ମହିଳାଙ୍କର ଋତୁସ୍ରାବର କଷ୍ଟକୁ ଗୋଟେ ମିନିଟରେ ଦୁର କରିଦେଇ ଥାଏ ଏହି ଜିନିଷ, ମିଳିଥାଏ ଅନେକ ଫାଇଦା

ପିଆଜ ସ୍ଵାସ୍ତ୍ୟ ପାଁଇ ଲାଭକାରୀ ଅଟେ I ଏହା ର ସେବନ ଦ୍ୱାରା ଅନେକ ରୋଗ ଭଲ ହେଇଥାଏ I ଯେଉଁ ଲୋକେ ପିଆଜ ସେବନ କରିଥାନ୍ତି ତାଙ୍କ ର ବାଳ ମଧ୍ୟ ମଜବୁତ ହେଇଥାଏ I ଏବଂ ବାଳ ଝାଡ଼ିବା ପରି ସମସ୍ୟା ମଧ୍ୟ ଦୂର ହେଇଥାଏ I ପିଆଜ ସେବନ ଦ୍ୱାରା ପେଟ ଦରଜ ପରି ସମସ୍ୟା ଦୂର ହେଇଥାଏ I କାରଣ ଏହି ପିଆଜ ରେ ଭିଟାମିନ ଏ , ବି 6 , ସି ଓ ଇ , ସଲଫର ଆଦି ତତ୍ୱ ରହିଥାଏ I ଯାହା କି ସ୍ଵାସ୍ତ୍ୟ ପାଁଇ ବିଶେଷ ରୂପେ ଲାଭକାରୀ ହେଇଥାଏ I

ପିଆଜ ର ଫାଇଦା
ଋତୁସ୍ରାବ ସମୟ ରେ ଯନ୍ତ୍ରଣା
ମହିଳା ଙ୍କ ର ଋତୁସ୍ରାବ ସମୟ ରେ ଯନ୍ତ୍ରଣା ଅନୁଭବ ହେଇଥାଏ ଓ ପେଟ କଟିଥାଏ I ଏପରି କ୍ଷେତ୍ର ରେ ମହିଳାମାନେ ପିଆଜ ରସ ରେ ମହୁ ମିଶାଇ ଏହା ର ସେବନ କରିବା ଲାଭଦାୟକ ହେଇଥାଏ I ମହୁ ନ ଥିଲେ ଆପଣ ଚିନି ର ବ୍ୟବହାର ମଧ୍ୟ କରିପାରିବେ I

କିଡ୍ନୀ ଷ୍ଟୋନ
ଯେଉଁ ଲୋକ ଙ୍କ ର କିଡ୍ନୀ ରେ ଷ୍ଟୋନ ସମସ୍ୟା ଥିବ ସେମାନେ ପ୍ରତୋକ ଦିନ ଏକ ଚାମଚ ପିଆଜ ରସ ସେବନ କରିବା ଉଚିତ I ଯାହା ଦ୍ୱାରା କିଡ୍ନୀ ରେ ଥିବା ଷ୍ଟୋନ ଶୀଘ୍ର ବାହାରିଯାଇଥାଏ I

ରୁପି ସମସ୍ୟା
ଯେଉଁ ଲୋକ ଙ୍କ ର ମୁଣ୍ଡ ରେ ରୁପି ସମସ୍ୟା ରହିଛି ସେହି ଲୋକେ ପିଆଜ ରସ ରେ ଦହି ମିଶାଇ ଏହା କୁ ବାଳ ରେ ଲଗାନ୍ତୁ I ଏହା ର ବ୍ୟବହାର ଦ୍ୱାରା ରୁପି ଶୀଘ୍ର ଭଲ ହେଇଥାଏ I

ଖାଦ୍ୟ ହଜମ ହେଇଥାଏ
ଯେଉଁ ଲୋକ ଙ୍କ ର ଠିକ ରେ ଖାଦ୍ୟ ହଜମ ହେଇ ନ ଥାଏ ସେହି ଲୋକେ ପିଆଜ ରସ ର ସେବନ କରିବା ଉଚିତ I ଏପରି ଉପାୟ ଦ୍ୱାରା ଖାଦ୍ୟ ଠିକ ରେ ହଜମ ହେଇଥାଏ I ଏଥିରେ ଆପଣ ସାମାନ୍ୟ ହଳଦୀ ମିଶେଇପାରିବେ I

ତ୍ୱଚା ସମସ୍ୟା ଦୂର ହେଇଥାଏ
ଚେହେରା ରେ ଯେଉଁସବୁ ତ୍ୱଚା ସମସ୍ୟା ରହିଛି ଏହା କୁ ଦୂର କରିବା ପାଁଇ ଆପଣ ପିଆଜ ରସ ର ର ବ୍ୟବହାର କରିପାରିବେ I ଏହା ଦ୍ୱାରା ଚେହେରା ର ଦାଗ ଆଦି ସମସ୍ୟା ଦୂର ହେଇପାରିବ I

ବାଳ ମଜବୁତ ହେଇଥାଏ
ଯେଉଁ ଲୋକ ଙ୍କ ର ବାଳ କମଜୋର ହେଇଥାଏ ତାଙ୍କ ର ଶୀଘ୍ର ବାଳ ଝଡ଼ିଯାଇଥାଏ I ତେଣୁ ଏହି ଲୋକେ ପିଆଜ ରସ ଲଗାନ୍ତୁ I

ବାଳ ର ମଜବୂତୀ
ଯେଉଁ ଲୋକ ଙ୍କ ର ବାଳ ଝାଡ଼ିବା ପରେ ନୂଆ ବାଳ କଅଁଳୁ ନାହିଁ ସେହି ଲୋକେ ମଧ୍ୟ ପିଆଜ ରସ ରେ ତେଲ ମିଶାଇ ବାଳ ରେ ଲଗାନ୍ତୁ ଦେଖିବେ ମୁଣ୍ଡ ରେ ଗହଳିଆ ବାଳ ରହିବ I ଏହି ତେଲ ସ୍ୱରୂପ ଆପଣ ନଡ଼ିଆ ତେଲ ବ୍ୟବହାର କରିପାରିବେ I

ଆଖି ନିର୍ମଳ
ପିଆଜ ରସ ଦ୍ୱାରା ଆଖି ମଧ୍ୟ ସଫା ହେଇଥାଏ I ଆଖି ରେ ଥିବା ମହିଳା ଶୀଘ୍ର ଦୂର ହେଇଥାଏ I ତେଣୁ ଆଖି ରେ କିଛି ଧୂଳି ପଡିଯାଇଥିଲେ ଆପଣ ପିଆଜ ରସ ବ୍ୟବହାର କରି ଆଖି କୁ ସଫା କରିପାରିବେ I