ଆଜି ଆମେ ଗର୍ଭଧାରଣ କୁ ନେଇ ଏକ ଚମତ୍କାରିତା ବିଷୟ ରେ କହିବା କୁ ଯାଉଛୁ I ଏହି ମାମଲା ଟି ବ୍ରାଜିଲ ର ଅଟେ I ଏଠାରେ ଜଣେ ମହିଳା କୋମା ରେ ରହିବା ସତ୍ୱେ ମଧ୍ୟ ଏକ ସନ୍ତାନ ଜନ୍ମ ଦେଇଛନ୍ତି I କିନ୍ତୁ ଏହା ପରେ ମହିଳା ଙ୍କ ର ହାସ ଆସି ନ ଥିଲା I ଏହି ମହିଳା ଙ୍କ ର ନାମ ଅମଣ୍ଡା ଦ ସିଲବା (28) ଅଟେ I
ଅମଣ୍ଡା ପ୍ରାୟ 2 ସପ୍ତାହ ପରେ ସେହି ସମୟ ରେ ହୋସ ଆସିଥିଲା ଯେଉଁ ସମୟ ରେ ତାଙ୍କ ପିଲାଟି ତାଙ୍କୁ ସ୍ପର୍ଶ କରିଥିଲା I କୋମା ରେ ଥିବା ସମୟ ରେ ଅମଣ୍ଡା ଙ୍କ ର ସିଜରିଙ୍ଗ ଅପରେସନ ହେଇକି ସନ୍ତାନ ଟି ଜନ୍ମ ହେଇଥିଲା I 37 ସପ୍ତାହ ର ଗର୍ଭ ରେ ପିଲାଟି ରହିବା ପରେ ଅମଣ୍ଡା ଙ୍କ ର ଶ୍ବାସ୍ୟ ଖରାପ ହେଇ ହେଇ ଯାଇଥିଲା I ଯାହା ଦ୍ୱାରା କି ଅମଣ୍ଡା ଙ୍କ ର ସିଜରିଙ୍ଗ କରିବା କୁ ପଡିଥିଲା I ପିଲାଟି ର ଜନ୍ମ ସମୟ ରେ ଓଜନ 2.1 କିଲୋ ର ଥିଲା I ଡାକ୍ତର ଙ୍କ ର ଏହା ବହୁତ ବଡ଼ ସଫଳତା କି ଏକ ମହିଳା କୋମା ରେ ଥାଇ ମଧ୍ୟ ସେ ଏକ ସନ୍ତାନ କୁ ବଞ୍ଚାଇ ପାରିଥିଲେ I
ଏଥିପାଇ ହସ୍ପିଟାଲ ର ନର୍ସ ଙ୍କ ର ପରାମର୍ଶ ମଧ୍ୟ ବେଶ ଚମତ୍କାରୀ ଥିଲା I ହସ୍ପିଟାଲ ନର୍ସ ଯେତେବେଳେ କହିଥିଲେ ପିଲାଟି କୁ ମା ଛାତି ଉପରେ ରଖିଦିଅ ଏହା କରିବା ପରେ ଅମଣ୍ଡା ଙ୍କ ର ହୃତ ସ୍ପନ୍ଦନ ଅଧିକ ବଢିଯାଇଥିଲା I ଏବଂ 23 ଦିନ ପରେ ଅମଣ୍ଡା ଙ୍କ ର ସ୍ଵାସ୍ତ୍ୟ ରେ ସୁଧାର ଆସିଥିଲା ଓ ସେ ନିଜ ଘର କୁ ଯାଇପାରିଥିଲେ I