ବର୍ଷ ୨୦୨୦ ମସିହାରେ ଏହି ରାଶିଙ୍କ ଉପରେ ରହିବ ଶନି କୋପ ବା ସାଢେ ସାତି,ବଞ୍ଚିବା ପାଇଁ କରନ୍ତୁ ଏହି ଉପାୟ

ଜୋତିଷ ଶାସ୍ତ୍ର ଅନୁସାରେ ସନିଦେବ ଙ୍କୁ ନ୍ୟାୟ ର ଦେବତା କୁହାଯାଇଥାଏ I ଏପରି ମାନ୍ୟତା ରହିଛି କି ମନୁଷ୍ୟ ର କର୍ମଫଳ ଅନୁସାରେ ହିଁ ସନିଦେବ ଙ୍କ ର କୃପା ଓ କ୍ରୋଧ ଦୃସ୍ଟି ରହିଥାଏ I କୁଣ୍ଡଳୀ ରେ ଖରାପ ଗ୍ରହ ଙ୍କ ର ପ୍ରଭାବ କୁ ନେଇ ମନୁଷ୍ୟ ଜୀବନ ରେ ଅନେକ କଷ୍ଟ ଯନ୍ତ୍ରଣା ଅନୁଭବ କରିଥାଏ I

ଅଶୁଭ ଗ୍ରହ ଙ୍କ ର ସ୍ତିତି ରେ ସାଢେ ସାତି ଶନି ଙ୍କ ର କୃପା କୁଣ୍ଡଳୀ ରେ ରହିଥାଏ I 2020 ମସିହା ରେ ସନିଦେବ ନିଜ ର ରାଶି ପରିବର୍ତନ କରୁଛନ୍ତି ଏବଂ ଧନୁ ରାଶି ରୁ ବାହାରି ମକର ରାଶି ରେ ପ୍ରବେଶ କରୁଛନ୍ତି I ଯାହା ର ପ୍ରଭାବ ଅନେକ ରାଶି ଉପରେ ପ୍ରତିଫଳିତ ହେବାକୁ ଯାଉଛି I

24 ଜାନୁୟାରୀ 2020 ରେ ସନିଦେବ ନିଜ ର ରାଶି ପରିବର୍ତନ କରିବେ I ତେବେ ଚାଲନ୍ତୁ ଜାଣିବା କେଉଁ ରାଶି ଉପରେ ରହିବ ଏହା ର ଖରାପ ପ୍ରଭାବ I

2020 ମସିହା ରେ ଏହି ରାଶି ଉପରେ ରହିବ ସନିଦେବ ଙ୍କ ର କୋପ ଦୃଷ୍ଟି

ଶନି ଙ୍କ ର ସାଢେ ସାତି
2020 ରେ ଧନୁ , ମକର ଓ କୁମ୍ଭ ରାଶି ର ଜାତକ ର ଲୋକେ ସାଢେ ସାତି ଶନି ଙ୍କ ର କୋପ ଦୃଷ୍ଟି ରହିଥାଏ I ଏହି ତିନି ରାଶି ଉପରେ ସନିଦେବ ଙ୍କ ର କୋପ ଦୃଷ୍ଟି ପ୍ରତିଫଳିତ ହେବ I ଏବଂ ଏହା ପ୍ରାୟ ସାଢେ ସାତ ବର୍ଷ ରହିବ I

ସନିଦେବ ଙ୍କ ର ଛାୟା
2020 ମସିହା ରେ ମିଥୁନ ଓ ତୁଳା ରାଶି ର ଜାତକ ଉପରେ ସନିଦେବ ଙ୍କ ର ସାମାନ୍ୟ ପ୍ରଭାବ ରହିବ I ଏବଂ ଅନେକ କଷ୍ଟ ର ସମୁଖୀନ ମଧ୍ୟ କରିପାରନ୍ତି I

