ମାତା ସୀତା ଦେଇଥିଲେ ଏହି 4 ଗୋଟି ଜାତିକୁ ଅଭିଶାପ, ଯାହାର ପ୍ରକୋପ ଆଜି ମଧ୍ୟ ଭୋଗୁଛନ୍ତି ଆମେ

ସୀତା ରାମାୟଣ ଓ ରାମକଥା ତଥା ଅନ୍ୟ ରାମଚରିତମାନସ ର ମୁଖ୍ୟ ପାତ୍ର ଅଟନ୍ତି I ସୀତା ମିଥିଳା ର ରାଜା ଜନକ ଙ୍କ ର ଜେଷ୍ଠ ପୁତ୍ରୀ ଅଟନ୍ତି I ତାଙ୍କ ର ବିବାହ ଅଯୋଧ୍ୟା ର ରାଜା ଦଶରଥ ଙ୍କ ର ଜେଷ୍ଠ ପୁତ୍ର ଶ୍ରୀ ରାମ ଙ୍କ ସହ ହେଇଥିଲା I ପ୍ରଭୁ ଶ୍ରୀ ରାମ ସ୍ଵୟମ୍ବର ରେ ଶିବ ଧନୁ ଭାଙ୍ଗି ମାତା ସୀତା ଙ୍କୁ ବିବାହ କରିଥିଲେ I

କିନ୍ତୁ ବିବାହ ପରେ ସୀତା , ଶ୍ରୀ ରାମ ଙ୍କ ସହ ବନବାସ ଯାତ୍ରା ମଧ୍ୟ କରିଥିଲେ I ବନବାସ ସମୟ ରେ ସେ ଖବର ପାଇଥିଲେ କି ତାଙ୍କ ପିତା ଦଶରଥ ଙ୍କ ର ଦେହାନ୍ତ ହେଇଯାଇଛି I କିନ୍ତୁ ପିତା ଙ୍କ ର ଆଦେଶ ଅନୁସାରେ ଶ୍ରୀ ରାମ ନିଜ ପିତା ଙ୍କ ର ଶେଷ ଦର୍ଶନ ମଧ୍ୟ କରିପାରି ନ ଥିଲେ I

କିନ୍ତୁ ରାମ , ଲକ୍ଷ୍ମଣ ଓ ସୀତା ନିଶ୍ଚିତ କରିଥିଲେ କି ସେହି ଜଙ୍ଗଲ ରେ ସେ ହିଁ ସେ ନିଜ ପିତା ଙ୍କ ର ପିଣ୍ଡଦାନ କରିବେ I ରାମ ଓ ଲକ୍ଷ୍ମଣ ପିଣ୍ଡଦାନ ର ସମସ୍ତ ଉପକରଣ ଆଣିବାରେ ବିଳମ୍ବ କରିଥିଲେ ଏଣେ ସମୟ ଗଡି ଗଡି ଯାଉଥିଲା ଏହା ଦେଖି ସୀତା ନିଜେ ନିଜେ ପିଣ୍ଡଦାନ କରିଥିଲେ I ଏବଂ ଏହି କାର୍ଯ୍ୟ ର ପ୍ରତକ୍ଷ ଦର୍ଶୀ ରୂପେ ସେ ଏକ ପଣ୍ଡିତ , କୋବା , ଏକ ଗାଈ ଓ ଫଲ୍ଗୁ ନଦୀ କୁ ରଖିଥିଲେ I

ରାମ ଚନ୍ଦ୍ର ଫେରିବା ପରେ ସୀତା କହିଲେ ତୁମ ଆସିବା ରେ ବିଳମ୍ବ ହେବାରୁ ମୁ ପିଣ୍ଡଦାନ କରିଦେଇଛି I ଏବଂ ପ୍ରତକ୍ଷ ଦର୍ଶୀ ଙ୍କୁ ଆପଣ ପଚାରିପାରିବେ I କିନ୍ତୁ ରାମ ଚନ୍ଦ୍ର ଏହି ବିଷୟ ରେ ପଚାରିବାରୁ ଏହି ପ୍ରତକ୍ଷ ଦର୍ଶୀ ମାନେ କହିଥିଲେ ଆମେ କିଛି ଦେଖିନାହୁଁ I ଏହା ପରେ ଦଶରଥ ଙ୍କ ର ଆତ୍ମା ସେଠାରେ ପ୍ରକଟ ହେଇଥିଲା I ଏବଂ ଘଟିଥିବା ଘଟଣା ବିଷୟ ରେ ଜଣାଇଥିଲେ I ରାମ ଚନ୍ଦ୍ର ସତ କଥା ଜାଣିପାରିଥିଲେ I ଏହି ସମୟ ରେ ହିଁ ସୀତା ଏହି ଚାରି ଜଣ ପ୍ରତକ୍ଷ୍ୟ ଦର୍ଶୀ ଙ୍କୁ ଅଭିଶାପ ଦେଇଥିଲେ I