ମାଙ୍କ ମୃତ୍ୟୁ ପରେ କମେଡିଆନ Guduଙ୍କର ହେଇଗଲାଣି ଏମିତି ଅବସ୍ଥା, ଦେଖିଲେ ଚିହ୍ନି ପାରିବେ ନାହିଁ, ଲୁହ ଆସିଯିବ

ନମସ୍କାର ବନ୍ଧୁଗଣ ଓଲିଉଡର ଜବରଦସ୍ତ କମେଡିୟାନ୍ ଗୁଡୁଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତେବେ ଗତ କିଛିଦିନ ପୂର୍ବେ ଗୁଡୁଙ୍କ ମା ଗୋଟିଏ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ଗୁଡୁଙ୍କ ମା ମୃତ୍ୟୁବରଣ କରିବା ପରେ ଗୁଡୁ କେମିତି ଅଛନ୍ତି ଆସନ୍ତୁ ଜାଣିବା।

ଗୁଡୁ ହେଉଛନ୍ତି ଓଲିଉଡର ଜବରଦସ୍ତ କମେଡିୟାନ୍। ଗୁଡୁଙ୍କ ମାଙ୍କ ନାଁ ହେଉଛି ଗୀତାଞ୍ଜଳି ସିଂ ଏବଂ ସେ ଓଲିଉଡ ଇଣ୍ଡଷ୍ଟ୍ରିର ଜଣେ ମେକ୍ଅପ୍ ଆର୍ଟିଷ୍ଟ୍ ଥିଲେ। ଗତ କିଛିଦିନ ପୂର୍ବେ ସେ ତାଙ୍କ ଗାଁକୁ ଯାଉଥିବା ବେଳେ ଜଗତପୁର ରେଳଷ୍ଟେସନରେ ତାଙ୍କର ଦୁର୍ଘଟଣା ଘଟିଥିଲା ଆଉ ତାଙ୍କ ଗୋଡଟି ଟ୍ରେନ୍ ରୁ ତଳକୁ ଖସି ଯାଇଥିଲା ଏହାଦ୍ବାରା ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ତାଙ୍କ ମୃତ୍ୟୁ ପରେ ସାରା ଓଲିଉଡ ଦୁଃଖରେ ଭାଙ୍ଗି ପଡ଼ିଥିଲା ଖାସ୍ କରି ଗୁଡୁ ବୋହୁତ ଅଧିକ ଦୁଃଖରେ ଭାଙ୍ଗି ଯାଇଥିଲେ। ବର୍ତ୍ତମାନ ସମୟରେ ଗୁଡୁ ତାଙ୍କ ମାଙ୍କ ମୃତ୍ୟୁର ଦୁଃଖରୁ ଧୀରେ ଧୀରେ ବାହାରି ଆସିଲେଣି ଆଉ ସେ ବର୍ତ୍ତମାନ ସମୟରେ ନିଜ ସ୍ତ୍ରୀଙ୍କ ସହିତ ଖୁସିରେ ରହିଥିବାର ଦେଖା ଦେଇଛନ୍ତି।

ଗତ କିଛିଦିନ ପୂର୍ବେ ଗୁଡୁ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଏବଂ ଗୁଡୁଙ୍କ ଘରେ ବୋହୁତ ସାରା ଖୁସୀ ଥିଲା କିନ୍ତୁ ତାଙ୍କ ମାଆଙ୍କର ଏହିଭଳି ଅକାଳ ମୃତ୍ୟୁ ତାଙ୍କ ଘରେ ବୋହୁତ ବଡ଼ ଦୁଃଖର ବାଦଲ ଖେଳାଇ ଦେଇଥିଲା। ତେବେ ବର୍ତ୍ତମାନ ସମୟରେ ଗୁଡୁ ଧୀରେ ଧୀରେ ଏହି ଦୁଃଖ ସମୟରୁ ବାହାରକୁ ବାହାରି ଆସିବାକୁ ଲାଗିଲେଣି |

ଆଉ ବର୍ତ୍ତମାନ ସମୟରେ ସେ ତାଙ୍କ ସ୍ତ୍ରୀଙ୍କ ସହିତ ବୋହୁତ ଅଧିକ ଖୁସିରେ ଥିବାର ଦେଖା ଦେଇଛନ୍ତି। ସାରା ଦୁନିଆକୁ ହସାଉଥିବା ଏହି କମେଡିୟାନ୍ ଗୁଡୁଙ୍କ ଜୀବନରେ ଗୋଟିଏ ଦୁଃଖ ସମୟ ଆସିଥିଲା ତେବେ ଆମେ ଭଗଵାନଙ୍କ ନିକଟରେ ପ୍ରାର୍ଥନା କରୁଛୁ ସେ ସବୁବେଳେ ଏହିଭଳି ଖୁସିରେ ରୁହନ୍ତୁ ଆଉ ସମସ୍ତଙ୍କୁ ହସାଉଥାନ୍ତୁ ଆଉ ନିଜେ ବି ମଧ୍ୟ ହସୁଥାନ୍ତୁ।