‘ମା ମୁଁ ସଙ୍ଗେ ସଙ୍ଗେ ଆସୁଛି’ କହିକି ଯାଇଥିଲେ କ୍ରିଷ୍ଣା , ଫେରିକି ଆସିଲା ବେଳକୁ ବଦଳିଯାଇଥିଲା ସବୁକିଛି …

ମା ମୁ ଏବେ ଆସୁଛି କାହିଁକି 6 ବର୍ଷୀୟ କ୍ରିଷ୍ଣା ପରିସ୍ରା କରିବା କୁ ଚାଲିଯାଇଥିଲେ | କିନ୍ତୁ କ୍ଷଣିକ ମଧ୍ୟ ରେ ପଛ ରୁ ଆସୁଥିବା ଏକ ଦ୍ରୁତ ଗତି ର ଟ୍ରକ ଟି ଏହି ଅଟୋ କୁ ଧକା ଦେଇଥିଲା | ଅଟୋ ଚାଳକ ଙ୍କ ସହ ପିତା ଅଶୋକ ଚୌଧରୀ ଓ ମା ପିଲାଟି ସହ ହରିୟାଣା ର ଝାଞ୍ଜର ରୁ ବିହାର ର ଦରଭଙ୍ଗା ପାଁଇ ବାହାରିଥିଲେ | ଅଟୋ ରୁ ତେଲ ସାରି ଯିବାରୁ ଅଶୋକ ଙ୍କୁ ସାଙ୍ଗ ରେ ନେଇ ଅଟୋ ଚାଳକ ଟାଙ୍କି ରୁ ତେଲ ଆଣିବା କୁ ଯାଇଥିଲେ | ଏହି ସମୟ ରେ ନିରୀହ ଏହି ପିଲାଟି ରାସ୍ତା ରେ ବୁଲୁଥିଲା |

ତାଙ୍କ ପରିବାର ହରିୟାଣା ରେ ରୋଜଗାର ନ ପାଇ ବିହାର ଆସିଥିଲେ କାମ କରିବା କୁ କିନ୍ତୁ ଏହି କରୋନା ମହାମାରୀ କାରଣ ରୁ ଏହା ସମ୍ଭବ ହେଇ ନ ଥିଲା |

ପିଲାଟି ରାସ୍ତା ରେ ଖେଳୁଥିବା ସମୟ ରେ ମା ଟି ଅଟୋ ରେ ବସିଥିଲେ | ଏବଂ ଟ୍ରକ ଦୁର୍ଘଟଣା କାରଣ ରୁ ତାଙ୍କ ମା ଙ୍କ ର ଘଟଣା ସ୍ଥଳ ରେ ହିଁ ମୃତ୍ୟୁ ହେଇଥିଲା | ଏହି ଶନିବାର ଦିନ ଅନ୍ୟତ୍ର 26 ଜଣ ଶ୍ରମିକ ଙ୍କ ର ମଧ୍ୟ ଦୁର୍ଘଟଣା ରେ ମୃତ୍ୟୁ ହେଇଥିଲା | ଏହି କରୋନା ମହାମାରୀ କାରଣ ରୁ ରାଜ୍ୟ ର ଅନେକ ଶ୍ରମିକ ନିଜ ର ଜୀବିକା ହରାଇଥିଲେ ଓ ନାନା ସମସ୍ୟା ର ସମୁଖୀନ ହେଇଥିଲେ |

ବିଶେଷ କରି ଶ୍ରମିକ ଶ୍ରେଣୀ ର ଲୋକେ ନାନା ସମସ୍ୟା ର ସମୁଖୀନ ହେଇଛନ୍ତି | ଅନ୍ୟପଟେ କିଛି ରାଜ୍ୟ ର ରାଜ୍ୟ ସରକାର ମଧ୍ୟ ଶ୍ରମିକ ଙ୍କ ର ପାଁଇ କିଛି ବ୍ୟବସ୍ତା ନ କରିବା କାରଣ ରୁ ନାନା ସମସ୍ୟା ର ସମୁଖୀନ ହେଇଛନ୍ତି | ବିଶେଷ କରି ଉତ୍ତର ପ୍ରଦେଶ ରେ ଅନେକ ଶ୍ରମିକ ନିଜ ର ଜୀବିକା ହରାଇଛନ୍ତି | କାରଣ ଏପରି ମହାମାରୀ କୁ ନେଇ ଶ୍ରମିକ ମାନେ ନାନା ସମସ୍ୟା ର ସମୁଖୀନ ହେଇଛନ୍ତି ଓ ଘରୁ ବାହାରିବା ମଧ୍ୟ କଷ୍ଟକର ହେଇଯାଇଛି |

ତେବେ କିଛି ଶ୍ରମିକ ଖାଇବା କୁ ନ ପାଇ ଘର କୁ ଫେରିବା କୁ ଚେଷ୍ଟା କରୁଥିବା ସମୟ ରେ ରାଜ୍ୟ ସରକାର ମଧ୍ୟ ଏହି ବାହାର ରାଜ୍ୟ ର ଶ୍ରମିକ ଙ୍କୁ କରେଁଣ୍ଟିଂନ ରେ ରଖିବା ର ବ୍ୟବସ୍ତା କରିଛନ୍ତି | ବିଗତ 50 ରୁ ଉର୍ଧ୍ଵ ଦିନ ହେବ ଲୋକେ ସଙ୍ଗାରଧ ରେ ରହିଛନ୍ତି |