ମାର୍ଚ୍ଚ ମାସ ରୁ ବ୍ୟାଙ୍କ ସମ୍ବନ୍ଧିତ କିଛି ନିୟମ ରେ ପରିବର୍ତନ ହେବାକୁ ଯାଉଛି I ତେଣୁ ଆପଣ ଏହି ନିୟମ ସମ୍ବନ୍ଧ ରେ ଜାଣିବା ଜରୁରୀ ଅଟେ I କାରଣ ପ୍ରତୋକ ବ୍ୟାଙ୍କ ଖାତା ଧାରକ ଙ୍କ ଜୀବନ ରେ ଏହା ର ପ୍ରଭାବ ପଡିପାରେ I
ମାର୍ଚ୍ଚ ରେ ପରିବର୍ତନ ହେବ ଏହି ନିୟମ
ଶୀଘ୍ର କରନ୍ତୁ KYC
ଯେଉଁ ଲୋକ ଙ୍କ ର SBI ଖାତା KYC ହେଇନାହିଁ , ସେହି ଲୋକେ ତୁରନ୍ତ 1 ମାର୍ଚ୍ଚ ପୂର୍ବ ରୁ ନିଜର KYC କରି ନିଅନ୍ତୁ I SBI ଅନୁସାରେ 28 ଫ୍ରେବୁୟାରୀ ମଧ୍ୟ ରେ ଏହି KYC କରିବା ଜରୁରୀ ଅଟେ I KYC ପାଁଇ ଆପଣ ଙ୍କୁ ଭୋଟର ଆଇଡି , ପାସ୍ପୋର୍ଟ , ଡ୍ରାଇଭିଂ ଲାଇସେନ୍ସ , ଟେଲିଫୋନ ବିଲ , ବିଜୁଳି ବିଲ , ରାସନ କାର୍ଡ ଇତ୍ୟାଦି ର ଆବଶ୍ୟକ ରହିଛି I ଏହି ଡାକାମେଣ୍ଟ ର ଏକ କପି ଆପଣ ଙ୍କୁ ବ୍ୟାଙ୍କ ରେ KYC ସୂତ୍ର ରେ ଜମା କରିବା କୁ ହେବ I
ATM ରୁ ବାହାରିବ ନାହିଁ 2 ହଜାର ଟଙ୍କା ନୋଟ
ସରକାରୀ ବ୍ୟାଙ୍କ ଇଣ୍ଡିଆନ ବ୍ୟାଙ୍କ ତରଫରୁ ଜାରି ହେଇଥିବା ଏହି ନୂଆ ଘୋଷଣା ଅନୁସାରେ ଏହା କୁହାଯାଇଛି କି 1 ମାର୍ଚ୍ଚ ରୁ ATM ରୁ 2000 ଟଙ୍କା ନୋଟ ଆଉ ବାହାରିବ ନାହିଁ I ଭାରତୀୟ ବ୍ୟାଙ୍କ ର ଯେଉଁ ଗ୍ରାହକ ଙ୍କୁ 2000 ଟଙ୍କା ନୋଟ ର ଆବଶ୍ୟକ ରହିଛି ସେମାନେ ତାଙ୍କ ର ବ୍ୟାଙ୍କ ର ବ୍ରାଞ୍ଚ କୁ ଯାଇ 2000 ଟଙ୍କା ନୋଟ ମାଗିପାରିବେ I
ଲାଗୁଚି 28 ପ୍ରତିସଦ ଜିଏସଟି
ଜିଏସଟି ନିୟମ ଅନୁସାରେ 1 ମାର୍ଚ୍ଚ ରୁ 28 ପ୍ରତିସଦ ଦର ରେ ଲଟ୍ରି ଉପରେ GST ଲାଗୁଚି I GST କାଉନ୍ସିଲ ଦ୍ୱାରା ହେଇଥିବା ଏହି ନୂଆ ନିୟମ ରେ 28 ପ୍ରତିସଦ GST ରେ କେନ୍ଦ୍ରୀୟ 14 ପ୍ରତିସଦ ଓ ରାଜ୍ୟ ସରକାର 14 ପ୍ରତିସଦ ଟ୍ୟାକ୍ସ ନେଉଛନ୍ତି I ଅର୍ଥାତ ଯେଉଁ ଲୋକ ଙ୍କ ର 1 ମାର୍ଚ୍ଚ ରୁ ଲଟେରୀ ଲାଗିବ ତେବେ ସେମାନେ 28 ପ୍ରତିସଦ ଟ୍ୟାକ୍ସ ସରକାର ଙ୍କୁ ଦେବେ I
ATM କାର୍ଡ ନିୟମ ରେ ପରିବର୍ତନ
ରିଜରବ ବ୍ୟାଙ୍କ ଅଫ ଇଣ୍ଡିଆ ର ଏହି ନୂଆ ନିୟମ ଅନୁସାରେ ATM କାର୍ଡ ଦ୍ୱାରା ଏହା ର ଅନୁମତି କେବଳ ଡୋମେସ୍ଟିକ ହିଁ ରହିବ I ATM ରୁ ଆପଣ ଅନ୍ତରାଷ୍ଟ୍ରୀୟ ଟଙ୍କା ଉଠାନ ପାଁଇ ଅନୁମତି ନେବାକୁ ହେବ I ଏହି ଡେବିଟ ଓ କ୍ରେଡିଟ କାର୍ଡ ରେ ଆପଣ କେବଳ ଘରୋଇ ଟ୍ରାନ୍ଜେକ୍ସନ ହିଁ କରିପାରିବେ I
ଅନ୍ତରାଷ୍ଟ୍ରୀୟ ଟଙ୍କା ଆଦାନ ପ୍ରଦାନ ପାଁଇ ଆପଣ ଙ୍କୁ ଅଲଗା ଆବେଦନ କରିବା କୁ ହେବ I ଅର୍ଥାତ ବ୍ୟାଙ୍କ ରେ ଗ୍ରାହକ ଙ୍କୁ ଏହା ଜଣାଇବାକୁ ହେବ କି ସେ ଘରୋଇ ଟଙ୍କା ଟ୍ରେନ୍ରୁଜେକ୍ସନ ପାଁଇ କାର୍ଡ ନେବେ ନା ଅନ୍ତରାଷ୍ଟ୍ରୀୟ ଟଙ୍କା ଆଦାନ ପ୍ରଦାନ ପାଁଇ କାର୍ଡ ନେବେ I ଅର୍ଥାତ ଗ୍ରାହକ ମାନେ 24 ଘଣ୍ଟା ଓ 7 ଦିନ ମଧ୍ୟ ରେ ନିଜ ର ଟ୍ରେନ୍ରୁଜେକ୍ସନ ର ଲିମିଟ ରେ ପରିବର୍ତନ କରିପାରିବେ I ATM କାର୍ଡ ସହ ଜଡିତ ନିୟମ 16 ମାର୍ଚ୍ଚ 2020 ରୁ ନୂଆ କାର୍ଡ ରେ ଲାଗୁ ହେବାକୁ ଯାଉଛି I ଏହି ନୂଆ ନିୟମ କୁ RBI ତରଫରୁ ଜାରି କରାଯାଇଛି I