ବାପାଙ୍କୁ ଆସିଥିଲା ରାଗ ଯେତେବେଳେ ଘରେ ଜନ୍ମ ହେଇଥିଲେ ୪ଟି ଝିଅ; ଆଜି ତାଙ୍କ ପାଇଁ ଚାଲିଛି ବଲିଉଡ

ଭାରତ ରେ ସ୍ତ୍ରୀ ଙ୍କୁ ଦେବୀ ସମାନ ତୁଳନା କରାଯାଇଥାଏ I ହିନ୍ଦୁ ଧର୍ମ ରେ ନାରୀ ଙ୍କୁ ଲୋକେ ଦେବୀ ଙ୍କ ର ସ୍ୱରୂପ ବୋଲି ମାନିଥାନ୍ତି I ଆଜିକା କଳିଯୁଗ ରେ କିନ୍ତୁ ମହିଳା ଙ୍କ ର ସ୍ତିତି ବହୁତ ଖରାପ ଅଟେ I ଆଜିକା ସମୟ ରେ ଏପରି ଅନେକ ଲୋକେ ଝିଅ ଜନ୍ମ କୁ ଅଭିଶାପ ବୋଲି ମାନିଥାନ୍ତି I କିନ୍ତୁ ଅନେକାଂଶ ରେ ମହିଳା ଙ୍କ ର ପ୍ରତି ଏପରି ଭାବନା ଲୋକ ଙ୍କ ମନ ରେ ଅନେକ ପରିବର୍ତନ ଆସିଛି I ଆଜିକା ସମୟ ରେ ମହିଳାମାନେ ମଧ୍ୟ ପୁରୁଷ ଙ୍କ ତୁଳନା ରେ କୌଣସି କ୍ଷେତ୍ର ରେ କିଛି କମ ନୁହନ୍ତି I

ଆଜିକା ସମୟ ରେ ପୁରୁଷ ମାନେ ଯେତିକି ସଫଳ ଅଟନ୍ତି ନାରୀ ମାନେ ମଧ୍ୟ ସେତିକି ସଫଳ ଅଟନ୍ତି i ତେବେ ଜଣେ ପିତା ଘରେ 4 ଗୋଟି ଝିଅ ଜନ୍ମ ହେବାକୁ ନେଇ ଚିନ୍ତା ରେ ଥିଲେ i ଶକ୍ତି ମୋହନ , ମୁକ୍ତି ମୋହନ ଓ କୀର୍ତି ମୋହନ ଙ୍କ ର ପିତା କିଏ ଆପଣ ମଧ୍ୟ ଜାଣିବାକୁ ଚାହୁଁଥିବେ I ତେବେ ଏହି ତିନି ଯୁବତୀ ବର୍ତମାନ ବଲିଉଡ ରେ ବେଶ ସୁପରିଚିତ ଅଟନ୍ତି I

ଆଜିକା ସମୟ ରେ ଏହି ଭଉଣୀମାନେ ବଲିଉଡ ରେ ଅନେକ ସୁନାମ ଅର୍ଜନ କରିଛନ୍ତି I ଏହି 4 ଯୁବତୀ ଙ୍କ ର ପିତା ଆଜି ତାଙ୍କ ଝିଅ ଙ୍କ ର ସଫଳତା କୁ ନେଇ ବେସ ଗର୍ବିତ ମଧ୍ୟ ଅଟନ୍ତି I

ନୀତି ମୋହନ
ନୀତି ମୋହନ ସବୁ ଭଉଣୀ ଙ୍କ ମଧ୍ୟ ରେ ବଡ଼ ଅଟନ୍ତି I ସେ ବଲିଉଡ ରେ ଜଣେ ସଫଳ ଗାୟିକା ଅଟନ୍ତି I ସେ ଅନେକ ଫିଲ୍ମ ପାଁଇ ଗୀତ ମଧ୍ୟ ଗାଇଛନ୍ତି I ଫିଲ୍ମ ସ୍ଟୁଡେଣ୍ଟ ଅଫ ଦି ଇଅର ପାଁଇ ମଧ୍ୟ ସେ ଗୀତ ଗାଇଛନ୍ତି I

ଶକ୍ତି ମୋହନ
ଶକ୍ତି ମୋହନ ଆଜିକା ସମୟ ରେ ବଲିଉଡ ରେ ଜଣେ ଫେମସ କୋରିୟଗ୍ରାଫର ଅଟନ୍ତି I ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ପରି ରିୟାଲିଟି ସୋ ରେ ଶକ୍ତି ମୋହନ ବିଜେତା ଅଟନ୍ତି I

ମୁକ୍ତି ମୋହନ
ମୁକ୍ତି ମୋହନ ମଧ୍ୟ ଶକ୍ତି ମୋହନ ଙ୍କ ପରି ଏକ କୋରିୟ ଗ୍ରାଫର ଅଟନ୍ତି I ସେ ଭାରତ ର ଜଣେ ବେଶ ସୁନାମଧନ୍ୟ କୋରିୟଗ୍ରାଫର ଅଟନ୍ତି I

କୀର୍ତି ମୋହନ
କୀର୍ତି ମୋହନ ଚାରି ଭଉଣୀ ଙ୍କ ମଧ୍ୟ ରେ ସବୁଠାରୁ ସାନ ଅଟନ୍ତି I କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ନୁହେଁ ସେ ଗ୍ଲାମର ଇଣ୍ଡଷ୍ଟ୍ରି ରେ ମଧ୍ୟ ବହୁତ ସଫଳ ଅଟନ୍ତି I ସେ ବର୍ତମାନ ଏକ ସଫ୍ଟୱାର ଇଞ୍ଜିନିଅର ଅଟନ୍ତି I

Share Your Comments Below