ଡାକ୍ତର ଡୁ ଲାଇଫସେଞ୍ଚାର ଏକ ଆମେରିକାନ ଟିଭି ସୋ ଅଟେ I ଯେଉଁଠାରେ ଏକ ସୁସ୍ଥ ଲିବର କୁ ଦେଖା ଯାଇଛି I ଏଠାରେ ଲିବର ଦେଖାଯାଇଛି I ଏବଂ ତାଙ୍କ ର ମଦ କାରଣ ରୁ ମୃତ୍ୟୁ ହେଇଥିଲା I
ଏହି ଭିଡିଓ ରେ ଗୋଟେ ପଟେ ଚିକେନ ଓ ଲାଲ ରଙ୍ଗ ରେ ଥିବା ହେଲଦି ଲିବର କୁ ଦେଖା ଯାଇଛି I ଏବଂ ଲାଲ ଦାଗ ପଡିଥିବା ଅଳ ରଫ ଲିବର ମଧ୍ୟ ଦେଖିବାକୁ ମିଳିଛି I ଏବଂ ମଦ କାରଣ ରୁ ଏହା ସମ୍ପୂର୍ଣ ଖରାପ ହେଇଯାଇଛି I
ଏହି ଭିଡିଓ ରେ ଏହା ଦର୍ଶା ଯାଇଛି କି ମାତ୍ର ଦୁଇ ପ୍ୟାକ ରେ ଲିବର ଖରାପ ହେଇଯାଇଥାଏ ଏବଂ ଲିବର ଖରାପ ହେବା ଦ୍ୱାରା ରକ୍ତ ମଧ୍ୟ ବାନ୍ତି ହେଇଥାଏ I
ସିରୋସିସ ନାମକ ଏହି ରୋଗ ରେ ଲିବର ଗମ୍ଭୀର ଭାବ ରେ ଖରାପ ହେଇଯାଇଥାଏ I ତେବେ ଏହା ଦ୍ୱାରା ଲିବର ପ୍ରୋଟିନ ପରି ଜରୁରୀ ତତ୍ୱ କୁ ଉତ୍ପାଦନ କରି ପାରି ନ ଥାଏ I ମଦ ଦୁଇ ପ୍ୟାକ ମାରିବା ଦ୍ୱାରା ଲିବର ସିଧା ସଳଖ ଭାବ ରେ ଏହା ପ୍ରଭାବିତ ହେଇଥାଏ I ଏବଂ ଧୀରେ ଧୀରେ ଲିବର କାମ କରିବା ବନ୍ଦ କରିଦେଇଥାଏ I