୬ ମାସ ହେବ ବ୍ୟାଙ୍କ ଆକାଉଣ୍ଟକୁ ଆପେ ଆପେ ଆସୁଥିଲା ଟଙ୍କା, ପ୍ରଥେମେ ଲାଗିଲା ମୋଦିଜୀ ପଠାଉଛନ୍ତି, କିନ୍ତୁ ତାପରେ

ଆଜିକା ସମୟ ରେ ଲୋକେ ଟଙ୍କା କୁ ସୁବିଧା ରେ ରଖିବାକୁ ବ୍ୟାଙ୍କ ରେ ରଖିଥାନ୍ତି I ସାଧାରଣ ଭାବ ରେ ଆପଣ ଙ୍କ ର ଟଙ୍କା ସୁରକ୍ଷିତ ମଧ୍ୟ ରହିଥାଏ I ଏବଂ ବ୍ୟାଙ୍କ ରେ ଆପଣ ଙ୍କ ର ସଂଚିତ ଧନ ରାଶି ସୁରକ୍ଷିତ ମଧ୍ୟ ରହିଥାଏ I କିନ୍ତୁ ଯଦି ଆପଣ ଙ୍କ ର ଭାଗ୍ୟ ଖରାପ ଥିବ ତେବେ ଆପଣ ଙ୍କ ର ଟଙ୍କା ପ୍ରତି ବିପଦ ରହିଛି I ଏହିପରି ଏକ ଅଘଟଣ ଘଟିଛି ମଧ୍ୟପ୍ରଦେଶ ଅଂଚଳ ରେ I

ୟାଙ୍କ ଆକାଉଣ୍ଟ ରୁ କାଟୁଥିଲା ଟଙ୍କା
ହୁକୁମ ସିଂ ନାମ ଏହି ବ୍ୟକ୍ତି ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଅଲାମପୁର ଶାଖା ରେ ନିଜ ର ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ I ଏଠାରେ ଆକାଉଣ୍ଟ ଖୋଲି ହରିୟାଣା ଚାଲିଯାଇଥିଲେ I ଏବଂ ଏଠାରେ ଯେଉଁ ଟଙ୍କା ରୋଜଗାର କରିଥିଲେ ସଂଚୟ କରି ରଖିଥିଲେ I କିନ୍ତୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ରୁ ଦୀର୍ଘ 6 ମାସ ହେବ ଟଙ୍କା କାଟିବା ରେ ଲାଗିଥିଲା I ଏହା ପରେ ଧୀରେ ଧୀରେ ତାଙ୍କ ଆକାଉଣ୍ଟ ରୁ 89 ହଜାର ଟଙ୍କା ଚାଲିଯାଇଥିଲା I ଉକ୍ତ ବ୍ୟକ୍ତି ବ୍ୟାଙ୍କ ମ୍ୟାନେଜର ଙ୍କ ପାଖ ରେ ଏହି ବିଷୟ ରେ ଅଭିଯୋଗ କରିଥିଲେ I ଏବଂ ଯାହା ଖବର ପ୍ରସାରିତ ହେଲା ସବୁ ଆଶ୍ଚଯ୍ୟ ହେଇଯାଇଥିଲେ I

ୟାଙ୍କ ଆକାଉଣ୍ଟ କୁ ଆସୁଥିଲା ପଇସା
ରାନୀ ଗ୍ରାମ ରେ ହୁକୁମ ସିଂ ନାମ ରେ ଏହି ଗ୍ରାମ ରେ ଆଉ ଏକ ବ୍ୟକ୍ତି ମଧ୍ୟ ରହୁଥିଲା I 2016 ରେ ସେ SBI ବ୍ୟାଙ୍କ ଆକାଉଣ୍ଟ ଖୋଲିଥିଲେ କିନ୍ତୁ ବିଗତ 6 ମାସ ହେବ ତାଙ୍କ ଆକାଉଣ୍ଟ ରୁ ଟଙ୍କା କାଟୁଥିଲା I

କଣ ହେଇଚି ମାମଲା
ଚାଲନ୍ତୁ ଜାଣିବା ପୁରା ମାମଲା କଣ ହେଇଚି I ବ୍ୟାଙ୍କ କର୍ମଚାରୀ ଙ୍କ ତରଫରୁ ଏକ ସାମାନ୍ୟ ସମସ୍ୟା କୁ ନେଇ ଗ୍ରାହକ ଙ୍କ ର ଏକ ନାମ ହେଇଥିବା ରୁ ଏପରି ସମସ୍ୟା ଦେଖିବାକୁ ମିଳିଛି I ତେଣୁ ଗୋଟେ ଆକାଉଣ୍ଟ ରେ ଟଙ୍କା ରଖାଗଲେ ଅନ୍ୟ ଟି ରୁ ସେହି ବ୍ୟକ୍ତି କାଢି ଦେଉଥିଲେ I ବ୍ୟାଙ୍କ ମ୍ୟାନେଜର ଦୁଇ ହୁକୁମ ସିଂ ଙ୍କୁ ଡାକି ଏହି ସମୟ ବିଷୟ ରେ ଆଲୋଚନା କରିବା ରୁ ଜାଣିପାରିଥିଲେ I ଅନ୍ୟ ବ୍ୟକ୍ତି ଭାବୁଥିଲେ ମୋଦି ଜି ଏହି ଟଙ୍କା ପକାଉଛନ୍ତି I

ଏହା ପରେ ବ୍ୟାଙ୍କ ରୁ ଟଙ୍କା ଉଠାଇଥିବା ହୁକୁମ ସିଂ ଙ୍କୁ ଆଲମ ପୁର ର ହୁକୁମ ସିଂ ଙ୍କୁ ଟଙ୍କା ଫେରାଇ ଦେବାକୁ ପରାମର୍ଶ ଦେଇଥିଲେ I ଏହି ବାସ୍ତବ କାହାଣୀ ଏକ କମେଡି ଫିଲ୍ମ ର ମଧ୍ୟ କାହାଣୀ ପରି ଅଟେ I ବ୍ୟାଙ୍କ ର ମଧ୍ୟ ଏଥିରେ ସାମାନ୍ୟ ଦୋଷ ତ୍ରୁଟି ରହୁଥିଲା ଯାହା ଦ୍ୱାରା କି ଦୁହେଁ ନାନା ସମସ୍ୟା ର ସମୁଖୀନ ହେଇଛନ୍ତି I ଆପଣ ଙ୍କ ର ଯଦି କିଛି ଏପରି ସମସ୍ୟା ରହୁଛି ତେବେ ବ୍ୟାଙ୍କ ରେ ଯୋଗାଯୋଗ କରିପାରିବେ I