ମହିଳାମାନେ ଜାଣି ନିୟନ୍ତୁ ହସ୍ତମିଥୁନ ଦ୍ଵାରା ହେଉଥିବା ଆଶ୍ଚର୍ଯ୍ୟଜନକ ଲାଭ ସମ୍ପର୍କରେ

ଯେତେବେଳେ ମାଷ୍ଟରବେସନ୍ କଥା ଆସେ, ଅନେକ ଲୋକ ଏହା କୁ ବୁଝନ୍ତି ନାହିଁ ଯେ ଏହା ନିଜକୁ ଭଲ ପାଇବା ପାଇଁ ଏକ ଉପାୟ | ଠିକ୍ କହିବାକୁ ଗଲେ, ନିଜ କୁ ଖୁସି ରେ ଦେଖିବା ର ଏହା ଏକ ପ୍ରକ୍ରିୟା ଅଟେ I ଏହା ଦ୍ୱାରା ଆପଣ ନିଜ ର ଶରୀର କୁ ଜାଣିପାରିବେ I

ଅନେକ ସୁବିଧା ରହିକି ମଧ୍ୟ ମାଷ୍ଟରବେସନ୍ ଭଲ ଭାବରେ ଲୋକେ ବୁଝି ପାରନ୍ତି ନାହିଁ | ସୂଚନାର ଅଭାବ ଏବଂ ଏହା ସହିତ ଜଡିତ ନକାରାତ୍ମକ ଚିନ୍ତାଧାରା କୁ ନେଇ , ଲୋକମାନେ ଏହି କଳା କୁ ଏକ ଭୁଲ ଦୃଷ୍ଟି ରେ ଦେଖନ୍ତି I ଏହା ନିଜକୁ ଖୁସି କରିବାର ଏକ କଳା ମଧ୍ୟ ଅଟେ | ଯଦି ଆପଣ ମଧ୍ୟ ଏହିପରି ଅନୁଭବ କରିଛନ୍ତି, ତେବେ ଏଠାରେ ଜାଣନ୍ତୁ ଆପଣଙ୍କ ଶରୀର ଉପରେ ମାଷ୍ଟରବେସନ୍ ର ପ୍ରଭାବ କ’ଣ ରହିଛି ?

ଏହା କୌଣସି ପରିହାସ ନୁହେଁ କିନ୍ତୁ ଏହାକୁ ଭେଜିନାଲ୍ ଡିଟକ୍ସ କୁହାଯାଏ | ଯେତେବେଳେ ଆପଣ ଉତ୍ସାହିତ ହୁଅନ୍ତି ଏବଂ ଆପଣଙ୍କର ଗର୍ଭାଶୟ ଟାଣୀହେଇଥାଏ , ଏହା ଦ୍ୱାରା ମ୍ୟୁକସ ଭିତର କୁ ପ୍ରବେଶ କରିଥାନ୍ତି I ଏହି ପ୍ରକ୍ରିୟା ଟ୍ୱେଣ୍ଟିଙ୍ଗ ନାମ ରେ ପରିଚିତ ଅଟେ I ଯାହା କି ସ୍ଵଭାଵିକଲ ଇନଫେକ୍ସନ ରୁ ଆପଣ ଙ୍କୁ ରକ୍ଷ କରିଥାଏ I