ମୋବାଇଲ ଫୋନର ପ୍ରଚାର କରୁଥିବା ଏହି କଳାକାର ମାନେ, ନିଜେ କେଉଁ ଫୋନର ବ୍ୟବହାର କରିଥାନ୍ତି ଜାଣନ୍ତୁ !

ବଲିଉଡ ଫିଲ୍ମ ଜଗତ ରେ ଅନେକ କଳାକାର ରହିଥାନ୍ତି I ଅନେକ ବଡ଼ ବଡ଼ କମ୍ପାନୀ ମୋବାଇଲ ଫୋନ ର ପ୍ରମୋସନ କରିବାକୁ କଳାକାର ଙ୍କୁ ହିଁ ଚୟନ କରିଥାନ୍ତି I ଏବଂ ଅନେକ ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ଏଥିରେ ଯୋଗ ଦେଇଥାନ୍ତି I ତେବେ ଚାଲନ୍ତୁ ଜାଣିବା ଏହି କଳାକାର ମାନେ ନିଜେ କେଉଁ ଫୋନ ର ବ୍ୟବହାର କରୁଛନ୍ତି I

ସାରୁଖ ଖାଁ
ବଲିଉଡ ର କିଙ୍ଗ ଖାଁ ସାରୁଖ ଖାଁ ବ୍ଲାକବେରି କମ୍ପାନୀ ର ଫୋନ ବ୍ୟବହାର କରିଥାନ୍ତି I କିନ୍ତୁ ସେ ନୋକିଆ କମ୍ପାନୀ ର ବିଜ୍ଞାପନ କରିଥାନ୍ତି I ସାରୁଖ ଖାଁ ନିଜ ର ଇନ୍ଷ୍ଟଗ୍ରାମ ରେ ଆଇଫୋନ 11 ପ୍ର ବ୍ୟବହାର କରିଥାନ୍ତି I ଏବଂ ଏକ ଫୋଟୋ ମଧ୍ୟ ସେୟାର କରିଛନ୍ତି I

ଅମିତାଭ ବଚ୍ଛନ
ବଲିଉଡ ଫିଲ୍ମ ଜଗତ ର ଲୋକପ୍ରିୟ ଅଭିନେତା ଅମିତାଭ ବଚ୍ଛନ ମଧ୍ୟ ସୋସିଆଲ ମିଡ଼ିଆ ରେ ବେଶ ସକ୍ରିୟ ରହିଥାନ୍ତି I ଅନେକ ଫୋଟୋ ରେ ଅମିତାଭ ବଚ୍ଛନ ଆଇଫନ ବ୍ୟବହାର କରୁଥିବା ର ଦେଖିବାକୁ ମିଳିଛନ୍ତି I

ସଲ୍ମାନ ଖାଁ
ବଲିଉଡ ର ଦବଂଗ ଅଭିନେତା ସଲ୍ମାନ ଖାଁ ଆଜିକା ସମୟ ରେ ବେଶ ଲୋକପ୍ରିୟ ଅଟନ୍ତି I ମିଡ଼ିଆ ରିପୋର୍ଟ ଅନୁସାରେ ସଲ୍ମାନ ଖାଁ ଙ୍କ ହାତ ରେ ବ୍ଲାକବେରି ଫୋନ ରହିଛି I ଓ ଅନେକ ଫୋଟୋ ରେ ଏହା ମଧ୍ୟ ଦେଖିବାକୁ ମିଳିଛି କି ସେ ଆଇଫୋନ ର ବ୍ୟବହାର ମଧ୍ୟ କରିଥାନ୍ତି I

ମାଧୁରୀ ଦୀକ୍ଷିତ
ମାଧୁରୀ ଦୀକ୍ଷିତ ବିଗତ ଦିନ ରେ ନିଜ ର ଇନ୍ଷ୍ଟଗ୍ରାମ ଆକାଉଣ୍ଟ ରେ ଏକ ଫୋଟୋ ସେୟାର କରିଥିଲେ ଯାହା କି ଆଇଫୋନ 11 ର ଥିଲା I ମାଧୁରୀ ଦୀକ୍ଷିତ ଙ୍କୁ ଆପେଲ ର ଆଇଫୋନ , ଆଇପ୍ୟାଡ଼ ଓ ମେକ ବହୁତ ପସନ୍ଦ ଅଟେ I

ଆଲିୟ ଭାଟ
ବଲିଉଡ ର କ୍ୟୁଟ ଅଭିନେତ୍ରୀ ଆଲିୟ ଭାଟ ଜିଓନି ସ୍ମାର୍ଟଫୋନ ପ୍ରମୋଟ କରିବା ର ଦେଖିବାକୁ ମିଳିଥିଲା I କିନ୍ତୁ ଆଲିୟ ଭାଟ ନିଜ ପାଖ ରେ ଆଇଫନ ର ନୂଆ ମଡେଲ ବ୍ୟବହାର କରିଥାନ୍ତି I