ସ୍ମସାନ ଘାଟକୁ ମହିଳା ଙ୍କର ଯିବାକୁ କାହିଁକି ବାରଣ କରାଯାଇଛି? ଏହା ହେଉଛି ଏହା ପଛର ବଡ କାରଣ

ଆମ ଶାସ୍ତ୍ର ରେ ଏପରି ଅନେକ କିଛି କଥା ର ଉଲେଖ ରହିଛି ଓ ଆମେ ସମାଜ ରେ ଅନେକ କିଛି ନୀତି ନିୟମ ଦେଇ ଗତି କରିଥାଉ I ଏପରି କିଛି ପରମ୍ପରା ଯାହା ଅନେକ ଯୁଗ ଯୁଗ ରୁ ଆମେ ପାଳନ କରି ଆସୁଛୁ I ଜଣେ ବ୍ୟକ୍ତି ଙ୍କ ର ମୃତ୍ୟୁ ପରେ 16 ଗୋଟି ଅନ୍ତିମସଂସ୍କାର କ୍ରିୟା କରାଯାଇଥାଏ I କୌଣସି ବ୍ୟକ୍ତି ଙ୍କ ର ମୃତ୍ୟୁ ପରେ ତାଙ୍କ ର ଶେଷ ଯାତ୍ରା ବାହାରିଥାଏ I ଏବଂ ଅନ୍ତିମ ଯାତ୍ରା ରେ କେବଳ ପୁରୁଷ ମାନେ ହିଁ ସାମିଲ ହେଇଥାନ୍ତି I ଏଥିରେ କୌଣସି ମହିଳା ସାମିଲ ହେଇ ନ ଥାନ୍ତି I

ହିନ୍ଦୁ ଧର୍ମ ରେ ପାର୍ଥିବ ଶରୀର କୁ ସୂର୍ଯ୍ୟାସ୍ତ ପୂର୍ବ ରୁ ଦାହ କରିବା ର ପ୍ରଥା ରହିଛି I ସନାତନ ଧର୍ମ ରେ ସାଧୁ ଙ୍କୁ ସମାଧି ଓ ସମନ୍ଵୟାଜନ ଙ୍କ ର ଦାହ ପ୍ରଥା ରହିଛି I ଏହା ପଛ ରେ ଅନେକ କାରଣ ରହିଛି I ଏହି ସାଧୁ ସଂଥ ଙ୍କୁ ବିଶେଷ ସମାଧି ଦିଆ ଯାଇଥାଏ କାରଣ ତାଙ୍କ ଶାରୀରିକ ଉର୍ଜା ଓ ପ୍ରାକୃତିକ ରୂପେ ସଂସାର ରେ ପରିଭ୍ରମଣ କରିଥାଏ I ସାଧାରଣ ବ୍ୟକ୍ତି ଙ୍କ ର ମୃତ୍ୟୁ ପରେ ମଧ୍ୟ ଶାରୀରିକ ଆସକ୍ତି ରହିଥାଏ କିନ୍ତୁ ଏହି କାରଣ ରୁ ଦାହ ପ୍ରଥା ର ନିୟମ ରହିଛି I ମୃତ୍ୟୁ ପରେ ମୃତ ଶରୀର କୁ ଜାଳିବା ଦ୍ୱାରା ସବୁ ରୋଗ ସଂକ୍ରମଣ ଆଦି ନଷ୍ଟ ହେଇ ଯାଇଥାଏ I

କିନ୍ତୁ ଏହି ଅନ୍ତିମ ସଂସ୍କାର ରେ କୌଣସି ମହିଳା ଙ୍କୁ କେବେ ହେଲେ ସାମିଲ କରାଯାଇ ନ ଥାଏ I ଏହା ପଛ ରେ ଅନେକ ତଥ୍ୟ ରହିଛି I ଏପରି ମାନ୍ୟତା ରହିଛି କି ମହିଳା ଙ୍କ ର ହୃଦୟ କୋମଳ ଅଟେ ଏବଂ ସାମାନ୍ୟ କଥା ରେ ବି ସେମାନେ ଡରିଯାଇଥାନ୍ତି I ଅନ୍ତିମ ସଂସ୍କାର ସମୟ ରେ ମୃତ ଶରୀର କୁ ଅନେକ ପ୍ରକ୍ରିୟା ରେ ଜଳାଯାଇଥାଏ ଓ କପାଳ ଖଣ୍ଡନ ମଧ୍ୟ ଏକ କ୍ରିୟା ଯାହା କି ମହିଳାମାନେ ଦେଖି ଡରିଯାଇଥାନ୍ତି I

କିଛି ଲୋକ ଙ୍କ ର କହିବା ଅନୁସାରେ ମସାଣି ରେ ନକାରାତ୍ମକ ଶକ୍ତି ରହିଥାଏ ଏବଂ ମହିଳା ଙ୍କ ଶରୀର ରେ ସହଜ ରେ ଏହି ନକାରାତ୍ମକ ଶକ୍ତି ପ୍ରବେଶ କରିଯାଇଥାଏ I ଏହି ନକାରାତ୍ମକ ଶକ୍ତି ଦ୍ୱାରା ଅନେକ ସଂକ୍ରମଣ ଓ ରୋଗ ହେବାର ଆଶଙ୍କା ମଧ୍ୟ ରହିଥାଏ I

ଶାସ୍ତ୍ର ଅନୁସାରେ ଉଲେଖ ରହିଛି କି ଯେଉଁମାନେ ଅନ୍ତିମ ସଂସ୍କାର ରେ ସାମିଲ ହେଇଥାନ୍ତି ସେମାନେ ନିଜ ର ବାଳ କାଟିଥାନ୍ତି I ଏବଂ ଶବ ଜଳାଇବା ସମୟ ରେ ବାତାବରଣ ରେ କୀଟାଣୁ ହେଇଯାଇଥାନ୍ତି I ମହିଳାଙ୍କ ର ଶରୀର କୋମଳ ହେଇଥିବା କାରଣ ରୁ ସେମାନେ ଶୀଘ୍ର ସଂକ୍ରମିତ ହେବାର ଆଶଙ୍କା ରହିଥାଏ I ଏହି ସବୁ କାରଣ ରୁ ଅନ୍ତିମ ଯାତ୍ରା ରେ ମହିଳା ଯିବା ଶୁଭ ହେଇ ନ ଥାଏ I