ଆଜି ଆମେ ଆପଣ ଙ୍କୁ ଯେଉଁ ଘଟଣା ସମ୍ପର୍କ ରେ କହିବାକୁ ଯାଉଛୁ ଏହା ବହୁତ ଚର୍ଚା ରେ ଅଛି I ତେବେ ଏହି ଘଟଣା ଟି ଭାରତ ର ନୁହେ ଚୀନ ର ଜୀୟାଜିଙ୍ଗ ର ଅଟେ I ଏହି ଘଟଣା ଶୁଣି ଆପଣ ବି ଆଶ୍ଚଯ୍ୟ ହେଇଯିବେ I ତେବେ ଏହି ଘଟଣା ଟି 15 ବର୍ଷ ର ଜଣେ ଯୁବତୀ ଙ୍କ ର ସେ ଦିନେ ତାଙ୍କ ଘରୁ ଟ୍ୟାକ୍ସି ରେ ବାହାରିଥିଲେ କିନ୍ତୁ ଏହା ପରେ ଯାହା ହେଲେ ଆଶ୍ଚଯ୍ୟକର ଘଟଣା ଅଟେ I
ତେବେ ଟ୍ୟାକ୍ସି ଡ୍ରାଇଭର ଏହି ବାବଦ ରେ କହିଛନ୍ତି କି 15 ବର୍ଷ ର ଯୁବତୀ ଙ୍କୁ ନେଇ ସେ ହସ୍ପିଟାଲ ଯାଉଥିଲେ ଏବଂ ଗାଡି ଜଙ୍ଗଲ ମଧ୍ୟ ଦେଇ ଯାଉଥିବା ସମୟ ରେ ଯୁବତୀ ଙ୍କୁ ବାଥୁରୁମ ଲାଗିଥିଲା I ତେଣେ ଯୁବତୀ ଗାଡି ଅଟକାଇ ଜଙ୍ଗଲ ମଧ୍ୟ କୁ ଚାଲିଯାଇଥିଲେ କିନ୍ତୁ ଅଧିକ ସମୟ ପର୍ଯ୍ୟନ୍ତ ନ ଫେରିବାରୁ ଡ୍ରାଇଭର ଙ୍କ ର ସନ୍ଦେହ ହେଇଥିଲା I ଏବଂ ଯୁବତୀ ଙ୍କୁ ଖୋଜିବାକୁ ଜଙ୍ଗଲ କୁ ଚାଲିଯାଇଥିଲେ I ତେବେ ସେଠାରେ ଯାହା ଦେଖିଲେ ହୋସ ଉଡ଼ିଗଲା I ଏହି ଘଟଣା ସମ୍ପର୍କ ରେ WORLD OF BUZZ ରେ ବି ଉଲେଖ ରହିଛି I
ତେବେ ତରବରିବା ଭାବ ରେ ଟ୍ୟାକ୍ସି ଡ୍ରାଇଭର ତାଙ୍କୁ ବସାଇ ହସ୍ପିଟାଲ ନେଉଥିଲେ ଏବଂ କିଛି ବାଟ ଯିବା ପରେ ଯୁବତୀ ଡ୍ରାଇଭର ଙ୍କୁ କହିଥିଲେ ତାଙ୍କୁ ବାଥରୁମ ଲାଗୁଚି ବୋଲି ତେଣୁ ଡ୍ରାଇଭର କିଛି ବାଟ ପରେ ଜଙ୍ଗଲ ପାଖ ରେ ଅଟକାଇଥିଲେ I ଯୁବତୀ ଜଙ୍ଗଲ କୁ ଯାଇଥିଲେ ହେଲେ ଫେରି ନ ଥିଲେ I କିଛି ସମୟ ଯୁବତୀ ଜଙ୍ଗଲ କୁ ଯିବା ପରେ ଏକ ପିଲା ର କାନ୍ଦିବା ର ଶବ୍ଦ ସୁବିଥିଲା I
ଏହା ପରେ ଡ୍ରାଇଭର ଯାଇ ଦେଖିଲେ ତ ସେ ବି ଆଶ୍ଚଯ୍ୟ ହେଇଯାଇଥିଲେ I ଡ୍ରାଇଭର ଦେଖିଲେ ଯୁବତୀ ଙ୍କ ର ଦେହ ସାରା ରକ୍ତ ଏବଂ ତାଙ୍କ ପାଖ ରେ ଏକ ନବଜାତ ଶିଶୁ ଟି କାନ୍ଦୁଚି I ଏହି ଘଟଣା ପରେ ଡ୍ରାଇଭର ତୁରନ୍ତ ପୋଲିସ କୁ ସୂଚନା ଦେଇଥିଲେ I ଏବଂ ପୋଲିସ ସଂଗେ ସଂଗେ ଆମ୍ବୁଲାନ୍ସ ପଠାଇଥିଲା I
ତେବେ 15 ବର୍ଷ ର ଯୁବତୀ ଏକାକୀ ଏକ ସନ୍ତାନ କୁ ଜନ୍ମ ଦେଇଥିଲେ ଏବଂ ତାଙ୍କ ପାଖ ରେ କେହି ବି ନ ଥିଲେ , ତେବେ କଣ ହେଇଥିଲା ତାଙ୍କ ସହ I ଆମ ସମାନ ରେ ଏପରି ବି ଲୋକେ ଅଛନ୍ତି ଯେଉଁମାନେ କମ ବୟସ ର ଯୁବତୀ ଙ୍କ ସହ ଅନୈତିକ ସମ୍ପର୍କ ରଖୁଛନ୍ତି I