ସାର ମୋ ଝିଅ କୁଆଡେ ଚାଲି ଯାଇଛି….ସାର ଙ୍କର ଉତ୍ତର-‘ କାହା ସହ ଫେରାର ହୋଇଯାଇଥିବ ନହେଲେ ‘

ସଂସଦ ରୁ ସଡକ ପର୍ଯ୍ୟନ୍ତ ହାଇଦ୍ରାବାଦ ର ପଶୁ ମହିଳା ଡାକ୍ତରୀ ଙ୍କ ର ସହ ହେଇଥିବା ବଳାତ୍କାର ଓ ନିର୍ମମ ହତ୍ୟା କୁ ନେଇ ତୀବ୍ର ଅସନ୍ତୋଷ ଦେଖିବା କୁ ମିଳିଛି I ପିଡିତା ଙ୍କ ର ପରିବାର ଲୋକେ ଏପରି ଏକ ଆରୋପ ଆଣିଛନ୍ତି ଯାହା କୁ ନେଇ ପୁରା ପୋଲିସ ବିଭାଗ ଦାଇ ହେଇଚି I ମିଡ଼ିଆ ରିପୋର୍ଟ ଅନୁସାରେ ପିଡିତା ଙ୍କ ର ପିତା କିଛି ଅଘଟଣ ହେବା ଆଶଙ୍କା ରେ ରେ ଥାନା ରେ ପୂର୍ବ ରୁ ଅଭିଯୋଗ ଦେବାକୁ ଯାଇଥିଲେ I ସେତେବେଳେ ପୋଲିସ ପଚାରିଥିଲେ ତୁମ ଝିଅ କଣ କାହା ସହ ପଲାଇଛି I

ପରିବାର ର ଆରୋପ ଏହା କି ପୋଲିସ ଅଧିକାରୀ କହିଥିଲେ ଯାଇ ତୁମ ଝିଅ କୁ ଟୋଲ ପ୍ଲାଜା ପାଖ ରେ ଖୋଜ , ଏପରି କହି ପୋଲିସ ଅଧିକାରୀ ତାଙ୍କ ପରିବାର ଲୋକ ଙ୍କ ର କଥା ଶୁଣି ନ ଥିଲେ I

ପରିବାର ଲୋକ ଙ୍କ ର କହିବା ଅନୁସାରେ ରାତି 11 ଘଟିକା ରୁ ସକାଳ 3 ଘଟିକା ପର୍ଯ୍ୟନ୍ତ ପୋଲିସ କୌଣସି କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରି ନ ଥିଲା I ଯଦି ପୋଲିସ ହୁଏତ ସଠିକ ନିର୍ଣ୍ଣୟ ନେଇଥାନ୍ତେ ତେବେ ଯୁବତୀ ଙ୍କ ର ଜୀବନ ବଂଚିବା ର କିଛି ଆଶଙ୍କା ଥିଲା I

ଦୋଷୀ ଙ୍କୁ ଦଣ୍ଡ ଦେବାକୁ ଜନତା ଙ୍କୁ ହସ୍ତାନ୍ତର କରାଯାଉ କହିଲେ ସଂସଦ ଜୟା
ହାଇଦ୍ରାବାଦ ର ନିର୍ଭୟା କେଶ ମାମଲା ରେ ଲୋକସଭା ଓ ରାଜ୍ୟସଭା ରେ ମଧ୍ୟ ତୀବ୍ର ଅସନ୍ତୋଷ ଦେଖିବା କୁ ମିଳିଛି I ରାଜ୍ୟସଭା ରେ ସମାଜବାଦୀ ପାର୍ଟି ର ସାଂସଦ ଜୟା ବଚ୍ଛନ ମଧ୍ୟ ତେଲେଙ୍ଗାନା ର ଏହି ଘଟଣା ରେ ଦୁଃଖ ପ୍ରକାଶ କରିଛନ୍ତି I ଏବଂ କହିଛନ୍ତି ଏହା ଏକ ଲଜ୍ୟାକର ଓ ଭୟାବହ ଘଟଣା ଅଟେ I ଏବଂ ମହିଳା ଙ୍କ ସହ ଘଟୁଥିବା ଏପରି ଅଘଟଣ ର ଏକମାତ୍ର ହିଁ ଉପାୟ ରହିଛି I

ଅନ୍ୟ ବରିଷ୍ଠ ନେତା ମଧ୍ୟ ଦୋଷୀ ଙ୍କୁ କଠୋର ରୁ କଠୋର ଦଣ୍ଡ ଦେବାକୁ ଆହ୍ୱାନ ଦେଇଛନ୍ତି I ରାଜ୍ୟସଭା ରେ ବିପକ୍ଷ ଦଳ ର ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଏପରି କିଛି କଠୋର ଅପରାଧ ପାଁଇ କିଛି କଠୋର ନିୟମ ଲାଗୁ କରିବା ଉଚିତ I ସମାଜ ର ଲୋକ ଙ୍କୁ ମଧ୍ୟ ଏଥିପାଇ ସଚେତନ ହେବା ଜରୁରୀ ଅଟେ I

ତୃଣମୂଳ ସନ୍ଟୁନୁ ସେନ କହିଛନ୍ତି ଫାଷ୍ଟ ଟ୍ରକ କୋର୍ଟ ସ୍ଥାପନ କରିବା ଓ ଏପରି ଦଣ୍ଡ ବିଧାନ କୁ କଠୋର କରିବା ଉଚିତ I ଏବଂ ଜନତା ମଧ୍ୟ ଏହା ର ଦଣ୍ଡ କୁ ଦେଖିବା ଉଚିତ ଯାହା ଦ୍ୱାରା କି କେହି ଅପରାଧ କରିବା କୁ ମଧ୍ୟ ଡରିବେ ଯେପରି I

ସଭାପତି ଏମ ଭେଙ୍କେୟା ନାଇଡୁ କହିଛନ୍ତି କି ହାଇଦ୍ରାବାଦ ରେ ଯାହା କିଛି ଘଟିଯାଇଛି ଏହା ମନବତା ର ସିଦ୍ଧାନ୍ତ ପାଁଇ ଅପମାନ ଅଟେ I ଏବଂ ଏହା ଏକ ନିନ୍ଦନୀୟ ଅପରାଧ ଅଟେ I ଏବଂ ସାଂସଦ ଜୟା ବଚ୍ଛନ କହିଛନ୍ତି ଏପରି ଅପରାଧୀ ଙ୍କୁ ଜନତା ଙ୍କ ସମୁଖ ରେ ପିଟି ପିଟି ମାରିଦେବା ଉଚିତ I ଏପରି ଅଘଟଣ ଆମ ରାଷ୍ଟ୍ରବାଦିତା କୁ ଆଘାତ ପହଞ୍ଚାଇଛି I