ବଲିଉଡ ରେ ଆଜିକାଲି ଏକ ସୁନ୍ଦର ବାୟପିକ ର ସିଲସିଲା ଚାଲିଛି I ସଂଜୁ ଫିଲ୍ମ ବି ବକ୍ସ ଅଫିସ ର ସବୁ ରେକର୍ଡ ଭାଙ୍ଗି ଦେଇଛି I ଏହା ପରେ ସାଉଥ ର ଲୋକପ୍ରିୟ ଅଭିନେତ୍ରୀ ସକିଲା ଙ୍କ ଜୀବନକାହାଣୀ ଉପରେ ଆଧାରିତ ଏକ ଫିଲ୍ମ ବି ହେବାକୁ ଯାଉଛି I ଏହି ଫିଲ୍ମ ରେ ଟ୍ରିଚା ଚଡ଼ା ମୁଖ୍ୟ ଭୂମିକା ରେ ଅଛନ୍ତି I
ବିଗତ ଦିନ ରେ ସକିଲା ଙ୍କ ଭୂମିକା ରେ ଟ୍ରିଚା ଙ୍କ ର ପ୍ରଥମ ଫୋଟୋ ନଜର କୁ ଆସିଛି I 44 ବର୍ଷୀୟ ସକିଲା ନିଜ ଜୀବନ ରେ କେଉଁ କେଉଁ ପରିସ୍ଥିତି ଦେଇ ଗତି କରିଛନ୍ତି ଏହି ଫିଲ୍ମ ରେ ଏହା ଦର୍ଶାଯାଇଛି I ସେ ଆଜି ବି ସାଉଥ ଫିଲ୍ମ ରେ ଆକ୍ଟିଭ ଅଛନ୍ତି I ସକିଲା 20 ବର୍ଷ ବୟସ ରେ ହିଁ ଏକ ଆଡଲ୍ଟ ଫିଲ୍ମ ପ୍ଲେଗାର୍ଲସ ରୁ ନିଜ ର କ୍ୟାରିୟର ଆରମ୍ଭ କରିଥିଲେ କିନ୍ତୁ ବର୍ତମାନ ସେ ମାଲାୟାଲାମ , ତାମିଲ , ତେଲୁଗୁ ଓ କନ୍ନଡ଼ ଫିଲ୍ମ ରେ ବି କାମ କରିଛନ୍ତି I ସେ ନିଜ ର ପିଲାଦିନ ରୁ ଖୁବ ଦୁଃଖ କଷ୍ଟ ରେ ବଞ୍ଚିଛନ୍ତି I ସେ କେବଳ 6 ଶ୍ରେଣୀ ପର୍ଯ୍ୟନ୍ତ ହିଁ ପାଠ ପଢ଼ିଛନ୍ତି I
ଫିଲ୍ମ ଇଣ୍ଡଷ୍ଟ୍ରି ରେ ଲୋକପ୍ରିୟତା ପାଇବା ପରେ ସେ ନିଜ ର ଅଟୋବାୟୋଗ୍ରାଫି ରେ ଏକ ବହି ଲେଖିଥିଲେ ଯାହା କି ମାଲାୟାଲାମ ଭାଷା ରେ ଆଧାରିତ ଅଟେ I ଏହି କାହାଣୀ ଅନୁସାରେ ଖୁବ କମ ବୟସ ରୁ ହିଁ ଜଣେ ବ୍ୟକ୍ତି ତାଙ୍କୁ ବଳାତ୍କାର କରିଛି I ଏବଂ ସେ ତାଙ୍କ ମା ଙ୍କୁ କହିଥିଲେ କି ତାଙ୍କ ବଦଳ ରେ ସେ ତାଙ୍କ ପରିବାର ଚାଲିବାକୁ ପଇସା ଦେବେ I
ଏକ ଇଣ୍ଟରଭିୟୁ ରେ ସକିଲା ଏହା ବି କହିଛନ୍ତି କି ତାଙ୍କ ପାଖ ରେ ସେପରି କୌଣସି ବି ଖୁସି ର ସମୟ ନାହିଁ ତାଙ୍କ ଜୀବନ ର ଯାହା ସେ ବିତାଇଥିବେ I ଏବଂ ତାଙ୍କ ମା ହିଁ ତାଙ୍କ ଜୀବନ କୁ ନଷ୍ଟ କରିଦେଇଥିଲେ I ଏବଂ ତାଙ୍କ ର ଵୟୋପିକ ଅନୁସାରେ ସେ 17 ବର୍ଷ ବୟସ ରୁ ହିଁ ସେକ୍ସୱାରକର ହେଇଯାଇଥିଲେ I
ସକିଲା ଫିଲ୍ମ ଇଣ୍ଡଷ୍ଟ୍ରି ରେ ଆଡଲ୍ଟ ଫିଲ୍ମ କାରଣ ରୁ ଚର୍ଚା କୁ ଆସିଥିଲେ I ଏବଂ ସେ ଡ୍ରିଂକ୍ସ କରିବାକୁ ବି ତାଙ୍କ ସାଙ୍ଗ ଖୋଜିଥାନ୍ତି କାରଣ ପୁରୁଷ ଙ୍କ ସହ ଡ୍ରିଂକ୍ସ କରିବା ଦ୍ୱାରା ସେ ଏହା ପରେ ସେକ୍ସ ପାଁଇ ଆଗ୍ରହୀ ହେଇଥାନ୍ତି I ଏବଂ ପୁରୁଷ ଙ୍କ ର ସହ ମଧ୍ୟପନ କରିବା ଦ୍ୱାରା ତାଙ୍କ ର ହୀନ ମାନସିକତା ଦ୍ୱାରା ମୋତେ ଏହା ଖୁବ ଦୁଖଦଃ ସମୟ ଦେଇ ଗତି ଗରିବକୁ ପଡିଥାଏ I
ଦୀର୍ଘ 20 ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରି ରେ କାମ କରିବା ପରେ ତାଙ୍କ ର ଲୋକପ୍ରିୟତା ବୃଦ୍ଧି ପାଇଥିଲା I ବର୍ତମାନ ସେ ଅଧିକ ଦାମ ରେ ଫିଲ୍ମ ରେ ଆକ୍ଟିଙ୍ଗ କରିବା ର ସୁଯୋଗ ପାଉଛନ୍ତି ଏବଂ ତାଙ୍କ ର ଅଧିକାଂଶ ଫିଲ୍ମ ବି ସୁପର ହିଟ ହେଉଛି I ସେ ବର୍ତମାନ ପର୍ଯ୍ୟନ୍ତ ବି ବିବାହ କରିନାହାନ୍ତି I