ଅଶ୍ଳୀଳତା ଓ ଗାଳି ଗୁଲଜ ପାଁଇ ସର୍ବଦା ଚର୍ଚା ରେ ରହିଥାନ୍ତି ରିୟାଲିଟି ସୋ ର ଏହି ମଡେଲ ଭବ୍ୟ ସିଂ I ସେ ବିଗତ ଦିନ ରେ ଏକ ଭିଡିଓ ପୋଷ୍ଟ କରି ଏହା କହିଛନ୍ତି କି ସେ ହାର୍ଦିକ ପାଣ୍ଡିଆ ଶୋଇବା କୁ ଚାହୁଁଛନ୍ତି I ଭବ୍ୟ ଙ୍କ ଅନୁସାରେ ଭାରତୀୟ କ୍ରିକେଟର ହାର୍ଦିକ ବହୁତ ହଟ ଅଟନ୍ତି I
ଏହି ଭିଡିଓ ରେ ଭବ୍ୟ କହିଛନ୍ତି କି ମୁ ହାର୍ଦିକ ଙ୍କ ସହିତ ସୋଇପାରିବି I କାରଣ ସେ ମୋ ପରି ବ୍ୟକ୍ତିତ୍ୱ ର ଅଟନ୍ତି I ସେ ଯେତେବେଳେ ବଡ଼ ବଡ଼ ଛକା ମାରନ୍ତି ତ ମୋତେ ଏହା ବେଶ ଭଲ ଲାଗିଥାଏ I ଏହି ଚୌକା ଛକା ମାରିବା ରୁ ତାଙ୍କ ର ଶରୀର କେତେ ମଜବୁତ ଏହା ମଧ୍ୟ ଅନୁମାନ କରି ହେଇଥାଏ I
ସେ ଏହା ମଧ୍ୟ କହିଛନ୍ତି କି ମୈଦାନ ରେ ତାଙ୍କ ର ହାତ ର ବେଗ କୁ ନେଇ ତାଙ୍କ ବିଷୟ ରେ ଭାବିବା କୁ ମୁ ମଜବୂର ହେଇଥାଏ I ତେଣୁ ମୁ ହାର୍ଦିକ ଙ୍କ ସହ ଶୋଇବା କୁ ଇଚ୍ଛା କରୁଛି I
ତେବେ ଭବ୍ୟ ଙ୍କ ର ଏହି ଇଚ୍ଛା ପୁରା ହେବା ବହୁତ କଷ୍ଟକର ଅଟେ I କାରଣ ଭବ୍ୟ ଏହି କଥା କହିବା ରେ ଅନେକ ବିଳମ୍ବ କରିଦେଇଛନ୍ତି I କାରଣ ବିଗତ ଦିନ ରେ ହାର୍ଦିକ ଅଭିନେତ୍ରୀ ନତାସା ଙ୍କ ସହ ନିର୍ବନ୍ଧ ସମାରୋହ ପୁରା କରିଛନ୍ତି I