ମହିଳା ଜଣଙ୍କ ସାପ ଛୁଅକୁ ଦେଲେ ଜନ୍ମ, କହିଲେ ସେଇ ରାତିର କାହାଣି ଯାହାକି ଉଡେଇଦେଲା ପଡୋଶୀ ମାନଙ୍କର ହୋସ

ଆଜି ଆମେ ଆପଣ ଙ୍କୁ ଏକ ଆଶ୍ଚଯ୍ୟଜନକ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଯାହା ଶୁଣି ଆପଣ ଙ୍କ ର ବି ହୋସ ଉଡିଯିବ | ଏହି ଘଟଣା ଟି ସାଉଥ ଆଫ୍ରିକା ରେ ଗିଆଣୀ ରେ ଘଟିଥିଲା |

ଖବର ଅନୁସାରେ 37 ବର୍ଷୀୟ Avhapfan| ନାମୀ ଜଣେ ମହିଳା ଏକ ସାପ ଛୁଆ କୁ ଜନ୍ମ ଦେଇଛନ୍ତି | ସୋସିଆଲ ମିଡ଼ିଆ ରେ ଏହି ଫୋଟୋ ଖୁବ ଭାଇରଲ ହେଇଚି | ଖବର ଅନୁସାରେ ଯେତେବେଳେ ଏହି ମହିଳା ଙ୍କ ର ଡେ଼ଲିଭରି ହେଲା ତ ସବୁ ଆଶ୍ଚଯ୍ୟ ହେଇଥିଲେ |

ମହିଳା ଯାହା କୁ ଜନ୍ମ ଦେଇଥିଲେ ସେ ଦେଖିବାକୁ ଏକ ସାପ ପରି ଅଟେ ଏବଂ ତାର ବଡ଼ ବଡ଼ ଦାନ୍ତ ମଧ୍ୟ ଥିଲା ଏବଂ ତାଙ୍କ ଘର ଲୋକେ ଏହି ଯିବ କୁ ତୁରନ୍ତ ଜାଳିଦେଇଥିଲେ |

ଦିନେ ଏହି ମହିଳା ଅସହ୍ୟ ଯନ୍ତ୍ରନା ଅନୁଭବ କରିଥିଲେ ଏବଂ ଅନେକ ଥର ବାନ୍ତି ବି କରିଥିଲେ ଏବଂ ସେ ଜାଣିବାକୁ ପାଇଥିଲେ କି ସେ ମା ହେବାକୁ ଯାଉଛନ୍ତି |

କିଛି ସମୟ ପରେ ତାଙ୍କ ପେଟ ରେ ପୁଣି ଯନ୍ତ୍ରଣା ଆରମ୍ଭ ହେଇଥିଲା ଏବଂ ଅଧିକ ଯନ୍ତ୍ରଣା ହେବାରୁ ସେ ଡାକ୍ତର ଙ୍କ ପାଖ କୁ ଯାଇଥିଲେ ଏବଂ ଏହା ପରେ ବହୁତ କଷ୍ଟ ରେ ମହିଳା ଏହି ଯନ୍ତ୍ରଣା ରୁ ବାହାରିଥିଲେ |