ସ୍ୱୟଂ ମା ଲକ୍ଷ୍ମୀଙ୍କ ସ୍ୱରୂପ ହୋଇଥାନ୍ତି ଏହି ମାସରେ ଜନ୍ମ ନେଉଥିବା ଝିଅ ମାନେ, ଯେଉଁ ଘରେ ଥାନ୍ତି ସେଠି କେବେବି ଅଭାବ ଆସେ ନାହିଁ

ହିନ୍ଦୁ ଧର୍ମ ରେ ଝିଅ ଙ୍କୁ ମାତା ଲକ୍ଷ୍ମୀ ଙ୍କ ର ସ୍ୱରୂପ କୁହାଯାଇଥାଏ I ଶାସ୍ତ୍ର ରେ ନାରୀ ଙ୍କୁ ସ୍ୱୟଂ ମାତା ଲକ୍ଷ୍ମୀ ଙ୍କ ସହ ତୁଳନା କରାଯାଇଛି I ତେଣୁ ହିନ୍ଦୁ ଧର୍ମ ରେ ଘରେ ଝିଅ ଜନ୍ମ ହେଲେ ଅନେକ ଲୋକେ ଅଭିନନ୍ଦନ ଜଣାଇଥାନ୍ତି I ଏବଂ ଏପରି ବି ମାୟତ ରହିଛି କି ଝିଅ ଜନ୍ମ ହେଲେ ଘର କୁ ମାତା ଲକ୍ଷ୍ମୀ ଆସିଥାନ୍ତି I

ଶାସ୍ତ୍ର ରେ ଏପରି କିଛି ମାସ ର ଉଲେଖ ରହିଛି ଯେଉଁ ମାସ ରେ ଝିଅ ଜନ୍ମ ଜନ୍ମ ହେଲେ ମାତା ଲକ୍ଷ୍ମୀ ଙ୍କ ର ଆଗମନ ହେବାର ଲୋକେ ଭାବିଥାନ୍ତି I ଝିଅ ଜନ୍ମ କୁ ନେଇ ସାରା ପରିବାର ଖୁସି ରେ ରହିଥାନ୍ତି I ଏବଂ ନିଜ କୁ ଖୁବ ଭାଗ୍ୟଶାଲୀ ବୋଲି ଭାବିଥାନ୍ତି I ଝିଅ ଜନ୍ମ ହେଲେ ବାପ ଘରେ ଓ ଶଶୁର ଘରେ ଲୋକେ ଖୁବ ଖୁସି ରେ ରହିଥାନ୍ତି I

ତେବେ ଚାଲନ୍ତୁ ଆଲୋଚନା କରିବା କେଉଁ ମାସ ରେ ଜନ୍ମ ହେଇଥିବା ଝିଅ ମାନେ ସାକ୍ଷ୍ୟାତ ଲକ୍ଷ୍ମୀ ଙ୍କ ର ସ୍ୱରୂପ ହେଇଥାନ୍ତି I

ଫ୍ରେବୁଆରି ମାସ
ଏହି ମାସ ରେ ଜନ୍ମିତ ଝିଅ ମାନେ ବହୁତ ଶାନ୍ତ ସ୍ଵଭାଵ ର ହେଇଥାନ୍ତି I ଏହି ଝିଅମାନେ ଖୁବ ବୁଦ୍ଧିମାନ ହେଇଥାନ୍ତି I ଏହି ଝିଅ ମାନେ ଯେଉଁ ଘର କୁ ବି ଯାଇଥାନ୍ତି ସେହି ଘରେ ସୁଖ ଶାନ୍ତି ଭରପୁର ରହିଥାଏ I ଏହି ଝିଅ ଯେଉଁ ଘର କୁ ବି ଯାଇଥାନ୍ତି ସେହ ଘର ର ଲୋକେ ସୁଖ ଶାନ୍ତି ରେ ଜୀବନ ଅତିବାହିତ କରିଥାନ୍ତି I

ଅପ୍ରେଲ ମାସ
ଯେଉଁ ଝିଅ ଙ୍କ ର ଜନ୍ମ ଅପ୍ରେଲ ମାସ ରେ ହେଇଥାଏ ସେହି ଝିଅ ମାନେ ସାକ୍ଷ୍ୟାତ ମାତା ଲକ୍ଷ୍ମୀ ଙ୍କ ର ସ୍ୱରୂପ ହେଇଥାନ୍ତି I ଶାସ୍ତ୍ର ଅନୁସାରେ ଏହି ମାସ ରେ ଜନ୍ମ ହେଇଥିବା ଝିଅମାନେ ବହୁତ ଶୁଭ ହେଇଥାନ୍ତି I ଯେଉଁ ଝିଅ ଙ୍କ ର ଜନ୍ମ ଏହି ମାସ ରେ ହେଇଥାଏ ସେହି ଝିଅମାନଙ୍କ ଉପରେ ଗ୍ରହ ଙ୍କ ର ଶୁଭ ଦୃଷ୍ଟି ପଡିଥାଏ I ଲୋକ ଙ୍କ ର ଜୀବନ ରେ କେବେହେଲେ ଧନ ର ଅଭାବ ରହି ନ ଥାଏ I

ଜୁନ ମାସ
ଯେଉଁ ଝିଅ ଙ୍କ ର ଜନ୍ମ ଏହି ମାସ ରେ ହେଇଥାଏ ସେମାନେ ବହୁତ ଭାଗ୍ୟଶାଲୀ ହେଇଥାନ୍ତି I ଝିଅ ଙ୍କ ର ଜନ୍ମ ଏହି ଜୁନ ମାସ ରେ ହେବା ଦ୍ୱାରା ଆପଣ ଙ୍କ ର ସବୁ ଆର୍ଥିକ ସମସ୍ୟା ର ସମଧନ ହେଇଥାଏ I ଆପଣ ଜୀବନ ରେ ସବୁ କ୍ଷେତ୍ର ରେ ସଫଳ ହେଇଥାନ୍ତି I କାର୍ଯ୍ୟ କ୍ଷେତ୍ର ରେ ଉତ୍ତମ ଫଳ ପ୍ରାପ୍ତି କରିଥାନ୍ତି I

ସେପ୍ଟେମ୍ବର ମାସ
ଯେଉଁ ଝିଅ ଙ୍କ ର ଜନ୍ମ ସେପ୍ଟେମ୍ବର ମାସ ରେ ହେଇଥାଏ ତାଙ୍କ କୁଣ୍ଡଳୀ ରେ ଚନ୍ଦ୍ର , ବୁଦ୍ଧ ଓ ଶୁକ୍ର ଙ୍କ ର ପ୍ରଭାବ ରହିଥାଏ I ଏହି ଝିଅମାନେ ଖୁବ ଧନୀ ହେଇଥାନ୍ତି I ଏହି ଝିଅ ଙ୍କ ର ବିବାହ ଖୁବ ଆଡମ୍ବର ସହକା ରେ ହେଇଥାଏ I