ମହିଳା କହିଲେ- ମୁଁ ସେଦିନ ଅସୁସ୍ଥ ଥିଲି… ସେ ମତେ ଫାଙ୍କା ଜାଗାକୁ ନେଇଗଲେ ଆଉ ମୋ କପଡା ଖୋଲିଦେଲେ ଓ ….

ଯେନବ ନାମ ଜଣେ ମହିଳା ଏକ ମୁସଲିମ ନାଗରିକ ଥିଲେ I ଏହି କାରଣ ରୁ ଅନେକ ଥର ଯେନବ ଙ୍କ ର ଯାଞ୍ଚ ହେଇଚି I ବିଗତ ଦିନରେ ଆମେରିକା ର ଏୟାରପୋର୍ଟ ରେ ତାଙ୍କ ପ୍ୟାଣ୍ଟ ଓ ଅଣ୍ଡରୱେୟାର ତାଙ୍କ ର କଢ଼ାଯାଇ ତାଙ୍କ ର ତଲାସୀ ନିଆ ଯାଇଥିଲା I

ଆମେରିକା ର ମୁସଲିମ ନାଗରିକ ଯେନବ ଙ୍କ ର ଯାଞ୍ଚ ଅଧିକାରୀ ମାନେ ତାଙ୍କ ର ପିନ୍ଧିଥିବା ପ୍ୟାଡ଼ ବି କାଢ଼ିବାକୁ କହିଥିଲେ I 27 ବର୍ଷୀୟ ଯେନବ , ଯାଞ୍ଚ ଅଧିକାରୀ ଙ୍କୁ କହିଥିଲେ କି ତାଙ୍କ ର ଏହା ପିରୀଅଡ ସମୟ ଏହା I ତେଣୁ ସେ ପ୍ୟାଡ଼ ପିନ୍ଧିଛନ୍ତି I ଏହା ପରେ ତାଙ୍କ ର ସ୍କ୍ରିନିଙ୍ଗ କରାଯାଇଥଲା I ଏବଂ ସେଠାରେ ତାଙ୍କୁ ଭିତରକୁ ନିଆ ଯାଇ ତାଙ୍କ ପ୍ୟାଣ୍ଟ କାଢ଼ିବାକୁ ବି କୁହାଯାଇଥିଲା I

ଯେନବ କହିଛନ୍ତି କି ତାଙ୍କ ତଲାସୀ ପାଁଇ ଏକ୍ସପଲଷିବ ୟୁନିକ କୁ ବି ଡକାଯାଇଥିଲା I କାରଣ ତାଙ୍କ କମ୍ପ୍ୟୁଟର ପଛ ରେ ସ୍ପକର ଲାଗିଥିଲା ଓ ତଲାସୀ କୁକୁର କୁ ବି ଡକାଯାଇଥିଲା I ଯେନବ ହାର୍ଡୱାରେ ର ZR ସ୍ଟୁଡେଣ୍ଟ ର CEO ଅଟନ୍ତି I ଏହା ରାଜନୀତି ଓ ସାଂସ୍କୃତିକ ସହ ଜଡିତ ଏକ ସାଇଟ ଅଟେ I ସେ 3 ଗୋଟି ସନ୍ତାନ ର ମା ମଧ୍ୟ ଅଟନ୍ତି I ତେବେ ସୁରକ୍ଷ୍ୟା ଙ୍କ ର ସୁରକ୍ଷ୍ୟା ଦୃଷ୍ଟି ରୁ ଏହି ଯାଞ୍ଚ କରିଥିବା ର କହିଛନ୍ତି I