇ ରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ରେ ଆପଣ ଙ୍କ ର ମନ ରେ କୌଣସି ନା କୌଣସି କଥା କୁ ନେଇ ଡର ରହିବ I ପରିବାର ରେ ବି ଦୁଶ୍ଚିନ୍ତା ଲାଗି ରହିବ I

ତୁଳା ରାଶି ରେ 27 ଜୁଲାଇ ରେ ଚନ୍ଦ୍ରଗ୍ରହଣ କାରଣ ରୁ ଧନ ସମ୍ବନ୍ଧିତ ସମସ୍ୟା ଦେଖିବାକୁ ମିଳିଥାଏ ଏବଂ ନାନା ସମସ୍ୟା ର ବି ସମୁଖୀନ କରିପାରିବେ I

ବିଛା ରାଶି ର ବ୍ୟକ୍ତି ଙ୍କ ର 27 ଜୁଲାଇ ରେ ଚନ୍ଦ୍ର ଗ୍ରହଣ କାରଣ ରୁ ଚାକିରୀ ରେ ପଦୋଉର୍ନତି ର ସମ୍ଭାବନା ରହିଛି I ସମାଜ ରେ ଆପଣ ଙ୍କ ର ମାନ ସଂମାନ ବୃଦ୍ଧି ପାଇବ I ଦୀର୍ଘ ଦିନ ରୁ ଲାଗିଥିବା କାର୍ଯ୍ୟ ରେ ଆପଣ ସଫଳତା ପାଇପାରିବେ I

ଧନୁ ରାଶି ର ବ୍ୟକ୍ତି ଙ୍କ ର 27 ଜୁଲାଇ ରେ ହେବାକୁ ଥିବା ଚନ୍ଦ୍ର ଗ୍ରହଣ କାରଣ ରୁ ପଇସା ସମ୍ବନ୍ଧିତ କୌଣସି ବି କାର୍ଯ୍ୟ ରେ ସାବଧାନତା ରହିବେ I କୌଣସି ବି କ୍ଷେତ୍ର ରେ ଉଧାରୀ ନିଅନ୍ତୁ ନାହିଁ I ନିଜ ସ୍ୱାସ୍ଥ୍ୟ ର ଧ୍ୟାନ ଦିଅନ୍ତୁ I

ମକର ରାଶି ର ବ୍ୟକ୍ତି ଙ୍କ ର ଏହି 27 ଜୁଲାଇ ରେ ଚନ୍ଦ୍ର ଗ୍ରହଣ କାରଣ ରୁ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିପାରେ I ରାଶି ରେ ମଙ୍ଗଳ ସହ କେତୁ ରହିବ କାରଣ ରୁ ଦେହ ଖରାପ ରହିପାରେ I ଏବଂ ଏହି ସମୟ ରେ କୌଣସି ବି ଅସାବଧାନତା ଆବଲାଭନ କରନ୍ତୁ ନାହିଁ I


କୁମ୍ଭ ରାଶି ର ବ୍ୟକ୍ତି ଙ୍କ ର 27 ଜୁଲାଇ ରେ ଚନ୍ଦ୍ର ଗ୍ରହଣ କାରଣ ରୁ ବହୁତ ଶୁଭ ପ୍ରଭାବ ହେବାକୁ ଯାଉଛି ଏହି କାରଣ ରୁ ଏହି ରାଶି ର ବ୍ୟକ୍ତି ଙ୍କ ର ଆର୍ଥିକ ସମସ୍ୟା ଦୂର ହେବ କୌଣସି ବି କ୍ଷେତ୍ର ରୁ ଲାଭ ଉଠାଇପାରିବେ I

ମୀନ ରାଶି ର ବ୍ୟକ୍ତି ଙ୍କ ର ଏହି 27 ଜୁଲାଇ ରେ ଚନ୍ଦ୍ର ଗ୍ରହଣ ପ୍ରଭାବ ରୁ ନୂତନ କାର୍ଯ୍ୟ କ୍ଷେତ୍ର ରେ ଆଗେଇବାର ଯୋଗ ରହିଛି I ଆପଣ ଜୀବନ ରେ ଅନେକ ସଫଳତା ପାଇପାରିବେ I ଆର୍ଥିକ ସ୍ତିତି ମଜବୁତ ହେବ I ବ୍ୟବସାୟ ରେ ବି ଲାଭବାନ ହେବେ I

Share Your Comments Below

Leave a Reply

Your email address will not be published. Required fields are marked *