ମୁଁ ବିବାହିତ, ମତେ ସବୁଦିନ ଭାଉଜ ତାଙ୍କ ସହ ସମ୍ବନ୍ଧ ରଖିବାକୁ ବାଧ୍ୟ କରୁଛନ୍ତି ଆଉ ଯଦି ମୁଁ ମନା କରୁଛି ତ ….

ସର୍ବଦା ଦେଖିବା କୁ ମିଳିଥାଏ କି ଶାରୀରିକ ସମ୍ବନ୍ଧ ନାମ ରେ ପୁଅ ଝିଅ ଙ୍କୁ ବ୍ଲାକମେଲ କରିଥାନ୍ତି I କିନ୍ତୁ ଏହି ଘଟଣା ଟି ସମ୍ପୂର୍ଣ ଓଲଟା ଅଟେ I ଏଠାରେ ଜଣେ ମହିଳା ଜଣେ ଯୁବକ ଙ୍କ ସହ ଶାରୀରିକ ସମ୍ବନ୍ଧ ଏତେ ମାତ୍ରା ରେ ରଖିଥିଲେ କି ଯୁବକ ଜଣକ ବିରକ୍ତ ହେଇଯାଇଥିଲେ I ଏହି ଘଟଣା ଟି ମହାରାଷ୍ଟ୍ର ର ପ୍ରଭାନି ଅଂଚଳ ର ଅଟେ I ଏଠାରେ ଜଣେ ଯୁବକ ଜଣେ ମହିଳା ଙ୍କ ର ସହ ସେକ୍ସ ସମ୍ବନ୍ଧ କୁ ନେଇ ବିରକ୍ତ ହେଇଯାଇଥିଲେ I ଏବଂ ଶେଷ ରେ ଏହି ଯୁବକ ଆତ୍ମହତ୍ୟା କରିଥିଲେ I ଯୁବକ ଙ୍କ ର ଶବ ତାଙ୍କ ରୁମ ରେ ଫ୍ୟାନ ରେ ଟାଙ୍ଗା ହେଇଥିବା ର ମିଳିଥିଲା I ଏବଂ ଶବ ପାଖ ରେ ଏକ ସୁସାଇଟ ନୋଟ ମଧ୍ୟ ବରାମତ ହେଇଥିଲା I

ମିଡ଼ିଆ ରିପୋର୍ଟ ଅନୁସାରେ ଏହି ମାମଲା ଟି ପ୍ରଭାନି ରୋଡ଼ ରେ ଥିବା ବ୍ରହ୍ମା ଆପାର୍ଟମେଣ୍ଟ ର ଅଟେ I ଏଠାରେ ମିଟାକରି ନାମ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି I ଏବଂ ତାଙ୍କ ପାଖ ରେ ଥିବା ସୁସିତ ନୋଟ ରେ ସେ ଜଣେ ମହିଳା ଙ୍କ ବିଷୟ ରେ ହିଁ ଉଲେଖ କରିଛନ୍ତି I ଯୁବକ ଙ୍କ ର କହିବା ଅନୁସାରେ ବାରମ୍ବାର ଜଣେ ମହିଳା ତାଙ୍କ ସହ ଶାରୀରିକ ସମ୍ବନ୍ଧ ରଖି ତାଙ୍କୁ ବିରକ୍ତ କରିଦେଇଥିଲେ I

ଯୁବକ ସୁସାଇଟ ନୋଟ ରେ ଏହା ମଧ୍ୟ ଲେଖିଥିଲେ କି , ଯୁବକ ଯେତେବେଳେ ସମ୍ବନ୍ଧ ନ ରଖିବା କୁ କହିଥାନ୍ତି ସେତେବେଳେ ମହିଳା ତାଙ୍କୁ ବଦ୍ନାମ କରିବା ର ଧମକ ଦେଇଥାନ୍ତି I

ଏହି ଅଂଚଳ ର ପୋଲିସ ଉକ୍ତ ମହିଳା ଙ୍କ ନାମ ରେ ମାମଲା ରୁଜୁ କରିଛି I ଘଟଣା ର ବର୍ତମାନ ତଦନ୍ତ ଜାରି ରହିଛି I ଜଣେ ପୋଲିସ ଅଧିକାରୀ ଏହା କହିଛନ୍ତି କି ମହିଳା ଙ୍କ ର ସନ୍ଧାନ ଜାରି ରହିଛି I