ପତ୍ନୀ ଙ୍କ ଠାରୁ ବେଈମାନ ର ପ୍ରତିଶୋଧ ନେବାକୁ ପତି କିଛି ଏପରି କରିଥିଲେ I ଏହି ପୁରା ମାମଲା ଟି ଜିମ୍ବାଵେ ର ଅଟେ I ଏକରୀଡାଇସ ମକୋମୋ ଓ ମୁଁନସେ ଚରଲେନ ନେକୁବି ଙ୍କ ର ବିବାହ 4 ବର୍ଷ ପୂର୍ବ ରେ ହେଇଥିଲା I ମକୋମୋ ବିଗତ ବର୍ଷ ରୁ ନିଜ ପତ୍ନୀ ଙ୍କ ର ବ୍ୟବହାର ରେ ପରିବର୍ତନ ଅନୁଭବ କରିଥିଲେ I ଏବଂ ପତ୍ନୀ ପେଟ ଯନ୍ତ୍ରଣା ର ବାହାନା କରି ପତି ଙ୍କ ସହ ଶାରୀରିକ ସମ୍ବନ୍ଧ ରଖୁ ନ ଥିଲେ I
ଅଚାନକ ଦିନେ ପତ୍ନୀ ଙ୍କ ର ଫୋନ ଧରିଥିଲେ ଓ ପତ୍ନୀ ଙ୍କ ର ଫୋନ ଦେଖି ପତି ଆଶ୍ଚଯ୍ୟ ହେଇଥିଲେ I ୱାଟସଆପ ରୁ ଜଣାଯାଇଛି କି ତାଙ୍କ ପତ୍ନୀ 16 ଜଣ ପୁରୁଷ ଙ୍କ ସହ ସେକ୍ସ ସମ୍ବନ୍ଧ ରଖିଛନ୍ତି I ପତ୍ନୀ ଙ୍କ ର ଫୋନ ରେ ଅଶ୍ଳୀଳ ଚାଟିଙ୍ଗ ଓ କିଛି ଅଶ୍ଳୀଳ ଫୋଟୋ ରହିଛି I
ୱାଟସଆପ ଚାଟ ରୁ ମକୋମୋ ଙ୍କୁ ଜଣାଯାଇଥିଲା କି ତାଙ୍କ ପତ୍ନୀ କାମ ବାହାନା ରେ ଯାଇ ତିନି ଦିନ ତାଙ୍କ ବୟଫ୍ରେଣ୍ଡ ଙ୍କ ସହ ସମୟ ବିତାଇଥିଲେ I ଏପରି ବେଈମାନ ପତ୍ନୀ ଙ୍କୁ ନେଇ ସେ ଏହା ର କାହାଣୀ ନେଇ ପବ୍ଲିକେସନ ହାଉସ ଯାଇଥିଲେ I
ମହିଳା ଜଣଙ୍କ ୧୬ଜଣ ପୁରୁଷଙ୍କ ସହ ରଖିଲେ ସମ୍ବନ୍ଧ, ସ୍ଵାମୀଙ୍କ ଆଗରେ ଚାଟ ଯୋଗୁ ପଡିଗଲେ ଧରା, ତାପରେ ସ୍ଵାମୀ କରିଲେ ଏପରି କାମ ଯାହାର ସବୁଆଡେ ହେଉଛି ଚର୍ଚ୍ଚା
