ମହିଳା ସୈନିକ କହିଲେ ସେ ଦିନ ମୋ ଦେହ ଭଲ ନ ଥିଲା, ମେଜର ମୋ ପାଖକୁ ଆସିଲେ ଓ ମୋ ପ୍ରାଇଭେଟ ଅଙ୍ଗ ସହ …

ନର୍ଥ କୋରିଆ ତାନାସାହି ରାଜ କୁ ନେଇ ସାରା ଦୁନିଆ ରେ ପରିଚିତ ଅଟେ I
ବିଗତ ଦିନ ରେ ଏକ ଟିଭି ସୋ ରେ ଜଣେ ମହିଳା ସୈନିକ ନିଜ ସହ ହେଇଥିବା ଯୌନଶୋଷଣ ବାବଦ ରେ ଲୋକ ଙ୍କୁ ଜଣାଇଥିଲେ I 45 ବର୍ଷୀୟ ତାଙ୍କ ର ମେଜର ଜଣରାଲ 18 ବର୍ଷ ର ଜଣେ ମହିଳା ସୈନିକ ଙ୍କ ସହ ବଳାତ୍କାର କରିଛନ୍ତି I

ଟିଭି ରେ ନର୍ଥ କୋରିଆ ର ମହିଳା ସୈନିକ ଙ୍କ ର କହିବା ଅନୁସାରେ ତାଙ୍କୁ ଖୁବ କମ ଖାଦ୍ୟ ଖାଇବାକୁ ଦିଆ ଯାଉଥିଲା I ଏବଂ ଯେତେବେଳେ ସେ ଅଭିଯୋଗ କରିଥିଲେ ତ 45 ବର୍ଷୀୟ ମେଜର ଜେନେରାଲ ତାଙ୍କୁ ତାଙ୍କ ର ସବୁ କପଡା କାଢ଼ିବାକୁ କହିଥିଲେ I

18 ବର୍ଷୀୟ ମହିଳା ଙ୍କୁ ମେଜର କହିଥିଲେ କି ମୁ ତୁମ ଚେକଅପ କରିବାକୁ ଚାହୁଁଚି କାରଣ ତୁମେ ଯଦି ରୋଗ ରେ ଥିବ ତ ମୁ ତୁମ କୁ ହସ୍ପିଟାଲ ପଠାଇ ପାରିବି I ଏବଂ ଏହା ପରେ ମେଜର ମହିଳା ଙ୍କ ର ଅନ୍ତ ବସ୍ତ୍ର ବି କଢ଼ାଇଥିଲେ ଏବଂ ଏହା ପରେ ମେଜର ଯୁବତୀ ଙ୍କ ସହ ବଳାତ୍କାର କରିଥିଲେ I

ଯୁବତୀ ପାଟି କରିବା ପରେ ତାଙ୍କ ର ମୁହଁ ବନ୍ଦ କରାଯାଇଥିଲା I ଏବଂ ଗୋଟେ କାନ କୁ ମେଜର ଏପରି ଏକ ଶକ୍ତ ଚାପୁଡ଼ା ମାରିଥିଲେ କି ତାଙ୍କ ର ଅନ୍ୟ ଏକ କାନ ରୁ ରକ୍ତ ବାହାରିବା କୁ ଲାଗିଲା I ତାଙ୍କ ର ଦାନ୍ତ ବି ଭାଙ୍ଗିଗଲା I

businessinsider।in ର ରିପୋର୍ଟ ମୁତାବିକ , ମାଡ଼ ମାରିବା ପରେ ମେଜର ତାଙ୍କୁ ଧମକାଇଥିଲେ କପଡା ପିନ୍ଧିବାକୁ ଓ କାହାରି କୁ ଏହି ବିଷୟ ରେ ନ କହିବା କୁ I

ମହିଳା ଙ୍କୁ କହିବା ଅନୁସାରେ ସେ କେଉଁଠାରେ ଏହା ର ଅଭିଯୋଗ କରିବେ ଜାଣିପାରୁ ନ ଥିଲେ I ଏବଂ ଯଦି ତାଙ୍କୁ ସୁଯୋଗ ମିଳିଲା ତ ସେ ମେଜର ଙ୍କୁ ଏହା ର ପ୍ରତିଉତ୍ତର ଦେବାକୁ ଚାହିଁବେ I

ସୂଚନା ମୁତାବିକ ନର୍ଥ କୋରିଆ ରେ ସବୁ ପୁରୁଷ ଙ୍କୁ 11 ବର୍ଷ ଓ ମହିଳା ଙ୍କୁ 6 ବର୍ଷ ମିଲିଟାରୀ ଟ୍ରେନିଂ ନେବାକୁ ହେଇଥାଏ I ଏବଂ ନର୍ଥ କୋରିଆ ରେ ମହିଳା ଙ୍କୁ ଏହା କୁହାଯାଇଥାଏ କି ପୁରୁଷ ମାନେ ଏତେ ସ୍ମାର୍ଟ ନୁହନ୍ତି I

ଆଉ ଜଣେ ପୂର୍ବ ମହିଳା ସୈନିକ ଙ୍କ ର କହିବା ଅନୁସାରେ ସିନିୟର ମିଲିଟାରୀ ଅଫିସର ରାସନ ଓ ୟୁନିଫର୍ମ ଦେବା ବଦଳ ରେ ସେକ୍ସ ର ଡିମାଣ୍ଡ କରିଥାନ୍ତି I ଉଚସ୍ତରିୟ ଅଫିସର ଙ୍କ ର ମହିଳା ସୈନିକ ଙ୍କ ସହ ଶୋଇବା ଏଠାରେ ସାଧାରଣ କଥା ଅଟେ I ଏହି ସୋ ସାଉଥ କୋରିଆ ରେ Digitalsoju TV ରେ ପ୍ରସାରିତ କରାଯାଇଥିଲା I