ମୋବାଇଲ ଦୋକାନୀଙ୍କ ସହ ରିଚାର୍ଜ ସମୟରେ ବଢ଼ିଲା ପ୍ରେମ ସମ୍ବନ୍ଧ, ଗୋଟେ ଗୋଟେ ଦିନ ଏକୁଟିଆରେ ଦେଖା କରିବାକୁ ଡାକିଲେ, ଆଉ ତାପରେ ଏପରି ଅବସ୍ଥାରେ..

ପ୍ରେମ ଲୋକେ କିଛି ବି କରିଯାଇଥାନ୍ତି I ବର୍ତମାନ ର ଘଟଣା ରେ କିଛି ଏହିପରି ହିଁ ଘଟିଛି I ପ୍ରେମ ସମ୍ବନ୍ଧ କୁ ନେଇ ଏହି ଦୁହିଁଙ୍କ ମଧ୍ୟ ରେ କିଛି ଏପରି ନିକଟତା ବୃଦ୍ଧି ପାଇଥିଲା କି ଏକ ବଡ ଅଘଟଣ ଘଟିଯାଇଥିଲା I ଏବଂ ଯୁବତୀ ପ୍ରେମ ସମ୍ବନ୍ଧ କୁ ଅସ୍ବୀକାର କରିବାକୁ ତାଙ୍କୁ ଏକ ବସ ସ୍ଟାନ୍ଡ ରେ ସର୍ବ ସମୁଖ ରେ ଛୁରୀ ରେ ଆକ୍ରମଣ କରାଯାଇଥିଲା I ଏହି ଘଟଣା ପରେ ଯୁବତୀ ସେହିଠାରେ ହିଁ ଟଳିପଡିଥିଲେ I

ଏହି ଘଟଣା ପରେ ପୋଲିସ ଏହା ର ଯାଞ୍ଚ ଆରମ୍ଭ କରିଦେଇଥିଲା I ଘଟଣା ଟି ମଙ୍ଗଳବାର ସକାଳ 10.30 ମିନିଟ ରେ ଅରଠୁନା ରେ ଥିବା ବସ ଷ୍ଟାଣ୍ଡ ରେ ଘଟିଥିଲା I ଖାଟବାଡା ନିବାସୀ 20 ବର୍ଷୀୟ ବିନିତା ପୁତ୍ରୀ ମୋହନ ଖାଟ ଙ୍କ ଗାଁ ରେ ଏକ ଏକ ଦୋକାନ ରେ କାମ କରନ୍ତି I ମାଲିକ ଖାଇବାକୁ ଘର କୁ ଯାଇଥିଲେ ଏବଂ ସେହି ସମୟ ରେ 23 ବର୍ଷୀୟ ସୋନୁ କୁମାର ସିଂ ରାଜପୁତ ଆସିଥିଲେ ଓ ବିନିତା ଙ୍କୁ କିଛି କାମ ବାହାନା ରେ ଡାକି ଥିଲେ I ଉଭୟ ପରସ୍ପର କୁ ଜାଣିଥିଲେ ତ ସେ ମଧ୍ୟ ଚାଲିଯାଇଥିଲେ I

କିନ୍ତୁ ସେ ବା କଣ ଜାଣିଥିଲେ ତାଙ୍କ ମୃତ୍ୟୁ ତାଙ୍କୁ ଡାକି ନେଇଛି I ବନିତା ବସ ସ୍ଟାନ୍ଡ ରେ ପହଂଚିବା ପରେ ସୋନୁ ବନିତା ଙ୍କୁ ପ୍ରପୋଜ କରିଥିଲେ I କିନ୍ତୁ ବନିତା ମନା କରି ଦେଇଥିଲେ I ଏହା ପରେ ସୋନୁ ରାଗିଯାଇ ଛୁରୀ ରେ ବନିତା କୁ ଆକ୍ରମଣ କରିଥିଲେ I 4 ଥର ସେ ବନିତା ଙ୍କୁ ଛୁରୀ ଭୁସିଥିଲେ I

ଏହି ଘଟଣା ପରେ ବନିତା ପାଟିକରିଥିଲେ ଓ ଲୋକେ ଏକତ୍ରିତ ହେବା ପରେ ସୋନୁ ସେଠାରୁ ଖସି ପଳାଇଥିଲେ I ଏହା ପରେ ବନିତା ଙ୍କୁ ହସ୍ପିଟାଲ ପହଞ୍ଚା ଯାଇଥିଲା ଅନ୍ୟପଟେ ପୋଲିସ ସୋନୁ ଙ୍କୁ ଧରିବା ରେ ସଫଳ ହେଇଥିଲେ I ସୋନୁ ଙ୍କ ର ଘର ଉତ୍ତର ପ୍ରଦେଶ ଅଟେ I ସେ ଉତ୍ତର ପ୍ରଦେଶ ର ଔରଙ୍ଗବାଦ ରେ ରୁହନ୍ତି I

ସୋନୁ ତାଙ୍କ ଭାଇ ଙ୍କ ଘର କୁ ଅନେକ ସମୟ ରେ ଆସନ୍ତି I ଏହି ସମୟ ରେ ହିଁ ସେ ବନିତା ଙ୍କୁ ସାକ୍ଷ୍ୟାତ କରିବାକୁ ଯାଇଥାନ୍ତି I ଏବଂ ଘଟଣା ବିଷୟ ରେ ଜାଣିବା ପରେ ତାଙ୍କ ଭାଇ ମଧ୍ୟ ସୋନୁ ଙ୍କୁ ବାହାର କରି ଦେଇଥିଲେ I