ସାର୍ବଜନୀନ ସ୍ଥାନ ରେ କଣ୍ଡୋମ ର ନାମ ନେବାକୁ ଲୋକେ ସଂକୋଚ ମନେ କରିଥାନ୍ତି I ଲୋକେ ଉକ୍ତ ବ୍ୟକ୍ତି ଙ୍କୁ ଏପରି ନଜର ରେ ଦେଖିଥାନ୍ତି ଯେପରି ସେହି ବ୍ୟକ୍ତି କଣ୍ଡମ ନା ନେଇ କୌଣସି ବଡ଼ ପାପ କରି ଦେଇଛି I ତେଣୁ ଆପଣ ଅନୁମାନ କରିପାରୁଥିବେ ଯଦି ପୁଅମାନେ ମେଡ଼ିସିନ ଷ୍ଟୋର ରେ କଣ୍ଡୋମ କିଣିବା ରେ ଏପରି ଅବସ୍ଥା ତ ଝିଅ ଙ୍କ ର ଅବସ୍ଥା କିପରି ନ ଥିବ I
କିନ୍ତୁ ଏପରି ଏକ ଘଟଣା ରେ ଜଣେ ଯୁବତୀ ଯେତେବେଳେ ଏକ ମେଡ଼ିସିନ ଷ୍ଟୋର ରେ ବିନା ଲାଜ ରେ କଣ୍ଡୋମ ମାଗିଥିଲେ I ହଁ ବର୍ତମାନ ୟୁଟୁବ ରେ ଏକ ଏପରି ଭିଡିଓ ଭାଇରଲ ହେଉଛି I ଯେଉଁଥିରେ ଏକ ମେଡିକାଲ ଷ୍ଟୋର ରେ ଜଣେ ଯୁବତୀ ଦୋକାନୀ ଙ୍କୁ କଣ୍ଡୋମ ମାଗିଥିଲେ I
ଭିଡିଓ ରେ ଆପଣ ଦେଖିପାରିବେ ଯୁବତୀ ଙ୍କ ର ବୟଫ୍ରେଣ୍ଡ ଦୋକାନୀ ଙ୍କୁ କଣ୍ଡୋମ ମାଗିବାକୁ ଲାଜ କରୁଥିଲେ କିନ୍ତୁ ଯୁବତୀ ନିଃସଙ୍କୋଚ ରେ ଦୋକାନୀ ଙ୍କୁ କଣ୍ଡୋମ ମାଗିଥିଲେ I ଏହା ଶୁଣି ସବୁ ଲୋକେ ଆଶ୍ଚଯ୍ୟ ହେଇଥିଲେ I
ଭିଡିଓ ରୁ ଏପରି ଶିକ୍ଷ୍ୟା ଜିନିଷ ମିଳିଛି କି କଣ୍ଡୋମ କୁ ନେଇ ସମାଜ ରେ ଲୋକ ଙ୍କ ମନ ରେ ଯେଉଁ ଭ୍ରାନ୍ତି ଧାରଣା ରହିଛି ଏହା କୁ ଦୂର କରିବା ଅଟେ I କଣ୍ଡୋମ ର ବ୍ୟବହାର ଦ୍ୱାରା ଯେ ଏକ ନିରାପଦ ଶାରୀରିକ ସମ୍ବନ୍ଧ ରଖାଯାଇପାରିବ ଏହା ଲୋକେ ସଚେତ ହେବା ଉଚିତ I ତେବେ ୟୁଟୁବ ରେ ଏହି ଭିଡିଓ କୁ 36 ଲକ୍ଷ୍ୟ ରୁ ଅଧିକ ଲୋକେ ଦେଖିସାରିଲେଣି I