ମୋଦି ସରକାର ଦେଲେ ଜିଓକୁ ବଡ଼ ଝଟକା, ଜିଓ ଗ୍ରାହକ ମାନଙ୍କ ପାଇଁ ଆସିଲା ଖରାପ ଖବର

ଟେଲିକମ ସେକ୍ଟର ରେ ସବୁଠାରୁ ବଡ଼ କମ୍ପାନୀ ହେଉଛି ଜିଓ କମ୍ପାନୀ I ତେବେ ଜିଓ ପାଁଇ ବର୍ତମାନ ଏକ ଖରାପ ଖବର ଆସିଛି I କାରଣ ମୋଦି ସରକାର ସଂଚାର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଙ୍କ ମିଶନ ରହିଛି BSNL କମ୍ପାନୀ କୁ ଦେଶ ର ଏକ ନମ୍ବର କମ୍ପାନୀ କରିବେ I

ରବି ଶଙ୍କର ପ୍ରସାଦ ଙ୍କ ର ଏହି ମିଶନ କୁ ନେଇ ଜିଓ କମ୍ପାନୀ ସଙ୍କଟ ରେ ପଡି ଯାଇଛି I ଯଦି BSNL ଟପ କମ୍ପାନୀ ହେଇଚି ତେବେ ଆଗାମୀ ସମୟ ରେ ଏହା ର ରେଟିଙ୍ଗ କମିବା ସୁନିଶ୍ଚିତ ଅଟେ I ତାଙ୍କ କହିବା ଅନୁସାରେ BSNL ଦେଶ ର ରାଜସ୍ୱ ସମ୍ପତି ଅଟେ I ଏବଂ BSNL କମ୍ପାନୀ ଏକ ସରକାର କମ୍ପାନୀ ଅଟେ I

BSNL ପାଁଇ
ଇଲେକ୍ଟ୍ରୋନିକ୍ସ ଏବଂ ଦୂର ସୂଚନା ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହା କହିଛନ୍ତି କି 1224 କୋଟି ବ୍ୟୟ ରେ ଏହି ଯୋଜନା ର ଶୁଭାରମ୍ଭ କରାଯିବ I ଚେନାଇ ର ଅଡ଼ମାନ ନିକୋବର ଦୀପ ସମୂହ ରେ ମଧ୍ୟ BSNL ତାର ବିଛାଇବା କାମ ଆରମ୍ଭ କରିଦେଇଛି I

ତେବେ BSNL କୌଣସି ବଡ଼ ପଦକ୍ଷପ ନେଲେ ନିଶ୍ଚିତ ରୂପେ ଜିଓ କମ୍ପାନୀ ସାମାନ୍ୟ ଦେବାଳିଆ ହେବା ମଧ୍ୟ ସୁନିଶ୍ଚିତ ଅଟେ I