ଆଜି ଆମେ ଆପଣଙ୍କୁ ଜଣେ ସୁନ୍ଦରୀ ଯୁବତୀଙ୍କ ବିଷୟ ରେ କହିବା କୁ ଯାଉଛୁ ଯିଏ କି ମାତ୍ର 21 ବର୍ଷ ବୟସରେ ସାଧୁଆଣି ହୋଇଗଲେ | ୟାଙ୍କର ସତ୍ୟତା ଜାଣିଲେ ଆପଣ ବି ସ୍ତବ୍ଦ ରହିଯିବେ | ପିଲାମାନେ ଛୋଟ ବେଳରୁ ହିଁ ସ୍ୱପ୍ନ ଦେଖିଥାନ୍ତି ସେମାନେ ବଡ ହୋଇ କଣ ହେବେ, କିନ୍ତୁ ଆଜି ଆମେ ଯେଉଁ ଯୁବତୀଙ୍କ ବିଷୟରେ କହୁଚୁ ସେ କେବେ ଏପରି ସ୍ଵପ୍ନ ଦେଖିନଥିଲେ | ବରଂ ସେ ଧର୍ମର ରାସ୍ତାକୁ ଆପଣେଇଥିଲେ ଅର୍ଥାତ ସନ୍ୟାସୀ ହେଇଯାଇଥିଲେ | ହଁ ଆମେ ଆଜି କଥା ହେଉଛନ୍ତି ଜୟା କିଶୋରୀ ଜି ଙ୍କର ସମ୍ପର୍କରେ ଯିଏ ମାତ୍ର 21 ବର୍ଷ ବୟସରେ ସନ୍ୟାସୀ ହେଇଯାଇଥିଲେ ଓ ଲୋକଙ୍କୁ ଧର୍ମର ରାସ୍ତା ଡେ଼ଇଖାଉଛନ୍ତି |
ଆପଣ ଭାବୁଥିବେ ରଙ୍ଗ ରୂପରେ ଏତେ ସୁନ୍ଦର ହେବା ପରେ ବି ଏ କିପରି ସାଂସାରିକ ସୁଖର ରାସ୍ତାରେ ନ ଯାଇ ସନ୍ୟାସୀ କିପରି ହେଇଗଲେ | ଯେଉଁ ବୟସରେ ଝିଅମାନେ ନିଜର ସୁନ୍ଦରତାର ପ୍ରଶଂସା ଶୁଣିବାକୁ ଚାହୁଁଥାନ୍ତି, ମଡେଲିଙ୍ଗ, ଆକ୍ଟିଙ୍ଗ ରେ କ୍ୟାରିୟର କରିବାକୁ ଚାହିଁ ଥାନ୍ତି ସେହି ବୟସରେ ଜୟାଜି ସବୁ କିଛି ଛାଡି ସନ୍ୟାସୀ ହେବାକୁ ନିଷ୍ପତି ନେଇଥିଲେ | ଜୟାଜି ଙ୍କର ଜନ୍ମ 13 ଜୁଲାଇ 1996ରେ ରାଜସ୍ତାନ ର ସୁଜନଗଡ଼ ସହରରେ ହେଇଥିଲା I ଛୋଟ ବେଳରୁ ହିଁ ତାଙ୍କର ଭଗବାନ ପ୍ରତି ବହୁତ ଆସ୍ଥା ଥିଲା | ଯବାନ ବୟସରେ ତାଙ୍କର ସାଧୁ ହେବା ତାଙ୍କ ପାଇଁ ବୋହହୁତ କଠିନ ନିଷ୍ପତି ଥିଲା କାରଣ ଏହି କଥାକୁ ପ୍ରଥମେ ଘର ଲୋକ ମାନିବାକୁ ନାରାଜ ଥିଲେ କିନ୍ତୁ ପରେ ଘର ଲୋକ ମାନିଯାଇଥିଲେ | ଆଜି ଧର୍ମ କ୍ଷେତ୍ରରେ ଜୟାଜି ଙ୍କର ନା ପୁରା ଆଦରରେ ନିଆଯାଉଛି | କେବଳ ରାଜସ୍ତାନରେ ନୁହଁ ପୁରା ଭାରତରେ ଏବେ ତାଙ୍କୁ ସମ୍ନାନ ମିଳୁଛି |
ସେ ଆଜିକା ସମୟ ରେ ଜଣେ କଥାବାଚକ ଓ ଭଜନ ଗାୟିକା ଅଟନ୍ତି I ତାଙ୍କ ଘରେ ଆରମ୍ଭ ରୁ ହିଁ ଭକ୍ତିଭାବ ର ପରିବେଶ ଥିଲା I ଯେତେବେଳେ ସେ 6 ବର୍ଷ ବୟସ ର ଥିଲେ ଭଗବାନ କ୍ରିଷ୍ଣା ଙ୍କ ପାଁଇ ବିଶେଷ ରୂପେ ପୂଜା କରୁଥିଲେ ଏବଂ ଭଗବାନ ଶ୍ରୀ କ୍ରିଷ୍ଣା ଙ୍କୁ ହିଁ ସେ ନିଜ ର ସବୁ କିଛି ମାନୁଥିଲେ I 10 ବର୍ଷ ବୟସ ରେ ସେ ସୁଂଦରକଣ୍ଡ ଗାଇକି ଅନେକ ଭକ୍ତ ଙ୍କ ର ମନ କିଣିପାରିଥିଲେ I ତାଙ୍କ ପରିବାର ରେ ଜୟା ସବୁଠାରୁ ସାନ ଅଟନ୍ତି I
ତାଙ୍କ ର ଆଜି ପର୍ଯ୍ୟନ୍ତ ବିବାହ ହେଇନାହିଁ I ତାଙ୍କ ର କଥା ଓ ଭଜନ ଶୁଣିବା କୁ ଲକ୍ଷ ଲକ୍ଷ ସଂଖ୍ୟା ରେ ଭକ୍ତ ଙ୍କ ର ସମାଗମ ହେଇଥାଏ I ସେ ଅନେକ ଆଲ୍ବମ୍ରେ ଭଜନ ମଧ୍ୟ ଗାଇଛନ୍ତି I ଯାହା ଆପଣ ୟୁଟୁବ ରେ ପାଇପାରିବେ I କୃଷ୍ଣ ଲୀଳା ଭଜନ କହିଲେ ଲୋକେ କେବଳ ଜୟା କିଶୋରୀ ଙ୍କୁ ହିଁ ୟୁଟୁବ ରେ ସର୍ଚ୍ଚ କରିଥାନ୍ତି I
ମାତ୍ର ୨୧ ବର୍ଷ ବୟସରେ ଏହି ସୁନ୍ଦରୀ ଯୁବତୀ ହେଇଗଲେ ବ୍ରହ୍ମଚାରୀ, ସତ୍ୟତା ଜାଣିଲେ ଆପଣ ବି ଝଟକା ଖାଇଯିବେ
