ମହିଳା ମାନଙ୍କର ସବୁଠାରୁ ବଡ଼ କମଜୋରୀ, ଯଦି ଆପଣ ଜଣେ ପୁରୁଷ ତେବେ ନିଶ୍ଚୟ ଜାଣି ରଖନ୍ତୁ …

ମହିଳାମାନଙ୍କର ଅନେକ ଦୁର୍ବଳତା ଅଛି ଯାହାର ଲାଭ ପୁରୁଷମାନେ ଉଠାଇ ପାରିବେ, କିନ୍ତୁ ମନେରଖନ୍ତୁ ଯେ ଆପଣ ଏହି ଦୁର୍ବଳତାର କୌଣସି ଖରାପ ଫାଇଦା ଉଠାନ୍ତୁ ନାହିଁ | କାରଣ ମହିଳାମାନଙ୍କର ମଧ୍ୟ କିଛି ଦୁର୍ବଳତା ଥାଏ, ଯାହାକୁ ଅନେକ ପୁରୁଷ ସେମାନଙ୍କର ଲାଭ ଦେଖିବା ପାଇଁ ବ୍ୟବହାର କରନ୍ତି | ଯଦି ଆପଣ କରିବେ , ତେବେ ନିଶ୍ଚିତ ଭାବରେ ସେ ଆପଣଙ୍କର ଭଲ ବନ୍ଧୁ ହୋଇପାରିବ |

ମହିଳାମାନେ କମଜୋର ହୃଦୟ ର ହେଇଥାନ୍ତି I ତେଣୁ ମହିଳା ଙ୍କୁ କେବେ ହେଲେ ଅପମାନିତ କରିବା ଉଚିତ ନୁହେଁ I ତେଣୁ ଏପରି କ୍ଷେତ୍ର ରେ ଆପଣ ମହିଳା ଙ୍କ ର ମନ ଓ ଭଗବାନ ର ସଂମାନ ଜଣାଇବା ଉଚିତ I ସର୍ବଦା ଜଣେ ମହିଳା ନିଜ ସୁନ୍ଦରତା କୁ ନେଇ ନିଜ ପତି ଙ୍କୁ ଆକର୍ଷିତ କରିବା କୁ ଚେଷ୍ଟା କରିଥାନ୍ତି I ଯଦି ଆପଣ ନିଜ ପତ୍ନୀ ଙ୍କୁ ସଂମାନ ଦେବେ ତେବେ ହିଁ ପତ୍ନୀ ଆପଣ ଙ୍କୁ ସଚୋଟ ପ୍ରେମ କରିପାରିବେ I

ଝିଅ ମାନଙ୍କୁ ସ୍ମାର୍ଟ ଏବଂ ଭଲ ଶରୀର ଥିବା ପୁଅମାନେ ହିଁ ପସନ୍ଦ ଆସିଥାନ୍ତି , ଯଦି ଆପଣଙ୍କର ଏହି ଦୁଇଟି ଗୁଣ ଅଛି, ତେବେ ଆପଣ ଶହେ ପ୍ରତିଶତ ଝିଅଙ୍କୁ ନିଜ କାବୁରେ କରିଦେବେ, ତେବେ ଯଦି ଆପଣଙ୍କ ପାଖରେ ଏହି ଗୁଣ ନାହିଁ ତେବେ ଯଥାଶୀଘ୍ର ଆପଣଙ୍କୁ ଆପଣଙ୍କ ଭିତରେ ଏହି ଗୁଣ ଆଣିବାକୁ ପଡିବ|

ଯଦି ଆପଣ ଙ୍କୁ ଆମ ପୋଷ୍ଟ ପସନ୍ଦ ଆସିଛି ଲାଇକ ସେୟାର କରିବା କୁ ଭୁଲିବେ ନାହିଁ I ଏବଂ ଏଥିରେ ଆପଣ ଙ୍କ ର କଣ ମତାମତ କମେନ୍ଟ ବକ୍ସ ରେ ମଧ୍ୟ ନିଶ୍ଚିତ ଦିଅନ୍ତୁ I