ପ୍ରେମରେ ମିଳିଲା ଧୋକା ତ ଲାଇଭ ଭିଡ଼ିଓ କରି ଆତ୍ମାହତ୍ୟା କରିଦେଲେ ଏହି ଅଭିନେତ୍ରୀ, ମାରିବା ପୁର୍ବରୁ ପ୍ରେମିକ ବିଷୟରେ କହିଲେ ଏପରି କଥା …

ପ୍ରେମ ର ରାସ୍ତା ସହଜ ହେଇ ନ ଥାଏ I ଏବଂ ଏହା ର ଲକ୍ଷ ପଥ ରେ ନାନା ସମସ୍ୟା ଲାଗି ରହିଥାଏ I ଅନେକ କ୍ଷେତ୍ର ରେ ଜୀବନସାଥୀ ଙ୍କୁ ନ ପାଇବା କୁ ନେଇ ଦୁଃଖ ରେ ଲୋକେ ନିଜ ହାତ କାଟି ଆତ୍ମହତ୍ୟା କରିବା କୁ ଉଦ୍ୟମ କରିଥାନ୍ତି I ତେବେ ଏପରି ଘଟଣା କେବଳ ସାଧାରଣ ଲୋକ ଙ୍କ ମଧ୍ୟ ରେ ସୀମିତ ନାହିଁ କିଛି କଳାକାର ଙ୍କ କ୍ଷେତ୍ର ରେ ମଧ୍ୟ ଏପରି ଅଘଟଣ ଦେଖିବା କୁ ମିଳିଛି I କନ୍ନଡ଼ ଭାଷା ର ଟିଭି ସୋ ରେ କାମ କରୁଥିବା ଅଭିନେତ୍ରୀ ଚନ୍ଦନା ବିଷ ପଈକି ଆତ୍ମହତ୍ୟା କରିଛନ୍ତି I ଜୀବନ ହାରିବା ପୂର୍ବ ରୁ ସେ ନିଜ ବୟଫ୍ରେଣ୍ଡ ଙ୍କ ଉପରେ ଅନେକ ଆରୋପ ଆଣିଛନ୍ତି I

ବୟଫ୍ରେଣ୍ଡ ଦେଇଥିଲେ ଧୋକା

ଅଭିନେତ୍ରୀ ଚନ୍ଦନା ଏକ ଭିଡିଓ ରେ କହିଥିଲେ ତାଙ୍କ ବୟଫ୍ରେଣ୍ଡ ଦୀନେଶ ତାଙ୍କୁ ଧୋକା ଦେଇଥିଲେ I ତାଙ୍କ କହିବା ଅନୁସାରେ ତାଙ୍କ ବୟଫ୍ରେଣ୍ଡ ତାଙ୍କୁ ବିବାହ ର ପ୍ରଲୋଭନ ଦେଖାଇ ଆର୍ଥିକ ଶୋଷଣ କରିଥିଲେ I ମୃତ୍ୟୁ ସମୟ ରେ ଚନ୍ଦନା ଙ୍କ ର ବୟସ ମାତ୍ର 29 ବର୍ଷ ବୟସ ଥିଲା I ଏହି ଅଭିନେତ୍ରୀ 29 ମଇ କୁ ଆତ୍ମହତ୍ୟା କରିଥିଲେ ଏବଂ ଏହି ଖବର ଜୁନ 1 ରେ ମିଡ଼ିଆ କୁ ଆସିଥିଲା I

ଖବର ଅନୁସାରେ ଚନ୍ଦନା ଓ ଦୀନେଶ ବିଗତ 5 ବର୍ଷ ହେବ ରିଲେସନ ରେ ରହିଥିଲେ I ଦୀନେଶ , ଚନ୍ଦନା ଙ୍କ ଠାରୁ କିଛି ଟଙ୍କା ଉଦ୍ଧାର ନେଇଥିଲେ I କିନ୍ତୁ ଏହା ପରେ ଦୀନେଶ ତାଙ୍କୁ ଅଣଦେଖା କରୁଥିଲେ I ଚନ୍ଦନା ଏହା ମଧ୍ୟ ଆରୋପ ଆଣିଥିଲେ କି ତାଙ୍କ ବୟଫ୍ରେଣ୍ଡ ଙ୍କ ର ଅନ୍ୟ ଯୁବତୀ ଙ୍କ ସହ ଖରାପ ସମ୍ବନ୍ଧ ରହିଛି I ଅନ୍ୟପଟେ ଦୀନେଶ , ଚନ୍ଦନା ଙ୍କୁ ବିବାହ ର ପ୍ରଲୋଭନ ଦେଖାଇ ଗର୍ଭବତୀ କରାଇଥିଲେ I ଦୀନେଶ ମଧ୍ୟ ଚନ୍ଦନା ଙ୍କ ଠାରୁ ଉଧାରୀ ନେଇଥିବା 5 ଲକ୍ଷ ଟଙ୍କା ଫେରାଇବା କୁ ମନା କରିଦେଇଥିଲେ I

