୧୭ ବର୍ଷ ବୟସରେ ବିଶ୍ୱ ସୁନ୍ଦରୀ ହେଇଥିଲେ ଏହି ସୁନ୍ଦରୀ ଅଭିନେତ୍ରୀ, ଏବେ ହେଇଯାଇଛି ଏପରି ଅବସ୍ଥା ଦେଖିଲେ ଆଖିରେ ଆସିଯିବ ଲୁହ

ବଲିଉଡ ଏକ ଏପରି ଇଣ୍ଡଷ୍ଟ୍ରି ଯେଉଁଠାରେ ଅନେକ କଳାକାର ଙ୍କୁ ଦେଖିବାକୁ ମିଳିଥାଏ I କିନ୍ତୁ ଏକ ନିର୍ଧାରିତ ସମୟ ପରେ କଳାକାର ମାନେ ଅଭିନୟ ଜଗତ ରୁ ଦୁରେଇ ଯାଇଥାନ୍ତି I ତେବେ ଆଜି ଆମେ ଆଲୋଚନା କରୁଛେ ବଲିଉଡ ଅଭିନେତ୍ରୀ ମିନାକ୍ଷୀ ଶେଷାଦ୍ରୀ ଙ୍କ ବିଷୟ ରେ I ବିଗତ 80 – 90 ଦଶକ ମଧ୍ୟ ରେ ସେ ଅନେକ ସୁପର ହିଟ ଫିଲ୍ମ କରିଛନ୍ତି I ଆଜିକା ସମୟ ରେ କିନ୍ତୁ ମିନାକ୍ଷୀ ଶେଷାଦ୍ରୀ ଙ୍କ ଗୁମନାମ ଜୀବନ ଅତିବାହିତ କରୁଛନ୍ତି I 16 ନଭେମ୍ବର ଦିନ ରେ ମିନାକ୍ଷୀ ନିଜ ର 56 ତମ ଜନ୍ମ ଦିବସ ପାଳନ କରିଛନ୍ତି I ତେବେ ଆଜି ଆମେ ମିନାକ୍ଷୀ ଶେଷାଦ୍ରୀ ଙ୍କ ର କିଛି ଜୀବନ ର ଅଭୁଲା ସ୍ମୃତି ବିଷୟ ରେ କହିବାକୁ ଯାଉଛୁ I

ମିନାକ୍ଷୀ ଶେଷାଦ୍ରୀ ଙ୍କ ର କ୍ୟାରିୟର ର ଆରମ୍ଭ 17 ବର୍ଷ ବୟସ ରେ ହେଇଥିଲା ଏବଂ ଏହି ବୟସ ରେ ସେ 1981 ରେ ମିସ ଇଣ୍ଡିଆ ବିଜେତା ହେଇଥଲେ I ଏହା ପରେ ତାଙ୍କୁ ବଲିଉଡ ରୁ ଅନେକ ଅଫର ମିଳିବା ଆରମ୍ଭ ହେଇଥିଲା I ସେ ପେଣ୍ଟର ବାବୁ ଫିଲ୍ମ ରୁ ଡେବ୍ୟୁ କରିଥିଲେ ଏବଂ ବାସ୍ତବ ଲୋକପ୍ରିୟତା ସେ ହିରୋ ଫିଲ୍ମ ରୁ ହିଁ ପାଇଥିଲେ I ତାଙ୍କ ଅପୋଜିଟ ରେ ଜ୍ୟାକି ସରାଫ ଥିଲେ I ଏବଂ ଏହା ପରେ ଦାମିନୀ ଫିଲ୍ମ ରୁ ମଧ୍ୟ ଲୋକପ୍ରିୟ ହେଇଥିଲେ I

ଏହା ପରେ ମିନାକ୍ଷୀ ଶେଷାଦ୍ରୀ ମେରୀ ଜଙ୍ଗ , ଘାୟଲ , ଘାତକ , ସେହେନ୍ସ , ଘର ହୋ ତୋ ଐସା ଓ ତୁଫାନ ପରି ଅନେକ ସୁପର ହିଟ ଫିଲ୍ମ ରେ କାମ କରିଥିଲେ I ମିନାକ୍ଷୀ ଶେଷାଦ୍ରୀ ଙ୍କ ର ସୁନ୍ଦରତା କୁ ନେଇ ସେ ଅନେକ ଫିଲ୍ମ ରେ ଦର୍ଶକ ଙ୍କ ପାଖ ରେ ଲୋକପ୍ରିୟ ହେଇପାରିଥିଲେ I କିନ୍ତୁ ଦୀର୍ଘ ବର୍ଷ ପରେ ତାଙ୍କ ସୁନ୍ଦରତା ରେ ଅନେକ ପରିବର୍ତନ ଆସିଛି I

ବଲିଉଡ ରେ ଅନେକ ସୁପର ହିଟ ଫିଲ୍ମ ଦେବା ପରେ ମିନାକ୍ଷୀ ଶେଷାଦ୍ରୀ 1995 ରେ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ହରିଶ ମଇଶୁର ଙ୍କୁ ବିବାହ କରିଥିଲେ I ଏବଂ ବିବାହ ପରେ ଆମେରିକା ର ପ୍ଲାନୋ ରେ ରହୁଥିଲେ I ସେ ନ୍ୟୁୟର୍କ ରେ ରେଜିଷ୍ଟର୍ଡ ମ୍ୟାରେଜ କରିଥିଲେ I ଏହି ବିବାହ ରେ ତାଙ୍କ ର ତିନି ଗୋଟି ସନ୍ତାନ ମଧ୍ୟ ହେଇଥଲେ I

ମିନାକ୍ଷୀ ଶେଷାଦ୍ରୀ ଙ୍କୁ ଅଭିନୟ କରିବା ସହ ଡ୍ୟାନ୍ସ କରିବା ମଧ୍ୟ ଅଧିକ ପସନ୍ଦ ଅଟେ I କିନ୍ତୁ ଆଜିକା ସମୟ ରେ ସେ ଫିଲ୍ମ ଜଗତ ରୁ ଦୁରେଇ ଯାଇଛନ୍ତି I ଏବଂ ସେ ଟେକ୍ସସ ରେ ନିଜ ର ଚେରିସ ଡ୍ୟାନ୍ସ ସ୍କୁଲ ନାମ ରେ ଏକ ଡ୍ୟାନ୍ସ ସ୍କୁଲ କରିଛନ୍ତି I ମିନାକ୍ଷୀ ଶେଷାଦ୍ରୀ ଏହି ଡ୍ୟାନ୍ସ ସ୍କୁଲ 2008 ରେ ଆରମ୍ଭ କରିଥିଲେ I ଏବଂ ଧୀରେ ଧୀରେ ଅନେକ ଲୋକପ୍ରିୟତା ମଧ୍ୟ ହାସିଲ କରିଥିଲେ I ଏଠାରେ ମିନାକ୍ଷୀ ଶେଷାଦ୍ରୀ ନିଜେ ଭାରତ ନାଟ୍ୟମ , କଥକ , କୁଚିପୁଡି ଓ ଓଡିଶୀ ଡ୍ୟାନ୍ସ କରିଥିଲେ I