କ୍ୟାନ୍ସର ଓ ଅର୍ଶ ପରି ୭ଟି ରୋଗକୁ ଠିକ କରିଦେଇଥାଏ ଏହି ପରିବା, ମାସରେ ଦୁଇଥର ନିଶ୍ଚିନ୍ତ ଖାଇବା ଉଚିତ

ମାଟି ଆଳୁ ଏକ ଗୁଣକାରୀ ପରିବା ଅଟେ I ଏହା ଦେଖିବାକୁ ମାଟି ର ରଙ୍ଗ ପରି ଅଟେ I କାରଣ ଏହା ମାଟି ତଳେ ରହିଥାଏ I ଏହା ସ୍ଵାସ୍ତ୍ୟ ପାଁଇ ବହୁତ ଲାଭକାରୀ ଅଟେ I ଏବଂ ଏହା କ୍ୟାନ୍ସର ପରି ଭୟାନକ ରୋଗ ରୁ ଆପଣ ଙ୍କୁ ରକ୍ଷ୍ୟା କରିଥାଏ I ଏଥିରେ ଫାଇବର , ଭିଟାମିନ , ଭିଟାମିନ ବି 6 , ଫ୍ଲୋରିକ ଏସିଡ ଆଦି ରହିଥାଏ I ଏଥିରେ ଅନେକ ପୋଷକତତ୍ୱ ବି ରହିଥାଏ ଯେପରି ମ୍ୟାଗନେସ୍ୟାମ , ପୋଟାସିୟମ , ଆଇରନ ଆଦି ଭରପୁର ମାତ୍ରା ରେ ରହିଥାଏ I

ଏହି ମାଟିଆଳୁ ର ସେବନ କୁ ଅଧିକାଂଶ ଲୋକେ ପସନ୍ଦ କରି ନ ଥାନ୍ତି I ଏହା ଆମ ଶରୀର କୁ ଅନେକ ରୋଗ ରୁ ରକ୍ଷ୍ୟା କରିଥାଏ I ଏହା ର ସ୍ୱାଦ ଟିକେ କଷାଳିଆ ହେଇଥାଏ କିନ୍ତୁ ଏଥିରେ ଅନେକ ଆୟୁର୍ବେଦିକ ଔଷଧ୍ୟ ଗୁଣ ରହିଛି I ଏହା ଆପଣ ଙ୍କ ର ପେଟ ରୋଗ ସମ୍ବନ୍ଧିତ ସବୁ ସମସ୍ୟା କୁ ଦୂର କରିଥାଏ I

ଏହି ମାଟିଆଳୁ ର ସେବନ ଦ୍ୱାରା ଆପଣ ଙ୍କ ର ଦୃଷ୍ଟିଶକ୍ତି ବଢିଥାଏ I ଏଥିରେ ଭିଟାମିନ A ପ୍ରଚୁର ମାତ୍ରା ରେ ରହିଥାଏ I ଆଜିକାଲି ପାଚନ ସମ୍ବନ୍ଧିତ ସବୁ ସମସ୍ୟା ଦୂର ହେଇଥାଏ I କାରଣ ଆଜିକାଲି ଲୋକେ ଅନିୟମିତ ଖାଦ୍ୟପେୟ କାରଣ ରୁ ନାନା ସମସ୍ୟା ର ଶିକାର ହେଇଥାନ୍ତି I କିନ୍ତୁ ଏହି ମାଟିଆଳୁ ଆପଣ ଙ୍କ ର ସ୍ଵାସ୍ତ୍ୟ ପାଁଇ ଲାଭକାରୀ ଅଟେ I

ଅନେକ ସମୟ ରେ ଆପଣ ସାଧାରଣ ଜିନିଷ କୁ ଭୁଲିଯାଇଥାନ୍ତି I କିନ୍ତୁ ମାଟିଆଳୁ ଖାଇବା ଦ୍ୱାରା ଆପଣ ଙ୍କ ର ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ I ଏହା ଆପଣ ଙ୍କ ର ପାଁଇ ବହୁତ ଲାଭକାରୀ ଅଟେ I

ମାଟିଆଳୁ ରେ ଫାଇବର ଅଧିକ ମାତ୍ରା ରେ ରହିଥାଏ I ତେଣୁ ଏହା ପଚନ୍କ୍ରିୟା କୁ ସଠିକ କରିଥାଏ I ଏହା ଦ୍ୱାରା ଓଜନ ବି ନିୟନ୍ତ୍ରିତ ହେଇଥାଏ I ଏଥିରେ ଅଣ୍ଟିଆକ୍ସିଡେଣ୍ଟ , ଭିଟାମିନ ସି ଆଦି ପ୍ରଚୁର ମାତ୍ରା ରେ ରହିଥାଏ I ଏବଂ କ୍ୟାନ୍ସର ସେଲ କୁ ଏହା ନଷ୍ଟ କରିଥାଏ I

ଡାଇବେଟିଜ ରୋଗୀ ଙ୍କ ପାଁଇ ମାଟିଆଳୁ ଏକ ଔଷଧି ସହ ସମାନ ଅଟେ I ଯଦି ଆପଣ ଏହା କୁ ନିୟମତି ସେବନ କରୁଛନ୍ତି ତେବେ ବ୍ଲଡ଼ ସୁଗାର ର ମାତ୍ରା ଆପଣ ଙ୍କ ଶରୀର ରେ ନିୟନ୍ତ୍ରିତ ହେଇ ରହିଥାଏ I ତେଣୁ ଦେଖିବାକୁ ଗଲେ ଏହା ଆପଣ ଙ୍କ ର ପେଟ ସମ୍ବନ୍ଧିତ ସବୁ ସମସ୍ୟା କୁ ଦୂର କରିଥାଏ I