ଭାରତରେ ଲଞ୍ଚ ହେବା ମାତ୍ରେ ଏହି ଏସୟୁବି ଗାଡି ବିକ୍ରିର ସବୁ ରେକର୍ଡ ଭାଙ୍ଗି ଦେଲା, ମୂଲ୍ୟ ମାତ୍ର ଏତିକି ଟଙ୍କା

କିଆ ସେଲତ୍ରୋତ୍ସ ଏସୟୁବି ଭାରତ ରେ ଅଗଷ୍ଟ ମାସ ରେ ଲଞ୍ଚ କରାଯାଇଛି I ଏବଂ କିଛି ମାସ ମଧ୍ୟ ରେ ହିଁ ଏହି ଗାଡି ର 60 ହଜାର ବୁକିଂ ହେଇଯାଇଛି I ଅକ୍ଟୋବର ମାସ ରେ ସେଲଟ୍ରାସ ଏସୟୁବି ର 12,800 ମଡେଲ ବିକ୍ରୟ ହେଇଚି I ଏବଂ ଏହି ଗାଡି ର ଏତେ ପରିମାଣ ର ବିକ୍ରୟ କୁ ନେଇ ହ୍ୟୁଣ୍ଡାଇ କ୍ରେଟା , ଟାଟା ହେରିୟର , ଜିପ କମ୍ପାସ ଆଦି ର ବିକ୍ରୟ ର ପରିମାଣ କମିଯାଇଛି I ଅଗଷ୍ଟ ମାସ ରେ କମ୍ପାନୀ ଏସୟୁବି ର 6,236 ମଡେଲ ବିକ୍ରୟ କରିଛି I

ଭାରତ ରେ କିଓ ସେଲତ୍ରୋ ମୂଲ୍ୟ 10.99 ଲକ୍ଷ ରୁ 16.9 ଲକ୍ଷ ରଖାଯାଇଛି I ଭାରତ ରେ ଏହି ଏସୟୁବି ଗାଡି ବିଶେଷ ସଫଳତା ହାସିଲ କରିଛି I ଏହା ର ଫିଚର ଓ ଲୁକ ଗ୍ରାହକ ଙ୍କୁ ମଧ୍ୟ ବେଶ ପସନ୍ଦ ଆସିଛି I ଏହି ଗାଡି ରେ ଏଲଇଡ଼ ଲାଇଟ ବ୍ୟବସ୍ତା ମଧ୍ୟ ରହିଛି I ଏବଂ ଗାଡି ର ସୁନ୍ଦର ଡିଜାଇନ ମଧ୍ୟ ଗ୍ରାହକ ଙ୍କୁ ବେଶ ପସନ୍ଦ ଆସିଛି I

ଏହି ଗାଡି ର ଈଂଟରିୟର ରେ 8 ଇଞ୍ଚ ର ଟଚ ସ୍କ୍ରିନ ସିଷ୍ଟମ ରହିଛି I ଏଥିରେ ଅଣ୍ଡରାଇଡ ଓ ଆପେଲ କାର ପ୍ଲେ ଦେଖିବାକୁ ମିଳିବ I ଏଥିରେ 1.5 ଲିଟର ର ପେଟ୍ରୋଲ ଓ ଡିଜେଲ ର 1.4 ଲିଟର ର ଟୁଁର୍ବ ଇଂଜିନ ରହିଛି I ଏହି ଡିଜେଲ ଗାଡି ରେ 115 ପିଏସ ର ପାୱାର ଇଂଜିନ ରହିଛି I ଏବଂ ପେଟ୍ରୋଲ ଗାଡି ରେ 140 ପିଏସ ର ପେଟ୍ରୋଲ ଇଂଜିନ ରହିଛି I