ଭାବି ସ୍ତ୍ରୀ ଙ୍କ ଠାରୁ ବି ଅଧିକ ସୁନ୍ଦର ଅଟନ୍ତି ହାର୍ଦିକ ପାଣ୍ଡିଆ ଙ୍କର ଭାଉଜ, ଦେଖିଲେ ଆପଣ ବି ଦିୱାନା ହେଇଯିବେ

ଭାରତୀୟ କ୍ରିକେଟ ଟିମ ର ଅଲ୍ରାଉଣ୍ଡର ଖେଳାଳି ହାର୍ଦିକ ପାଣ୍ଡିଆ ନିଜର ଗାର୍ଲଫ୍ରେଣ୍ଡ ନତାସା ଙ୍କ ସହ ବର୍ଷ ର ଆରମ୍ଭ ରେ ହିଁ ନିର୍ବନ୍ଧ ସମାରୋହ ପୁରା କରି ସାରିଛନ୍ତି I ପାଣ୍ଡିଆ ଏକ କୃଜ ରେ ନତାସା ଙ୍କ ସହ ନିର୍ବନ୍ଧ ସମାରୋହ ପୁରା କରିଛନ୍ତି I ଏହି ସମୟ ରେ ସେ ଅଧିକ ରୋମାଣ୍ଟିକ ଥିଲେ I

ହାର୍ଦିକ ପାଣ୍ଡିଆ ଙ୍କ ର ମଙ୍ଗେତର ଙ୍କ ର ପାଣ୍ଡିଆ ପରିବାର ରେ ବହୁତ ଧୁମ ଧାମ ରେ ସ୍ୱାଗତ କରାଯାଇଛି I ହାର୍ଦିକ ଙ୍କ ର ବଡ଼ ଭାଇ କୁନାଲ ପାଣ୍ଡିଆ ମଧ୍ୟ ଜଣେ ଭଲ ଖେଳାଳି ଅଟନ୍ତି I

କୁନାଲ ଙ୍କ ର ପତ୍ନୀ ଦେଖିବା କୁ ମଧ୍ୟ ଖୁବ ଅଧିକ ସୁନ୍ଦର ଅଟନ୍ତି I ତେବେ ଆଜି ଆମେ ଏଠାରେ ଆଲୋଚନା କରିବା କୁନାଲ ଙ୍କ ର ପତ୍ନୀ ଙ୍କ ବିଷୟ ରେ I

ଟିମ ଇଣ୍ଡିଆ ର ଷ୍ଟାର ଅଲ୍ରାଉଣ୍ଡର ହାର୍ଦିକ ପାଣ୍ଡିଆ ଙ୍କ ର ଭାଇ କୁନାଲ ପାଣ୍ଡିଆ IPL ମୁମ୍ବାଇ ଇଂଡିଆନ୍ସ ତରଫରୁ ଖେଳୁଥିବା କୁନାଲ 27 ଡିସେମ୍ବର ରେ ପାଖୁଡି ଶର୍ମା ଙ୍କ ସହ ବିବାହ କରିଛନ୍ତି I

ମିଡ଼ିଆ ରିପୋର୍ଟ ଅନୁସାରେ ପାଖୁଡି ଶର୍ମା ମଡେଲିଂ ରେ ନିଜ ର କ୍ୟାରିୟର ଆରମ୍ଭ କରିଥିଲେ I ଏବଂ କିଛି ଫିଲ୍ମ ରେ ମଧ୍ୟ ଅଭିନୟ କରିଛନ୍ତି I ପାଖୁଡି ଶର୍ମା ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ମଧ୍ୟ ବେଶ ଗ୍ଲାମର ଫୋଟୋ ସେୟାର କରିଥାନ୍ତି I

ପାଖୁଡି ଙ୍କ ର ହଟନେସ କୁ ଦେଖି ଆପଣ ଏହି ଅନୁମାନ କରିପାରିବେ କି ସେ କେତେ ସୁନ୍ଦର ଅଟନ୍ତି I

ହାର୍ଦିକ ଓ ପାଖୁଡି କେବଳ ଦିଅର ଭାଉଜ ନୁହନ୍ତି ଦୁହେଁ ପରସ୍ପର ର ବେଷ୍ଟ ଫ୍ରେନ୍ଡ ମଧ୍ୟ ଅଟନ୍ତି I ହାର୍ଦିକ ଯେତେବେଳେ ଘରେ ରୁହନ୍ତି ତ ପରିବାର ଲୋକ ଙ୍କ ସହ ଖୁବ ମସ୍ତି କରନ୍ତି I ହାର୍ଦିକ ଓ ପାଖୁଡି ନିଜ ର ଇନ୍ଷ୍ଟଗ୍ରାମ ରେ ମଧ୍ୟ ବେଶ ଅଧିକ ସକ୍ରିୟ ରହିଥାନ୍ତି I ପାଖୁଇ ଶର୍ମା ଜଣେ ମଡେଲ ଓ ଜଣେ ଫ୍ୟାସନ ଡିଜାଇନର ଅଟନ୍ତି I