ମା ରାସ୍ତା କଡରେ ବିକୁଥିଲେ ବାଦାମ, ପୁଅ କ୍ରିକେଟର ହେଇ ରୋଜଗାର କରିଦେଲା ୧୧୦ କୋଟି ଟଙ୍କାର ସମ୍ପତି, ନାଁ ଜାଣିଲେ ମୁଣ୍ଡରେ ହାତ ଦେବେ

ବିଶ୍ୱ ରେ ଏପରି ଅନେକ ଖେଳାଳି ଅଛନ୍ତି ଯେଉଁମାନେ ନିଜ ର ଦକ୍ଷତା ରେ ଅନେକ ରେକର୍ଡ କରିପାରିଛନ୍ତି | ଏବଂ ନିଜ ନିଜ ଦେଶ ପାଁଇ ଗୌରବ ଅଟନ୍ତି | ଆଜି ଆମେ ଆପଣ ଙ୍କୁ ଏକ ଏପରି ଖେଳାଳି ଙ୍କ ବିଷୟ ରେ କହିବାକୁ ଯିଏ କି ନିଜ ର ସୁନ୍ଦର ଖେଳ ପ୍ରତିଭା ପାଁଇ ସାରା ଦୁନିଆ ରେ ପରିଚିତ ସେ ହେଉଛନ୍ତି ୱେଷ୍ଟଇଣ୍ଡିଜ ର ଖେଳାଳି କ୍ରିସ ଗେଲ | କ୍ରିସ ଗେଲ ଙ୍କ ର ଜନ୍ମ 1979 ରେ ହେଇଥିଲା | ଏବଂ ସେ ୱାନଡେ଼ ଓ ଟି 20 ପାଁଇ ଜଣେ ଘାତକ ଖେଳାଳି ଅଟନ୍ତି |

କ୍ରିସ ଗେଲ ଜଣେ ମଧ୍ୟବିତ୍ତ ପରିବାରରେ ଜନ୍ମ ହେଇଥିଲେ | ତାଙ୍କ ପିତା ଜଣେ ପୋଲିସ କର୍ମୀ ଥିଲେ | ତାଙ୍କ ମାତା ଘର କାମ କରିଥାନ୍ତି ଓ ସମୟ ମିଳିଲେ ରାସ୍ତା କଡ଼ରେ ବସି ବାଦାମ ବିକିଥାନ୍ତି | କାରଣ ତାଙ୍କର 6 ଜଣ ସନ୍ତାନ ଥିଲେ | ତାଙ୍କ ମଧ୍ୟରୁ କ୍ରିସ ଗେଲ ହେଉଛନ୍ତି ପଞ୍ଚମ | କିନ୍ତୁ ଆଜି କା ସମୟ ରେ ଭାରତୀୟ ମୁଦ୍ରା ଅନୁସାରେ କ୍ରିସ ଙ୍କ ପାଖରେ 110 କୋଟି ଟଙ୍କା ର ସମ୍ପତି ରହିଛି |

ଏବଂ ଏହି ସବୁ ଟଙ୍କା କ୍ରିସ ଗେଲ କ୍ରିକେଟ ରୁ ହିଁ ରୋଜଗାର କରିଛନ୍ତି | ସେ ପ୍ରତୋକ ଦେଶ ର ଲିଙ୍ଗ ମ୍ୟାଚ ଖେଳିବାକୁ ଯାଇଛନ୍ତି | ଏକ ଲିଗ ମ୍ୟାଚ ରୁ କ୍ରିସ ଗେଲ 5-10 କୋଟି ଟଙ୍କା ରୋଜଗାର କରିଥାନ୍ତି | କ୍ରିସ ଗେଲ ଙ୍କ ର ସବୁଠାରୁ ଅଧିକ ଲାଭ ଆଇପିଏଲ ରୁ ହିଁ ହେଇଥାଏ | ଏବଂ ସେ ଜଣେ ଏପରି ଖେଳାଳି ଯାହାଙ୍କୁ ପ୍ରତୋକ ଦଳ ନେବାକୁ ଚାହିଁବ |