ବରିଷ୍ଠ ଅଭିନେତା ଙ୍କ ଲିଷ୍ଟ ରେ ସୁନୀଲ ସେଠୀ ଙ୍କ ନାମ ମଧ୍ୟ ଆସିଥାଏ I ଫିଲ୍ମ ଇଣ୍ଡଷ୍ଟ୍ରି ରେ ଆନ୍ନା ନାମ ରେ ସୁନୀଲ ସେଠୀ ବେଶ ପରିଚିତ ଅଟନ୍ତି I ସେ ଫିଲ୍ମ କ୍ୟାରିୟର ରେ ଅନେକ ଲୋକପ୍ରିୟ ଫିଲ୍ମ କରିଛନ୍ତି I ଫିଲ୍ମ ପରଦେଶୀ ପରେ ପୁରା 4 ବର୍ଷ ପରେ ସୁନୀଲ ସେଠୀ ପୁଣି ବାଲିବୁଡ଼ କୁ ଏଣ୍ଟ୍ରି କରୁଛନ୍ତି I ସୁନୀଲ ସେଠୀ ଓ ଲୋକପ୍ରିୟ ଫିଲ୍ମ ନିର୍ଦେଶକ ପ୍ରିୟଦର୍ଶନ ପୁଣି ହାତ ମିଶାଇ ଛନ୍ତି I ଏବଂ ଦୁହେଁ ଦୀର୍ଘ 10 ବର୍ଷ ପରେ ଏକାଠି କାମ କରିବେ I
ଏହି ଫିଲ୍ମ ରେ ସୁନୀଲ ସେଠୀ ଏକ ବଡ଼ ଅଭିନୟ କରିବେ I ଏହା ପୂର୍ବ ରୁ ସୁନୀଲ ସେଠୀ ପ୍ରିୟଦର୍ଶନ ଙ୍କ ର ଫିଲ୍ମ ” ଦେ ଦନାଦନ ” ରେ କାମ କରିଥିଲେ I ଏହି ଫିଲ୍ମ ରେ ସୁନୀଲ ସେଠୀଏକ ସାମୁଦ୍ରିକ ଯୋଦ୍ଧା ଭୂମିକା ରେ ଅଭିନୟ କରିବାକୁ ଯାଉଛନ୍ତି I
ଖବର ମୁତାବିକ ବିଗତ ସପ୍ତାହ ରେ ହିଁ ଫିଲ୍ମ ର ସୁଟିଂ ଆରମ୍ଭ ହେଇଚି I ଫିଲ୍ମ ର ନାମ ମାର୍କଙ୍କଡ଼ – ଦ ଲାୟନ ଅଫ ଆର୍ବିୟନ ସି ରଖାଯାଇଛି I ଏହି ଫିଲ୍ମ ରେ ପ୍ରଭୁଂଦେବା ଓ ମୋହନଲଲ ମଧ୍ୟ ଅଛନ୍ତି I
ସୁନୀଲ ସେଠୀ ଙ୍କ ର ଏହି ଫିଲ୍ମ ବଜେଟ 150 କୋଟି ଟଙ୍କା ର ଅଟେ I ଏବଂ ଏହା ସୁନୀଲ ସେଠୀଙ୍କ କ୍ୟାରିୟର ର ସବୁଠାରୁ ବଡ଼ ଫିଲ୍ମ ଅଟେ I ଏବଂ ଏହି ଫିଲ୍ମ ରେ ଫିଲ୍ମ ବାହୁବଳୀ ପରି ଅନେକ VFX କାମ ମଧ୍ୟ ହେଇଚି I ଫିଲ୍ମ ଟି ଆଗାମୀ 2020 ରେ ବଡ଼ ପରଦା କୁ ଆସିବା ର ସମ୍ଭାବନା ରହିଛି I
ଏହି ଫିଲ୍ମ ଟି କେବଳ ହିନ୍ଦୀ ନୁହେଁ ତେଲୁଗୁ , ତାମିଲ ଓ ମାଲାୟାଲାମ ଭାଷା ରେ ରିଲିଜ ହେବ I ଏହି ଫିଲ୍ମ ର କାହାଣୀ ମୋହମ୍ମଦ ଅଲି ଓରଫ ମାର୍କଙ୍କଡ଼ ଚତୁର୍ଥ ଙ୍କ ଉପରେ ଆଧାରିତ ଅଟେ I ସୁନୀଲ ସେଠୀ ଫିଲ୍ମ ବଲଵାନ (1992) ରେ ଫିଲ୍ମ ଇଣ୍ଡଷ୍ଟ୍ରି ରେ ପାଦ ରଖିଥିଲେ I ଏହା ପରେ ସେ ଫିଲ୍ମ ବକ୍ତ ହାମାରା ହେ , ଦୀଲବାଲେ , ଅନ୍ତ , ମୋହରା , ଗୋପୀ କିଶନ , କ୍ରିଷ୍ଣା , ବର୍ଡ଼ର , ଜଜ ମୁଝରୀମ , ଭାଇ କାହାର , ଧଡକନ , ହୀରା ଫେରି ପରି ଅନେକ ଫିଲ୍ମ ରେ ସୁନୀଲ ସେଠୀ କାମ କରିଛନ୍ତି I
ସୁନୀଲ ସେଠୀ ଙ୍କ ଫିଲ୍ମ କ୍ୟାରିୟର ରେ ଫିଲ୍ମ ଧଡକନ ସବୁଠାରୁ ଅଧିକ ଲୋକପ୍ରିୟ ରହିଥିଲା I ଏଥିରେ ସେ ଅକ୍ଷୟ କୁମାର ଙ୍କ ର ଅପୋଜିଟ ରେ ଅଭିନୟ କରିଛନ୍ତି I ଏହି ଫିଲ୍ମ ରେ ସୁନ୍ଦର ଅଭିନୟ ପାଁଇ ସେ ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ପାଇଛନ୍ତି I