ମେକଅପ୍ ରୁମରେ କିଛି ଏପରି ହୁଏ ବଲିଉଡର ସୁନ୍ଦର ଅଭିନେତ୍ରୀ ମାନଙ୍କ ଅବସ୍ଥା,ଫଟୋ ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବେ….

ହିନ୍ଦୀ ଚଳଚ୍ଚିତ୍ର ଜଗତରେ ଗୋଟେ ଠୁ ବଢ଼ିକି ଗୋଟେ ସୁନ୍ଦର ଅଭିନେତ୍ରୀ ମାନେ ଅଛନ୍ତି|ଏହି ଅଭିନେତ୍ରୀମାନେ ନିଜେ ବହୁତ ସୁନ୍ଦର, କିନ୍ତୁ ଏହି ଅଭିନେତ୍ରୀମାନଙ୍କ ସୌନ୍ଦର୍ଯ୍ୟକୁ ଚାର ଚାନ୍ଦ୍ର ମେକଅପ୍ ମ୍ୟାନ୍ କରିଥାଏ| ବଲିଉଡ ଅଭିନେତ୍ରୀମାନଙ୍କୁ ଗ୍ଲାମରସ୍ ଏବଂ ସୁନ୍ଦର ଦେଖାଯିବା ପଛରେ ମେକଅପ୍ ମ୍ୟାନ ଙ୍କ ଏକ ବଡ଼ ହାତ ଅଛି|ଆଜିର ସମୟରେ, ଯେଉଁଠାରେ ପ୍ରତ୍ୟେକ ଝିଅ ମେକଅପ୍ ପ୍ରତି ଧ୍ୟାନ ଦେଉଛନ୍ତି, ଏହି ଅଭିନେତ୍ରୀମାନେ କିପରି ଏଭଳି ପରିସ୍ଥିତିରେ ପଛରେ ରହିପାରିବେ? ଆଜି ଏହି ପୋଷ୍ଟରେ, ଆମେ ଆପଣଙ୍କୁ ଫିଲ୍ମ ଇଣ୍ଡଷ୍ଟ୍ରିର କିଛି ଅଭିନେତ୍ରୀଙ୍କ ସହ ପରିଚିତ କରିବାକୁ ଯାଉଛୁ, ଯେଉଁମାନେ ସେମାନଙ୍କର ମେକଅପ୍ ରୁମରେ ନଜର ଆସିଥିଲେ ଏବଂ ସେମାନଙ୍କୁ ଦେଖି ଆପଣ ମଧ୍ୟ ଭାବିବାକୁ ବାଧ୍ୟ ହେବେ ଯେ ସୁନ୍ଦର ଦେଖାଯିବା ଏତେ ସହଜ କାମ ନୁହେଁ| ଅଭିନେତ୍ରୀ ମାନଙ୍କୁ ଏଥିପାଇଁ ବହୁତ କଷ୍ଟ କରିବାକୁ ପଡୁଛି|ଆପଣ ମେକଅପ୍ ରୁମ ରେ ଏହି 10 ଜଣ ଅଭିନେତ୍ରୀଙ୍କ କିଛି ବିଶେଷ ଫଟୋ ମଧ୍ୟ ଦେଖନ୍ତୁ|

ସୋନାକ୍ଷୀ ସିହ୍ନା

ସୋନମ କପୁର

କରିନ କପୁର

ପରିନିତି ଚୋପ୍ରା

ପ୍ରିୟଙ୍କା ଚୋପ୍ରା

ଦୀପିକା ପାଦୁକୋନ

ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍

କ୍ୟାଟ୍ରିନା କୈଫ

ଆମି ଜ୍ୟାକସନ

ଐଶ୍ୱର୍ଯ୍ୟା ରାୟ ବଚ୍ଚନ