ମହିଳା IAS ଅଧିକାରୀ ଡ୍ରାଇଭରକୁ ହଟାଇ ନିଜେ ରାସ୍ତାରେ ଦ୍ରୁତ ଗତିରେ ଚଳାଇବାକୁ ଲାଗିଲେ ଭୋଲବ ବସ, ପୁରା ଘଟଣା ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆମ ଦେଶ ରେ ପୁରୁଣା ସମୟ ରୁ ମହିଳା ଓ ଝିଅମାନଙ୍କୁ , ପୁଅ ଙ୍କ ଠାରୁ ଯୋଗ୍ୟତା ରେ କମ ହିଁ ଲୋକେ ଭାବିଥାନ୍ତି I କିନ୍ତୁ ସମୟ ପରିବର୍ତନ ହେଇଯାଇଛି ଏବଂ ଝିଅମାନେ ମଧ୍ୟ ଯୋଗ୍ୟତା ରେ ବେଶ ଆଗୁଆ ରହିଛନ୍ତି I ପୁଅ ଙ୍କ ପରି ଝିଅମାନେ ମଧ୍ୟ ସବୁ କ୍ଷେତ୍ର ରେ ଆଗୁଆ ହେଇପାରିଛନ୍ତି I ମହିଳା ଙ୍କୁ କମଜୋର ଭାବୁଥିବ ଲୋକ ଙ୍କୁ ଏକ ଉଦାହରଣ ଦେଇଛନ୍ତି ବ୍ୟଙ୍ଗଲୋର ର ଏକ IAS ଅଧିକାରୀ I ଏହି IAS ମହିଳା ଅଧିକାରୀ ଙ୍କ ର ନାମ ଶିଖା ଅଟେ I ଏବଂ ସେ ଏହା ପ୍ରମାଣ ମଧ୍ୟ କରିଛନ୍ତି କି ମହିଳାମାନେ କୌଣସି ଗୁଣ ରେ କମ ନୁହନ୍ତି I

ବ୍ୟଙ୍ଗଲୋର ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ ର ଏମଡି ଓ ମହିଳା IAS ଅଧିକାରୀ ଙ୍କ ର ନାମ ଶିଖା ଅଟେ I ମଙ୍ଗଳବାର ଦିନ ସେ ଭୋଲବ ବସ ଚଳାଇ ସମସ୍ତ ଙ୍କୁ ଆଶ୍ଚଯ୍ୟ କରାଇ ଦେଇଥିଲେ I ବସ ର ଡ୍ରାଇଭର ସିଟ ରେ ବସିବା ପରେ ଶିଖା ଙ୍କୁ ଦେଖି ଏପରି ଲାଗୁଥିଲା କି ଯେପରି ସେ ଅଭିଜ୍ଞତା ସମ୍ପର୍ଣ ଡ୍ରାଇଭର ଅଟନ୍ତି I ଉପସ୍ଥିତ ସବୁ ଲୋକେ ଶିଖା ଙ୍କ ର ବେଶ ଅଧିକ ପ୍ରଶଂସା କରିଥିଲେ I ଏବଂ ଏହା କୁ ନେଇ ସେ ସୋସିଆଲ ମିଡ଼ିଆ ରେ ମଧ୍ୟ ବେଶ ଚର୍ଚା ରେ ରହିଥିଲେ I

କର୍ପୋରେସନ ର ଅଫିସର ଙ୍କ ସହ IAS ଅଧିକାରୀ ସି . ଶିଖା ଏଠାରେ ଅନୁସନ୍ଧାନ କରିବା କୁ ଆସିଥିଲେ I ଏବଂ ଶିଖା ନିଜେ ଟେଷ୍ଟ ଟ୍ରାକ ରେ ବସ ଚଳାଇଥିଲେ I ପ୍ରଥମେ ତ କର୍ମଚାରୀ ମାନେ ଟିକେ ଦରିଥିଲେ କିନ୍ତୁ ଶିଖା ଜଣେ ଅଭିଜ୍ଞତା ସମ୍ପର୍ଣ ଡ୍ରାଇଭର ପରି ଡ୍ରାଇଭିଂ କରୁଥିଲେ I ଅନ୍ୟ IAS ଅଫିସର ମଧ୍ୟ ଏହା କୁ ନେଇ ତାଙ୍କ ର ବେଶ ପ୍ରଶଂସା କରିଛନ୍ତି I ତାଙ୍କ ସହ ଥିଲେ କର୍ପୋରେସନ ର ଏକମାତ୍ର ବସ ଡ୍ରାଇଭର ପ୍ରେମା ରମ୍ପପ ମଧ୍ୟ ଥିଲେ I

ପ୍ରେମା ଏହା ମଧ୍ୟ କହିଛନ୍ତି କି ମ୍ୟାଡ଼ାମ ଶିଖା ଙ୍କ ର କଥା ରେ ସେ ବେଶ ପ୍ରଭାବିତ ଅଟନ୍ତି I ବ୍ୟଙ୍ଗଲୋର ରୁ ପ୍ରାୟ 36 ଲକ୍ଷ ଯାତ୍ରୀ ପ୍ରତୋକ ଦିନ ବସ ରେ ଯାତ୍ରା କରିଥାନ୍ତି I ତେଣୁ ବ୍ୟଙ୍ଗଲୋର ରେ ପ୍ରାୟ 6400 ବସ ଚଳ ପ୍ରଚଳ ହେଇଥାଏ I ସେହିପରି ବସ ପାଁଇ 14000 ଡ୍ରାଇଭର ମଧ୍ୟ ରହିଛନ୍ତି I 2004 ବ୍ୟାଚ ର IAS ଅଫିସର ସିଖା ଙ୍କୁ ସେପ୍ଟେମ୍ବର 2019 ରେ ଏମଡି କାର୍ଯ୍ୟଭାର ହସ୍ତାନ୍ତର କରାଯାଇଥିଲା I ମହିଳା ଅଫିସର ଶିଖା ବେଶ ଭଲ ଭାବ ରେ ଜାଣିଛନ୍ତି କି ଡ୍ରାଇଭର ମାନେ ଅନେକ ସମୟ ରେ ଅନେକ ସମସ୍ୟା ଦେଇ ଗତି କରିଥାନ୍ତି I