ଜଣେ ସାଧାରଣ ପରିବାର ର ଝିଅ ଆଜି ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ଙ୍କ ର ବୋହୁ ହେବାକୁ ଯାଉଛନ୍ତି I ରାୟପୁର ରେ ରହୁଥିବା ଏହି ଯୁବତୀ ଙ୍କ ର ସମ୍ପର୍କ ବିଷୟ ରେ ଫେସବୁକ ଦ୍ୱାରା କଥା ଆଗ କୁ ବଢିଥିଲା I 8 ମାର୍ଚ୍ଚ କୁ ମୁଖ୍ୟମନ୍ତ୍ରୀ ଙ୍କ ର ପୁଅ ଲଳିତ ଙ୍କ ର ବରଯାତ୍ରୀ ପହଞ୍ଚିଥିଲା I ବଡ଼ ରାଜନୈତିକ ପରିବାର ସହ ସମ୍ପର୍କ ଯୋଡି ହେବା ପରେ ଯୁବତୀ କହିଛନ୍ତି ମୁ ଆଜି ଯେପରି ଅଛି ବିବାହ ପରେ ମଧ୍ୟ ସେହିପରି ସାଧାରଣ ଜୀବନ ବ୍ୟତୀତ କରିବାକୁ ପସନ୍ଦ କରିବି I
ରାୟପୁର ର ପିହୁ ଅର୍ଥାତ ପୁର୍ଣିମା ସାହୁ 8 ମାର୍ଚ୍ଚ କୁ ଝାରଖଣ୍ଡ ର ମୁଖ୍ୟମନ୍ତ୍ରୀ ରଘୁବର ଦାସ ଙ୍କ ବୋହୁ ହେବାକୁ ଯାଉଛନ୍ତି I ଶୁକ୍ରବାର ଦିନ ତାଙ୍କ ପୁଅ ଲଳିତ ଙ୍କ ବରଯାତ୍ରୀ ପହଞ୍ଚିଥିଲା I ପୁର୍ଣିମା ଏକ ସାଧାରଣ ପରିବାର ର ଝିଅ ଅଟନ୍ତି କିନ୍ତୁ ନିଜ ବିବାହ କୁ ନେଇ ବେଶ ଖୁସି ମଧ୍ୟ ଅଛନ୍ତି I ପିହୁ ଙ୍କ ପିତା ଭାଗିରଥି ସାହୁ ଜଣେବିଜ୍ନେସମ୍ୟାନ ଓ ମା ଜଣେ ଶିକ୍ଷକ ଅଟନ୍ତି I ଏବଂ ଏହି ବିବାହ ଭିଆଇପି ରୋଡ଼ ରେ ଥିବା ଏକ ହୋଟେଲ ରେ କରାଯିବ I
ଏପରି ଯୋଡି ହେଇଥିଲା ରାୟପୁର ରେ ସମ୍ପର୍କ – ପିହୁ ଙ୍କ କହିବା ଅନଶୁୟାରେ ମୋର ବଡ଼ ମା ଙ୍କ ର ଦିଅର ଙ୍କ ର ଝିଅ ର ବିବାହ ରାଞ୍ଚି ରେ ହେଇଥିଲା I ମୋର ଶଶୁର ତାଙ୍କ ର ମାମା ଶଶୁର ଅଟନ୍ତି I ଏବଂ ତାଙ୍କୁ ଛତିଶଗଡ଼ ରୁ ହିଁ ବୋହୁ ଦରକାର ଥିଲା I ଲଳିତ ଙ୍କ ପାଁଇ ତାଙ୍କ ପରିବାର ଅନେକ ପ୍ରସ୍ତାବ ଦେଖିଥିଲେ କିନ୍ତୁ କେହି ପସନ୍ଦ ହେଇ ନ ଥିଲେ I କିନ୍ତୁ ମୋ ଦାଦି ମୋ ଫୋଟୋ ପ୍ରଥମ ଥର ଫେସବୁକ ରେ ଦେଖାଇଥିଲେ ଏବଂ ତାଙ୍କ ପରିବାର ମୋତେ ଦେଖିବାକୁ ମଧ୍ୟ ଆସିଥିଲେ I ପିହୁ କେବେ ଚିନ୍ତା କରି ନ ଥିଲେ ଏତେ ବଡ଼ ପରିବାର ର ସେ ବୋହୁ ହେବେ I
27 ଜାନୁୟାରୀ କୁ ହେଇଥିଲା ନିର୍ବନ୍ଧ : ଲଳିତ ଦାସ ଓ ପୁର୍ଣିମା ଙ୍କ ର ନିର୍ବନ୍ଧ ସମାରୋହ ହୋଟେଲ ବେବ ଇଣ୍ଟରନ୍ୟାଶନାଲ ରେ ହେଇଥିଲା I ଲଳିତ ଦାସ ରାଞ୍ଚି ରେ ଥିବା ଭିଆଇପି ମେଷରା ରେ ପାଠ ପଢୁଥିଲେ I ଓ ଟାଟା ଷ୍ଟିଲ ରେ HRM ବିଭାଗ ରେ ମଧ୍ୟ ଅଛନ୍ତି I ଲଳିତ ମଧ୍ୟ ସାମାଜିକ କାର୍ଯ୍ୟ ରେ ଖୁବ ସକ୍ରିୟ ଅଟନ୍ତି I ରଘୁବର ଦାସ ଙ୍କ ସନ୍ତାନ ଙ୍କ ମଧ୍ୟ ରେ ଲଳିତ ସାନ ଅଟନ୍ତି I
10 ମାର୍ଚ୍ଚ କୁ 18 ଘଣ୍ଟା ପାଁଇ ନୋ ଏଣ୍ଟ୍ରି :15 ହଲର ଲୋକେ ଏକତ୍ରିତ ହେବେ – ରଘୁବର ଦାସ ଙ୍କ ପୁଅ ର ବିବାହ ରିସେପ୍ସନ 10 ମାର୍ଚ୍ଚ କୁ ଏଗ୍ରୀକୋ ଟ୍ରାନ୍ସପୋର୍ଟ ମୈଦାନ ରେ ହେବ I ଏହି ଦିନ କଲହଂ ପରମଣ୍ଡଳ ର ଭାଜପା ସମେତ ବିଭିର୍ନ ଦଳ ର ସଂସଦ , ବିଧାୟକ , ମନ୍ତ୍ରୀ ଆଦି ସେଠାରେ ଯୋଗ ଦେବେ I ପ୍ରାୟ 15 ରୁ 20 ହଜାର ଲୋକ ସେଠାରେ ଏକତ୍ରିତ ହେବେ I ଏପରି ଦେଖିବାକୁ ଗଲେ 10 ମାର୍ଚ୍ଚ ସକାଳ 6 ରୁ ରାତି 12 ଘଂଟିକା ପର୍ଯ୍ୟ୍ତ ଭାରି ବାହାନ ଚଳାଚଳ ବାଧାପ୍ରାପ୍ତ ହେବ I