ପିଆଜ , ରସୁଣ ସ୍ୱାସ୍ଥ୍ୟ ପାଁଇ ବହୁତ ଉପକାରୀ ହେଇଥାଏ I ଏହି କଥା ଆପଣ ଅନେକ ଥର ଶୁଣିଥିବେ I ଅନେକ ଲୋକେ ମଧ୍ୟ ଆପଣ ଙ୍କୁ ଏହି କଥା କହିଥିବେ I କିନ୍ତୁ କଣ ଆପଣ କେବେ ଶୁଣିଛନ୍ତି କି ପିଆଜ କୁ ମୋଜା ରେ ରଖିକି ଶୋଇବା ଦ୍ୱାରା ଆପଣ ଙ୍କ ର କଣ ସବୁ ଉପକାର ହେଇଥାଏ I
ପିଆଜ କୁ ଗୋଡ଼ ମୋଜା ରେ ରଖିକି ଶୋଇବା ଦ୍ୱାରା ରକ୍ତ , ଫୁସଫୁସ , ବ୍ୟାକ୍ଟେରିଆ , ସମ୍ବନ୍ଧିତ କୌଣସି ସମସ୍ୟା ରୁହେ ନାହିଁ I ଏକ ଗବେଷଣା ଅନୁସାରେ ଗୋଡ଼ ରେ ଅନେକ ପ୍ରକାର ର ତାନ୍ତ୍ରିକ ରହିଥାଏ ଯାହା କି ଶରୀର ର ବିଭିର୍ନ ଅଙ୍ଗ କୁ ଯୋଡ଼ିଥାଏ I
ଏହା ଶରୀର ଭୀତ ରେ ଏକ ଶକ୍ତିଶାଳୀ ବୁଜୁଲି ପରି କାମ କରିଥାଏ I କିନ୍ତୁ ଯଦି ଅଧିକାଂଶ ସମୟ ରେ ଜୋତା ଚପଲ ପିନ୍ଧିବା କାରଣ ରୁ ଆପଣ ଙ୍କ ଗୋଡ଼ ସ୍ମେଲ ହେଇଥାଏ ତ ଏହି ଉପାୟ କୁ ଆପଣାନ୍ତୁ I
ଗବେଷକ ଙ୍କ କହିବା ଅଣୁଅସ୍ତ୍ରଇ ପିଆଜ ହେଉଛି ଏକ ଉପକାରୀ ଆମ ଶରୀର ପାଁଇ I
ମୋଜା ରେ ପିଆଜ ରଖିକି ଶୋଇବା ଦ୍ୱାରା ଆମ ଶରୀର ର ଅଙ୍ଗ ଗୁଡିକ ମଧ୍ୟ ସୁସ୍ଥ ରହିଥାଏ I ଗବେଷକ ଙ୍କ କହିବା ଅନୁସାରେ ପିଆଜ ରେ ଥିବା ଫୋକ୍ସରିଂନ ଏସିଡ , ରକ୍ତ କୁ ଠିକ ଭାବରେ ସଂଚାଳନ କରିଥାଏ I
ଆପଣ ଙ୍କୁ ଅଧିକ କିଛି କରିବା ଦରକାର ନାହିଁ କେବଳ ପତଳା ପତଳା ଦୁଇଟି ପିଆଜ ରାତି ରେ ଶୋଇବା ବେଳେ ଗୋଡ଼ ର ମୋଜା ରେ ରଖିଦିଅନ୍ତୁ I
ଆଣ୍ଟିବ୍ୟାକ୍ଟେରିଆ ରହିଥାଏ ପିଆଜ ରେ
ପିଆଜ ରେ ଆଣ୍ଟିବ୍ୟାକ୍ଟେରିଆ ରହିଥାଏ ଯାହା ଫଳରେ କି ଏହା ଆପଣ ଙ୍କୁ କୌଣସି ବି ସଂକ୍ରମଣ ହେବାକୁ ଦେଇନଥାଏ I
ରକ୍ତ ନିର୍ମଳ କରେ
ପିଆଜ ଏପରି ମୋଜା ରେ ରଖିବା ଦ୍ୱାରା ଏହା ଆପଣ ଙ୍କ ଶରୀର ର ରକ୍ତ କୁ ନିର୍ମଳ ରଖିଥାଏ I