ଉପାୟ
ସନିଦେବ ଙ୍କ ର ସାଢ଼େସାତି ରୁ ରକ୍ଷ୍ୟା ପାଇବା କୁ ଆପଣ ଏହି ଉପାୟ ଆପଣେଇବେ I

-କୁଣ୍ଡଳୀ ରେ ସାଢ଼େସାତି ଶନି ଦେବ ଙ୍କ ର କୋପ ଆରମ୍ଭ ହେଲେ ଆପଣ ସନିଦେବ ଙ୍କ ର ମନ୍ଦିର ଯାଇ ସୋରିଷ ତେଲ ର ଦୀପ ଅର୍ପଣ କରନ୍ତୁ I

-ସନିଦେବ ଙ୍କ କୋପ ରୁ ରକ୍ଷ୍ୟା ପାଇବା କୁ ହେଲେ କଳା କପଡା ଓ ରାଶି ତେଲ ଦାନ କରନ୍ତୁ I

-ଦଶରଥ ଙ୍କ ର ସନିଦେବ ଶ୍ଳୋକ ପାଠ କରନ୍ତୁ I ଏହି ଉପାୟ କୁ ଆପଣେଇ ଆପଣ ସନିଦେବ ଙ୍କ ର କୋପ ରୁ ବଂଚିପାରିବେ I

-ଲଗାତାର ସାତ ଶନିବାର ରେ ହନୁମାନ ମନ୍ଦିର ଓ ସନିଦେବ ଙ୍କ ମନ୍ଦିର ଯାଇ ରାଶି ତେଲ ର ଦୀପ ଅର୍ପଣ କରନ୍ତୁ I

-ପ୍ରତୋକ ଦିନ ରେ ଅଶ୍ୱସ୍ତ ବୃକ୍ଷଞ ରେ ଜଳ ଅର୍ପଣ କରନ୍ତୁ I ଏବଂ 7 ଥର ଏହି ବୃକ୍ଷ ରେ ପରିକ୍ରମା କରନ୍ତୁ I

– ଓଁ ପ୍ରା ପ୍ର ପ୍ର ଶନିଦେବାୟ ନମଃ ମନ୍ତ୍ର ଜପ କରନ୍ତୁ I ପ୍ରତୋକ ଦିନ ଏହି ମନ୍ତ୍ର କୁ ଜପ କରନ୍ତୁ ଏବଂ ରାଶି ତେଲ ର ଦୀପ ଅର୍ପଣ କରନ୍ତୁ I

ଏହି 5 ଗୋଟି ମନ୍ତ୍ର ଦ୍ୱାରା ସନିଦେବ ଙ୍କ କୋପ ରୁ ରକ୍ଷ୍ୟା ପାଇବେ
1.ଓଁ ସନ୍ନିଡେବିର୍ଭିସ୍ତ୍ୟ ଓପୋ ଭବନ୍ତୁ ପିଟିଏ ସଂୟର୍ଭିସ୍ତ୍ରାଵସ୍ତୁ ନମଃ II
2. ଓଁ ପ୍ରା ପ୍ର ପ୍ର ଶନିଦେବାୟ ନମଃ II
3.ମନ୍ତ୍ର ଓଁ ଏ ହୃ ଶ୍ରୀ ଓଁ ଶନିଦେବାୟ ନମଃ
4.କନେଷ୍ଟ ପିଙ୍ଗଳ ବୈଭରୁ କୃଷ୍ଣା ରୋୖଦ୍ରନ୍ତକ ଯମ I
ସୌରୀ ସାନିଚ୍ଛାରୟ ମନ୍ଦ ପିପଲଡେନ ସଂସ୍ତୁତ II
5.ଶନି ଙ୍କ ର ତନ୍ତ୍ରୋକତ ମନ୍ତ୍ର ଓଁ ପ୍ରା ପ୍ର ପ୍ର ଶନିଦେବାୟ ନମଃ I

Share Your Comments Below