ମଟନ ଖାଇବା ପରେ ଭୁଲରେ ମଧ୍ୟ ଏହି ଜିନିଷ ଖାଆନ୍ତୁ ନାହିଁ, ନଚେତ ଆପଣଙ୍କର ବି ହୋଇପାରେ ଏପରି ଅବସ୍ଥା…

ଖାଦ୍ୟ ପେୟ ମାମଲା ରେ ନିଜ ନିଜ ର ମତାମତ ପସନ୍ଦ ଅଲଗା ଲାଗ ରହିଥାଏ | କିଛି ଲୋକେ ଥାନ୍ତି କେବଳ ଅଣ୍ଡା ଖାଇବାକୁ ପସନ୍ଦ କରିଥାନ୍ତି ତ କିଛି ଲୋକେ ଥାନ୍ତି ଯେଉଁମାନେ ମାଂସ ଖାଈବାଉ ପସନ୍ଦ କରିଥାନ୍ତି | ତେବେ ମଟନ ଖାଉଥିବା ଲୋକଙ୍କ ର ସଂଖ୍ୟା ଆମ ଦେଶ ରେ ଖୁବ ଅଧିକ ଦେଖିବାକୁ ମିଳିଛି |

ତେବେ ଯେଉଁ ଲୋକେ ମଟନ ଖାଇବା ର ସଉକିନ ସେହି ଲୋକେ ପ୍ରତୋକ 3 -4 ଦିନ ମଧ୍ୟ ରେ ମଟନ ଖାଇଥାନ୍ତି | ତେବେ ଏପରି କିଛି କଥା ରହିଛି ଯାହା କି ମଟନ ଖାଇବା ପରେ ଆପଣ ଙ୍କୁ ଏହି ବାବଦ ରେ ଧ୍ୟାନ ଦେବାକୁ ହେଇଥାଏ |

ମହୁ

କୁହାଯାଇଥାଏ ମଟନ ଖାଇବା ପରେ କେବେ ହେଲେ ମହୁ ଖାଇବା ଉଚିତ ନୁହେ କାରଣ ମଟନ ଗରମ ହେଇଥାଏ ଓ ମହୁ ବି ଗରମ ହେଇଥାଏ ତେଣୁ ଏହା ଶରିର ପାଁଇ କ୍ଷତିକାରକ ହେଇଥାଏ |

କ୍ଷୀର

ଏହା ବି ଦେଖିବାକୁ ମିଳିଥାଏ ମଟନ ଖାଇସାରି କେବେ ହେଲେ କ୍ଷୀର ର ସେବନ କରିବା ଉଚିତ ନୁହେ | କାରଣ କ୍ଷୀର ରେ ଆଣ୍ଟିବାୟୋଟିକ ତତ୍ୱ ରହିଥାଏ ଯାହା କି, ମଟନ ଖାଇସାରି ସଂଗେ ସଂଗେ କ୍ଷୀର ପିଇବା ଦ୍ୱାରା ପେଟ ରୋଗ ପରି ନାନା ସମସ୍ୟା ଦେଖାଦେଇଥାଏ |

ଆହୁରି ମଧ୍ୟ ଏପରି କିଛି କଥା ରହିଛି ଯାହା କୁ ଧ୍ୟାନ ରଖିବା ଉଚିତ |
କିଛି ଲୋକେ ଏପରି ରହିଥାନ୍ତି ଯେଉଁମାନେ ଖାଦ୍ୟ ଖାଇସାରି ଚା ପିଇବା କୁ ପସନ୍ଦ କରିଥାନ୍ତି ଏହା ଏକ ସମ୍ପୂର୍ଣ ଖରାପ ଅଭ୍ୟାସ ଅଟେ |

କିଛି ଏପରି ବି ଲୋକେ ଥାନ୍ତି ଯେଉଁମାନେ ଖାଇସାରି ସଂଗେ ସଂଗେ ସୋଇପଡିଥାନ୍ତି | ଏପରି ବି କରିବା ଅନୁଚିତ ହେଇଥାଏ କାରଣ ଖାଦ୍ୟ ଖାଇସାରି 15-20 ମିନିଟ ବସିବା ଉଚିତ ଏବଂ ଟିକେ ଚଲାବୁଲା କରିକି ହିଁ ଶୋଇବା ଉଚିତ |