ମ୍ୟାକ୍ସୱେଲ ଏହି ବଡ ରୋଗରେ ହେଲେ ପୀଡିତ, କ୍ରିକେଟରୁ ଦୂରେଇ ଯିବା ପାଇଁ ନେଲେ ନିଷ୍ପତି

ମେଁକ୍ସୱେଲ ଙ୍କ ର ଜନ୍ମ 14 ଅକ୍ଟୋବର 1988 ରେ ହେଇଥିଲା I ସେ ଜଣେ ଅନ୍ତରାଷ୍ଟ୍ରୀୟ କ୍ରିକେଟର ରୂପେ ପରିଚିତ ହେଇଥିଲେ I ସେ ଅଷ୍ଟ୍ରେଲିଆ ପାଁଇ ଏକ ଦିବସୀୟ ଓ 20 20 କ୍ରିକେଟ ଖେଳିଥିଲେ I ସେ ଅଷ୍ଟ୍ରେଲିଆ ପାଁଇ ଟେଷ୍ଟ କ୍ରିକେଟ ମଧ୍ୟ ଖେଳିଥିଲେ I ଅଷ୍ଟ୍ରେଲିଆ ଘରୋଇ କ୍ରିକେଟ ରେ ଵିକଟୋରିୟ ଓ ମେଲବରଣ ଆଦି କାଉଣ୍ଟି କ୍ରିକେଟ କ୍ଲବ ର ପ୍ରତିନିଧିତ୍ୱ କରିଥାନ୍ତି I

ସେ 2010 ରେ 20 20 ବିଗ ବେଶ ରେ ଵିକଟୋରିୟ ପାଁଇ ନିଜ ର କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ I 2015 ର ବିଶ୍ୱକପ ରେ ଶ୍ରୀ ଲଙ୍କା ବିପକ୍ଷ ରେ 52 ଗୋଟି ବଲ ରେ 102 ରନ କରିଥିଲେ I ଦ୍ୱିତୀୟ ସବୁଠାରୁ ବଡ଼ ବିଶ୍ୱକପ ଶତକ ସେ 2016 ରେ ଶ୍ରୀ ଲଙ୍କା ବିପକ୍ଷ ରେ 65 ବଲ ରେ 145 ରନ କରି କରିଥିଲେ I ଏହା 20 20 ସିରିଜ ର ସବୁଠାରୁ ବଡ଼ ରନ ଥିଲା I

ବର୍ତମାନ କ୍ରିକେଟ ଜଗତ ରେ ଏକ ଆଶ୍ଚଯ୍ୟକର ଘଟଣା ଶୁଣିବାକୁ ମିଳିଛି I ଅଷ୍ଟ୍ରେଲିଆ ର ସୁପରିଚିତ ଅଲ୍ରାଉଣ୍ଡର ଖେଳାଳି ମେଁକ୍ସୱେଲ ବର୍ତମାନ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରୁ ବିରତି ନେଇଛନ୍ତି I

ମେଁକ୍ସୱେଲ ଫିଜିୟ ମାଇକଳ ଲେୟାର୍ଡ଼ ମାନସିକ ଗତ ସମସ୍ୟା ଦେଖିବାକୁ ମିଳିଛି I ତେଣୁ କୌଣସି କଠିନ କାମ ନ କରି ସେ ବିଶ୍ରାମ ନେବାକୁ ଚାହୁଁଛନ୍ତି I ଏପରି କ୍ଷେତ୍ର ରେ ଅନିଶ୍ଚିତତା ସମୟ ପର୍ଯ୍ୟନ୍ତ ମେଁକ୍ସୱେଲ ଏହି ନିଷ୍ପତି ନେଇଛନ୍ତି I

ତେବେ ଗ୍ଲେନ ଙ୍କୁ ସାରା ଦେଶବାସି ଙ୍କ ର ପୁର୍ଣ ସମର୍ଥନ ରହିଛି I ସେ ଜଣେ ବିଶେଷ ଖେଳାଳି ଅଟନ୍ତି I ଏବଂ ଅଷ୍ଟ୍ରେଲିଆ କ୍ରିକେଟ ଟିମ ପାଁଇ ଜଣେ ବିଶେଷ ଖେଳାଳି ମଧ୍ୟ ଅଟନ୍ତି I ତେଣୁ ଆଶା ରଖିଛନ୍ତି କି ଆଗାମୀ ସମୟ ରେ ମେଁକ୍ସୱେଲ ଙ୍କୁ ପୁଣି କ୍ରିକେଟ ମୈଦାନ ରେ ଦେଖିବାକୁ ପାଇବେ I ବିଗତ ଦିନ ରେ ଶ୍ରୀ ଲଙ୍କା ବିପକ୍ଷ ରେ ହେଇଥିବା ପ୍ରଥମ ଟି 20 ମ୍ୟାଚ ରେ 28 ବଲ ରେ 62 ରନ କରିଥିଲେ I ଏବଂ ଏହି ସମୟ ରେ ସେ ବ୍ୟାଟିଂ କରି 7 ଗୋଟି ଚୌକା ଓ ତିନି ଗୋଟି ଛକ୍କା ମାରିଥିଲେ I ମେଁକ୍ସୱେଲ ଙ୍କ ସ୍ଥାନ ରେ ଟିମ ରେ ଦର୍ଶୀ ଙ୍କୁ ଚୟନ କରାଯାଇଛି I