ମାଛ ଖାଉଥିବା ପ୍ରତେକ ବ୍ୟକ୍ତି ପଢି ନିୟନ୍ତୁ ଏହି ଖବର, ନଚେତ ବହୁତ ଡେରି ହୋଇଯିବ, କେହିବି ବାଞ୍ଛାଇ ପାରିବେନି ..

ଗୁଣବତ୍ତା ଦୃଷ୍ଟି ରୁ ଦେଖିବାକୁ ଗଲେ ମାଛ ଖାଇବା ଦ୍ୱାରା ଆମ ର ଦୃଷ୍ଟି ଶକ୍ତି ଓ ଚର୍ମ ସୁସ୍ଥ ରହିଥାଏ | ଏହା ଶରୀର ପାଁଇ ବେଶ ଲାଭକାରୀ ଅଟେ | ଏଥିରେ ଆଣ୍ଟିକ୍ସିଡେଣ୍ଟ ତଥା ପୋଷାକ ତତ୍ୱ ରହିଥାଏ ଯାହା କି ଅନ୍ୟ ଭୋଜନ ପଦାର୍ଥ ରେ ରହି ନ ଥାଏ |

ବିଗତ ଦିନ ରେ ହେଇଥିବା ଗବେଷଣା ରୁ ଏହା ଜଣାଯାଇଛି କି ମାଛ ଖାଇବା ଦ୍ୱାରା କ୍ୟାନ୍ସର ହେଇଥାଏ | ମାଛ ବ୍ୟବସାୟ ଶରୀର ପାଁଇ ହାନିକାରକ – ମାଛ ର ଚାହିଦା ପୁରା ଭାରତ ରେ ରହିଛି | ତେଣୁ ଲୋକେ ଏହା କୁ ଅଧିକ ଦିନ ପର୍ଯ୍ୟନ୍ତ ସତେଜ ରଖିବାକୁ ଅନେକ କେମିକାଲ ର ବ୍ୟବହାର କରିଥାନ୍ତି | ଏହି କେମିକାଲ ଶରୀର ପାଁଇ ହାନିକାରକ ହେଇଥାଏ | ମାଛ ରେ ଫର୍ମାଳୀନ, କେଡ଼ିମିୟଂ ଓ ଫର୍ମାଳ ଡିହାଇଡ଼ ର ଘାତକ ମାତ୍ରା ରହିଥାଏ |

ମାଛ ଖାଇ ଆପଣ ଶରୀର ର କ୍ଷତି କରୁଛନ୍ତି – ଯଦି ଆପଣ ଏପରି ମାଛ ର ସେବନ କରୁଛନ୍ତି ତେବେ ଏହି ବିଷୟ ରେ ଧ୍ୟାନ ଦେବା ଜରୁରୀ ହେଇଥାଏ | କାରଣ ଏପରି କେମିକାଲ ମିଶା ମାଛ ଖାଇ ଆପଣ ନିଜ ସ୍ଵାସ୍ତ୍ୟ କୁ ହାନି କରିଛନ୍ତି | କାରଣ ଏପରି ମାଛ ସେବନ ଦ୍ୱାରା କ୍ୟାନ୍ସର ଓ କିଡ୍ନୀ ରୋଗ ଆଦି ହେଇଥାଏ | ଶରୀର ରେ ଏହି ବିଷାକ୍ତ ପଦାର୍ଥ ଓ ବ୍ୟାକ୍ଟେରିଆ ବଢି ଇନଫେକ୍ସନ ହେଇଥାଏ |

ବ୍ୟାନ ହେବାର ଆଶଙ୍କା – ବିଗତ ଦିନ ରେ ସରକାର ଙ୍କ ର ସୂଚନା ମୁତାବିକ ଆନ୍ଧ୍ରା ରୁ ଆସୁଥିବା ମାଛ ରେ ଫର୍ମାଳୀନ ରହୁଛି | ଯାଞ୍ଚ ରୁ ମଧ୍ୟ ଏହା ଜଣାପଡିଛି ଏବଂ 10 ଗୋଟି ସ୍ଥାନ ରେ ମାଛ ବ୍ୟବସାୟ କେନ୍ଦ୍ର ରେ ମଧ୍ୟ ଫର୍ମାଳୀନ ବ୍ୟବହାର ହେଉଥିବା ର ଦେଖିବାକୁ ମିଳିଛି |

ସାବଧାନ ର ପ୍ରଥମ ଉପାୟ – ସରକାର ନିଜ ତରଫରୁ ସ୍ତିତି କୁ ନିୟନ୍ତ୍ରଣ କରିବାକୁ ପ୍ରୟାସ ଜାରି ରଖିଛନ୍ତି କିନ୍ତୁ ଆପଣ ଏପରି ଫର୍ମାଲିନ ମିଶା ମାଛ କମ ସେବନ କରିଲେ ହିଁ ଉତ୍ତମ ରହିବ |