ମୋଦି ସରକାର ଙ୍କର ମାଷ୍ଟର ପ୍ଲାନ, ଏବେ ପ୍ରତେକ ପରିବାରରେ ଜଣଙ୍କୁ ମିଳିବ ସରକାରୀ ଚାକିରୀ, ଏହା ହେଇଛି ପ୍ରକ୍ରିୟା

ଯେଉଁ ପରିବାର ରେ ପୂର୍ବ ରୁ କୌଣସି କେହି ସରକାରୀ ଚାକିରୀ କରି ନାହାନ୍ତି , ତାଙ୍କ ପରିବାର ର ଜଣେ ସଦସ୍ୟ ସରକାରୀ ଚାକିରୀ ପାଇପାରିବେ I ଏହି ଯୋଜନା ଖୁବ ଶୀଘ୍ର ଆସିବାକୁ ଯାଉଛି I ଏହି ଯୋଜନା ରେ ଯୋଗ ଦେବାକୁ ହେଲେ ଏକ ରେଜିଷ୍ଟ୍ରେସନ କରିବାକୁ ହେବ I

ଯୋଜନା ପାଁଇ ଲାଭ
ଯୋଗ୍ୟ ପ୍ରାର୍ଥୀ ଙ୍କୁ ତାଙ୍କ ଇଚ୍ଛା ମୁତାବିକ ବିଭାଗ ରେ ଚାକିରୀ ମିଳିପାରିବ I
ଯୋଗ୍ୟ ହିତାଧିକାରୀ ଚୟନ ହେବା ପରେ ପ୍ରତୋକ ମାସ ରେ PEY SCALE ଅନୁସାରେ I
ଯୋଗ୍ୟ ପ୍ରାର୍ଥୀ ଙ୍କୁ 2 ବର୍ଷ ର ଟ୍ରେନିଂ ରେ ରଖାଯିବ I
ଯଦି ଏହି ପ୍ରାର୍ଥୀ ଙ୍କ ର ଆଚରଣ ଭଲ ରହିଲା ତେବେ ତାଙ୍କୁ ପରମାନେଣ୍ଟ କରାଯିବ I

ଯୋଜନା ପାଁଇ ପ୍ରତତା
ଆବେଦନ କରି ଜଣେ ଭାରତୀୟ ହେଇଥିବେ
ଏହି ଯୋଜନା ଅନୁସାରେ ଗରିବ ପରିବାର ର ବ୍ୟକ୍ତି ଙ୍କୁ ଏହି ଚାକିରୀ ପ୍ରଦାନ କରାଯିବ I

ଏକ ପରିବାର ରୁ ଜଣେ ବ୍ୟକ୍ତି ହିଁ ସରକାରୀ ଚାକିରୀ ପାଁଇ ଆବେଦନ କରିପାରିବେ
ଆବେଦନ କାରି ଙ୍କ ପାଖ ରେ ପ୍ରମାଣପତ୍ର , ଆଧାର କାର୍ଡ , ଭୋଟର କାର୍ଡ ଥିବା ଜରୁରୀ I
ଆବେଦନ କାରି ଙ୍କ ପାଖ ରେ ଏନରୋଲମେଣ୍ଟ ନମ୍ବର ଥିବା ଜରୁରୀ ଅଟେ I
ବାର୍ଷିକ ଆୟ ସାର୍ଟିଫିକେଟ ଥିବା ଜରୁରୀ I
ବନଫଇଡ ସାର୍ଟିଫିକେଟ ଥିବା ମଧ୍ୟ ଜରୁରୀ ଅଟେ I
ଜାତି ପ୍ରମାଣପତ୍ର ଥିବା ମଧ୍ୟ ଜରୁରୀ ଅଟେ I