ଲାଇଭ ରେକର୍ଡିଙ୍ଗ ରେ ଆତ୍ମହତ୍ୟା
ଚନ୍ଦନା ଙ୍କ ର ପରିବାର କୁ ତାଙ୍କ ର ପ୍ରେମ ସମ୍ପର୍କ ବିଷୟ ରେ ସବୁ କିଛି ଜଣା ଥିଲା I ଚନ୍ଦନା ଙ୍କ ର ଏହି ଆରୋପ ରହିଥିଲା କି ଯେତେବେଳେ ପରିବାର ଲୋକେ ଦୀନେଶ ଙ୍କ ର ପରିବାର ପାଖ କୁ ଯାଇଥିଲେ ତ ତାଙ୍କୁ ବହୁତ ବେଜିତ କରାଯାଇଥିଲା I

ଏହା ପରେ ଚନ୍ଦନା ବିଷ ପିଇକି ଆତ୍ମହତ୍ୟା କରିଥିଲେ I ସୂଚନା ଅନୁସାରେ ଦୀନେଶ ହିଁ ଚନ୍ଦନା କୁ ନେଇ ହସ୍ପିଟାଲ ଯାଇଥିଲେ କିନ୍ତୁ ପୂର୍ବ ରୁ ହିଁ ତାଙ୍କ ର ମୃତ୍ୟୁ ହେଇଯାଇଥିଲା I ଦୀନେଶ ଏହା ପରେ ସେଠାରୁ ପଳାଇଥିଲେ ଓ ତାଙ୍କ ପୁରା ପରିବାର ଉପରେ ଥାନା ରେ ଅଭିଯୋଗ କରିଥିଲେ I ଚନ୍ଦନା ମୃତ୍ୟୁ ସମୟ ରେ ରେକର୍ଡ କରିଥିବା ଭିଡିଓ ରେ ସମ୍ପୂର୍ଣ ରୂପେ ଦୀନେଶ ଙ୍କୁ ହିଁ ଦୋଷ ଦେଇଛନ୍ତି I

ଦେଖିବା କୁ ଗଲେ ଚନ୍ଦନା ଏପରି ପ୍ରଥମ ଷ୍ଟାର ନୁହନ୍ତି ଯିଏ କି ପ୍ରେମ ରେ ଧୋକା ପାଈଥିବେ I ବଲିଉଡ ଓ ଟିଭି ଜଗତ ରେ ଏପରି ଅନେକ ଷ୍ଟାର ଅଛନ୍ତି ଯେଉଁମାନେ ପ୍ରେମ ରେ ଧୋକା ପାଇବା ଓ କ୍ୟାରିୟର ରେ ଅସଫଳତା କୁ ନେଇ ଆତ୍ମହତ୍ୟା କରିଛନ୍ତି I ଜୀୟା ଖାଁ ଓ ପ୍ରତ୍ୟୁଷା ବାନାର୍ଜୀ ଙ୍କ ନାମ ମଧ୍ୟ ଏହି ଆତ୍ମହତ୍ୟା ଶୁଚି ରେ ସାମିଲ ରହିଛି I ଖବର ଅନୁସାରେ ଏହି ଦୁଇ ଅଭିନେତ୍ରୀ ପ୍ରେମ ରେ ଧୋକା ପାଇବା ପରେ ଆବରସନ ମଧ୍ୟ କରିଥିଲେ ଏବଂ ଏହା ପରେ ଯାଇ ଜୀବନ ଦେଇଥିଲେ I