ମହିଳା ନେତା କହିଲେ– ରାଜନେତାମାନେ ଆମକୁ ରାଲି ପୂର୍ବରୁ ବିଛଣାକୁ ନେଇଯାନ୍ତି ଓ ରାତି ସାରା…

ଆପଣ ସମସ୍ତଙ୍କ ର #MeToo କ୍ୟାମ୍ପେର୍ ସମ୍ପର୍କ ରେ ଶୁଣିଥିବେ ଏହା କୁ ହଲିଉଡ଼ ର ଜଣେ ଅଭିନେତ୍ରୀ ଏଲିସା କିଛି ଦିନ ପୂର୍ବ ରୁ ଯୌନ ଉତ୍ପୀଡ଼ନ ବିରୋଧ ରେ ସ୍ୱର ଉତ୍ତାଳନ କରିଥିଲେ I ତେବେ ଏଲିସା ଏହି ଲକ୍ଷ ଥିଲା କି ଏହି କ୍ୟାମ୍ପେର୍ ଦ୍ୱାରା ଦୁନିଆସାରା ର ସେଲିବ୍ରିଟି ମାନେ ନିଜେ ଆସି ମହିଳା ଙ୍କ ସହ ହେଉଥିବା ଯୌନ ଶୋଷଣ ସମ୍ପର୍କ ରେ ନିଜେ କୁହନ୍ତୁ I ଏବଂ ଏହି #MeToo କ୍ୟାମ୍ପେର୍ନ ରେ ଆସି ମହିଳାମାନେ ନିଜ ର ଯୌନ ଶୋଷଣ ସମ୍ପର୍କ ରେ ଲୋକଙ୍କୁ କହିଥିଲେ ତେବେ ଏକ ଆଶ୍ଚଯ୍ୟ ଜନକ କଥା ଶୁଣିବାକୁ ମିଳିଛି କି ପାକିସ୍ତାନ ର ଜଣେ ମହିଳା ନେତା ଙ୍କ ର ଏହି କଥା ଶୁଣି ଆପଣ ବି ଆଶ୍ଚଯ୍ୟ ହେଇଯିବେ I

ଏହି ପାକିସ୍ତାନୀ ମହିଳା ନେତା ଙ୍କ ର ନାମ ଆଇଶା ଗୁଲଳଇ ଅଟେ I ସେ ଜଣେ ଯୁବା ମହିଳା ନେତା ଅଟନ୍ତି I ଏବଂ ସେ ତାହରିକ-ଏ-ଇନ୍ସାଫ ର ମୁଖ୍ୟ ଓ ପୂର୍ବ କ୍ରିକେଟର ଇମ୍ରାନ ଖାଁ ଙ୍କ ର ବିରୋଧ ରେ ଯୌନ ଶୋଷଣ ର ଆରୋପ ଆଣିଥିଲେ I ସେ ଟ୍ୱିଟ ମାଧ୍ୟମ ରେ ଏହା କହିଛନ୍ତି କି ତାଙ୍କୁ ଇମ୍ରାନ ଖା ଅନେକ ହଇରାଣ କରୁଛନ୍ତି ଏବଂ ତାଙ୍କ ର ସମର୍ଥକ ମାନେ ତାଙ୍କ ଉପରେ ଏସିଡ଼ି ଆକ୍ରମଣ ର ବି ଯୋଜନା କରୁଛନ୍ତି I

ତେବେ ଆଇଶା ଏହା ବି ଦୋଷ ଆଣିଛନ୍ତି କି ଏହା ପୂର୍ବ ରୁ ଇମ୍ରାନ ତାଙ୍କୁ ଅନେକ ଅଶ୍ଳୀଳ ମ୍ୟାସେଜ ବି ପଠାଇଛନ୍ତି I ଏବଂ ସେ ଏହା ବି କହିଛନ୍ତି କି ଇମ୍ରାନ ଅନ୍ୟ ମହିଳା ନେତା ଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥାନ୍ତି ଏବଂ ଇମ୍ରାନ ଙ୍କ ପାର୍ଟି ରେ କୌଣସି ବି ମହିଳା ନେତା ସୁରକ୍ଷିତ ନୁହନ୍ତି I

ପାକିସ୍ତାନ ର ସିଆଇଶା ଙ୍କ କହିବା ଅନୁସାରେ ରାଜନୀତି ଅପେକ୍ଷା ଏହି ମହିଳା ନେତା ଙ୍କୁ ପ୍ରଥମେ ସେକ୍ସ କରିବାକୁ ପଡିଥାଏ ଏବଂ ସେଠାରେ ସବୁ ମହିଳା ନେତା ଙ୍କୁ ରାଜନୀତି ରେ ପାଦ ରଖିବା ପୂର୍ବ ରୁ ଯୌନ ଶୋଷଣ କରାଯାଇଥାଏ I ତେବେ 2012 ରେ ଇମ୍ରାନ ଖା ଙ୍କ ର ପାର୍ଟି କୁ କେନ୍ଦ୍ରୀୟ ସହମତି ମିଳିଥିଲା ଏବଂ କିଛି ବର୍ଷ କାମ କରିବା ପରେ ଆଇଶା ଇମ୍ରାନ ଙ୍କ ଉପରେ ଯୌନଶୋଷଣ ର ମାମଲା ରୁଜୁ କରିଛନ୍ତି I