ମାର୍କେଟ ଘାଣ୍ଟୁଛି ଓରିଏଣ୍ଟ କମ୍ପାନୀର ଏହି ମିନି କୁଲର, ଫେସିଲିଟି ରହିଛି ଅନେକ, ଦାମ ମାତ୍ର ଏତିକି ଜାଣିଲେ ଆଜି ହିଁ କିଣିଦେବେ ଆପଣ …

ଥଣ୍ଡା ଦିନ ଶେଷ ହେଇଯାଇଛି ଏବଂ ଗରମ ଦିନ ଆରମ୍ଭ ହେଇଯାଇଛି I ଏପରି ସମୟ ରେ ଲୋକେ ଅସହ୍ୟ ଗରମ ଆଦି ଅନୁଭବ କରିଛନ୍ତି I ତେବେ ଏହି ଗରମ ରୁ ରକ୍ଷ୍ୟା ପାଇବା ପାଁଇ ଆପଣ କୁଳର ବ୍ୟବହାର କରିପାରିବେ I ଏବଂ ଏହା କୁ ଆପଣ ଅନଲାଇନ ରେ କିଣିପାରିବେ I ଏହି କୁଳର ପ୍ରସିଦ୍ଧ କମ୍ପାନୀ ଓରିଏଣ୍ଟ କମ୍ପାନୀ ର ଅଟେ I ଏହା କୁ କୌଣସି ବି ସ୍ଥାନ ରେ ଆପଣ ଲଗାଇପାରିବେ I ଆପଣ ନିଜ ଘରେ କୌଣସି ବି ରୁମ ରେ ଏହା କୁ ରଖି ଥଣ୍ଡା ପବନ ର ଆନନ୍ଦ ନେଇପାରିବେ I ତେବେ ଏହି କମ୍ପାନୀ ର ମିନି କୁଳର ମଧ୍ୟ ଆସିଛି I ଯାହା ର ନାମ ଓରିଏଣ୍ଟଇଲେକ୍ଟ୍ରିକ ମିନି ମ୍ୟାଜିକ CP0801H ଅଟେ I ଏହା ଧଳା ରଙ୍ଗ ର ହେଇଥାଏ ଯାହା ର କ୍ଷମତା 8 ଲିଟର ଅଟେ I

ଏହି କୁଳର ପାୱାର କ୍ଷମତା 95 ୱାଟ ର ଅଟେ I ଏହା 58 ଫୁଟ ଏରିଆ କୁ ଥଣ୍ଡା କରିଥାଏ I ଏହି କୁଳର 3 ସ୍ପିଡ଼ ପର୍ଯ୍ୟନ୍ତ କଣ୍ଟ୍ରୋଲ କରିଥାଏ I ଏହି କୁଳର ର ଉଚତା 41.5 ସିଏମ ଅଟେ I ଗରମ ଦିନ ରେ ଏହା ଏକ ଉତ୍ତମ ବିଳକ୍ପ ଅଟେ I

ମୂଲ୍ୟ
ଏହି କୁଳର ର ମୂଲ୍ୟ ବର୍ତମାନ ସମୟ ରେ 4300 ଟଙ୍କା ଅଟେ I ଏବଂ ଅମାଜନ ରେ ଆପଣ ଅନଲାଇନ ରେ ସହଜ ରେ କିଣିପାରିବେ I