ମୁମ୍ବାଇ ଦଳରେ ଖୁସିର ଲହରୀ, MI ଦଳରେ ସାମିଲ ହେଲେ ଦିଲ୍ଲୀ ର ଏହି ଖେଳାଳି, ଅନ୍ୟ ଦଳ ପାଇଁ ବିପଦ

ଏଥର IPL ନିଲାମୀ ରେ ଅନେକ ନୂଆ ନୂଆ ଖେଳାଳି ଙ୍କୁ ଦେଖିବାକୁ ମିଳିବ I IPL 2019 ରେ ମୁମ୍ବାଇ ଇଂଡିଆନ୍ସ ଟିମ ଚେନାଇ ସୁପର କିଙ୍ଗସ କୁ ହରାଇ IPL ରେ ବିଜେତା ହେଇଥିଲା I ନିତା ଅମ୍ବାନୀ ଏଥର IPL ବିଜେତା ହେବାକୁ ଅନେକ ବଡ଼ ବଡ଼ ଖେଳାଳି ଙ୍କୁ ମଧ୍ୟ ସୁଯୋଗ ଦେଇଥିଲେ I

IPL ର ନିଲାମୀ ପୂର୍ବ ରୁ ଅନେକ ଖେଳାଳି ଙ୍କ ର ଅଦଳବଦଳ ହେଇଥାଏ I ଏବଂ ସବୁ ଟିମ ନିଜ ନିଜ ର ଟିମ ରେ ଖେଳାଳି ଙ୍କୁ ପରିବର୍ତନ କରିଥାନ୍ତି I ମୁମ୍ବାଇ ଇଂଡିଆନ୍ସ ଟିମ ବର୍ତମାନ ଦିଲ୍ଲୀ କ୍ୟାପିଟାଲସ ର ଦ୍ରୁତ ବୋଲର କୁ ନିଜ ଟିମ ରେ ସାମିଲ କରିଥିଲେ I

ଟ୍ରେଟ ବେଲ ଆଗାମୀ ବର୍ଷ ଦିଲ୍ଲୀ ରେ ନ ଖେଳି ମୁମ୍ବାଇ ଇଂଡିଆନ୍ସ ରେ ଖେଳିବାର ଦେଖିବାକୁ ମିଳିବ I ମୁମ୍ବାଇ ଇଂଡିଆନ୍ସ ପାଖ ରେ ନିଲାମୀ ପାଁଇ ଅନେକ ଖେଳି ଙ୍କୁ ଦେଖିବାକୁ ମିଳିବ I ନ୍ୟୁଜଲାଣ୍ଡ କ୍ରିକେଟ ଟିମ ର ଏହି ଆକ୍ରମକ ଖେଳାଳି ମୁମ୍ବାଇ ଇଂଡିଆନ୍ସ ରେ ସାମିଲ ହେବା ପରେ ଘଟଣା ଟି ସୋସିଆଲ ମିଡ଼ିଆ ରେ ବେଶ ଚର୍ଚା ରେ ରହିଛି I